Home Left

ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ଆଖିବୁଜିଲେ ଜେଜେ ମା’

ଭୋପାଳ,୧୬।୧୨: ମଧ୍ୟପ୍ରଦେଶ ସେଓନିର ବାନ୍ଦୋଲ ପୋଲିସ ଷ୍ଟେଶନ ଅଧୀନରେ ଥିବା ବଖରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି ଜେଜେ ମା’। ହଲଦୀ ସଙ୍ଗୀତ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ବାନ୍ଦୋଲ ପୋଲିସର…

ଦେଶରେ ଆଜି ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ ଆର୍ଜେଣ୍ଟିନାର ନୁହନ୍ତି ବିଶ୍ୱ ଫୁଟ୍‌ବଲକୁ ପ୍ରତିନିଧିତ୍ୱ କରୁଛନ୍ତି। ପିଚ୍‌ରେ ଏବଂ ପିଚ୍‌ ବାହାରେ ସେ…

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ବୁଏନ୍ସ ଏୟାର୍ସ, ୧୬/୧୨ (ଏପି):ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ ଜାତୀୟ…

ବସ୍‌ ଓଲଟିବା ଘଟଣା: ଜଣେ ମୃତ

ବାରିପଦା ଅଫିସ,୧୬ା୧୨: ମୟୂରଭଞ୍ଜ ଜିଲା ୧୮ନଂ ଜାତୀୟ ରାଜପଥ କୁଳିଅଣା ଛକ ନିକଟରେ ଶୁକ୍ରବାର ଏକ ଯାତ୍ରାବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଥିବା ୩୦ରୁ ଊଦ୍ଧର୍‌ବ ଯାତ୍ରୀ…

ଆରଜେଡିରେ ବିଲୟ ହୋଇଯିବ କି ଜେଡିୟୁ: ନୀତୀଶ ଦେଲେ ଉତ୍ତର

ପାଟନା,୧୬।୧୨: ବିହାରର ରାଜନୈତିକ ସର୍କଲରେ ଗତ କିଛି ଦିନ ହେବ ନୀତୀଶ କୁମାର ତାଙ୍କ ଦଳ ଜେଡିୟୁକୁ ଆରଜେଡି ସହିତ ମିଶ୍ରଣ କରିବେ ବୋଲି ବହୁ ଚର୍ଚ୍ଚା ହେଉଛି। ଏହାର ଅର୍ଥ ଉଭୟ ଦଳ ଜେଡିୟୁ ଏବଂ ଆରଜେଡି ଏକ ହୋଇଯିବେ।…

ଜାନୁୟାରୀ ୨୪ରୁ ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ,୧୬।୧୨: ୨୦୨୩-୨୪ ଶିକ୍ଷା ବର୍ଷର ଜେଇଇ ମେନ୍‌ ପରୀକ୍ଷା ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀରେ ଜେଇଇ ମେନ୍‌ ସେସନ-୧ ଏବଂ ଏପ୍ରିଲରେ ଜେଇଇ ମେନ୍‌ ସେସନ-୨ ପରୀକ୍ଷା ହେବ। ତେବେ ସେସନ-୧ ପରୀକ୍ଷା ଜାନୁୟାରୀ ୨୪ରୁ ଆରମ୍ଭ…

ଓଲଟିଲା ଯାତ୍ରୀବାହୀ ବସ୍‌

କୁଳିଅଣା,୧୬ା୧୨(ସ୍ବ.ପ୍ର.): ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଗୌରୀ ନାମକ ଏହି ଘରୋଇ ବସ୍‌ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ…

‘ମହିଳା ସଂରକ୍ଷଣ ବିଲ୍‌ ପାରିତ ହେଉ’

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ନେଇ ବିଜେଡି ଦାବି ଉଠାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଗୁରୁବାର ରାଜ୍ୟ ସଭାରେ ଏକ ସ୍ବତନ୍ତ୍ର ଆଲେଖ୍ୟରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମହିଳା ବିଲ୍‌ ପାରିତ…

ବେଲପାହାଡ଼ ପୌର ପରିଷଦରେ ଅଚଳାବସ୍ଥା

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୧୬ା୧୨: ବେଲପାହାଡ ପୌର ନିର୍ବାହୀ ଅଧିକାରୀଙ୍କ ତରଫରୁ ଗୁରୁବାର ୩ନଂ କାଉନିସଲ ବୈଠକ ଆହ୍ବାନ କରାଯାଇଥିଲା। ବୈଠକରେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ବୈଠକ ହୋଇପାରି ନ ଥିଲା। ଏହା ପୂର୍ବରୁ…

ଯବାନଙ୍କ ଗୁଳିରେ ଟଳିପଡିଲେ ୨ ନାଗରିକ

ଶ୍ରୀନଗର,୧୬।୧୨: ଜମ୍ମୁ ଡିଭିଜନର ରାଜୋରି ଜିଲାରେ ଯବାନଙ୍କ ଗୁଳିରେ ଶୁକ୍ରବାର ୨ ନାଗରିକ ଟଳିପଡିଛନ୍ତି। ସେନା ଶିବିର ନିକଟରେ ସନ୍ଦେହଜନକ ଗତିବିଧି ଦେଖି ଯବାନ ଗୁଳି କରିିଥିଲେ। ଏଥିରେ ଶାଲିନ୍ଦର କୁମାର ଏବଂ କମଲ କିଶୋର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା…

ମାଲେସିଆରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେ ବି ୨୫ ନିଖୋଜ

କୁଆଲାଲମପୁର,୧୬।୧୨: ଶୁକ୍ରବାର ମାଲେସିଆର ଏକ କ୍ୟାମ୍ପସାଇଟରେ ଭୂସ୍ଖଳନ ହୋଇଛି। ଫଳରେ ୫ ବର୍ଷର ଶିଶୁ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆହୁରି ୨୫ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri