କୁଲଦୀପଙ୍କ ସହ ହେଉଛି ପକ୍ଷପାତିତା…? ୫ ବର୍ଷରେ ଖେଳିଛନ୍ତି ମାତ୍ର ୮ ଟେଷ୍ଟ ମ୍ୟାଚ୍…
ଚଟ୍ଟଗ୍ରାମ,୧୬।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ବୋଲର୍ କୁଲଦୀପ ଯାଦବ। ପ୍ରଥମ ଇନିଂସରେ ସେ ୪୦ ରନ୍ କରିଥିବା ବେଳେ ୫ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତୃତୀୟ ଥର ଲାଗି ସେ…
ମାତ୍ର ୧୫ ରନ୍ରେ ଅଲ୍ଆଉଟ୍
ସିଡନୀ,୧୬।୧୨: ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ। ମାତ୍ର ୧୫ ରନ୍ରେ ଆଉଟ୍ ହେଲା ଟିମ୍। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ ଟୁର୍ନାମେଣ୍ଟ(ବିଗ୍ ବ୍ୟାସ ଲିଗ୍)ରେ ଏଭଳି ସ୍କୋର ଦେଖିବାକୁ ମିଳିଛି। ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଶୁକ୍ରବାର…
୪ ବର୍ଷ ପରେ କ୍ୟାରିୟରର ଦ୍ରୁତତମ ଶତକ ମାରିଲେ ପୂଜାରା
ଚଟ୍ଟଗ୍ରାମ,୧୬।୧୨:ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟରେ ଭାରତୀୟ ଟିମ୍ର ଉପଅଧିନାୟକ ଚେତେଶ୍ୱର ପୂଜାରା ବିରୋଧୀ ଟିମ୍ର ବୋଲର୍ଙ୍କୁ ଘାଇଲା କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ସବୁଠାରୁ ଦ୍ରୁତତମ ଶତକ ମାରିଛନ୍ତି। ପ୍ରାୟ ୪ ବର୍ଷ ପରେ ପୂଜାରା…
ହାତୀ ଘଉଡ଼ାଇବାକୁ ଯାଇ ହାବୁଡ଼ରେ ପଡ଼ିଗଲେ
ଭଞ୍ଜନଗର,୧୬ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବାରଦଣ୍ଡାର ଜଣେ ଚାଷୀ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଆହତ ହୋଇଛନ୍ତି। ସେ ହେଲେ ଉଦୟ ପ୍ରଧାନ (୬୪)। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।…
ବାଲାଂଦେଶ ବୋଲର୍ଙ୍କୁ ଘାଇଲା କଲେ ଶୁଭମନ
ଚଟ୍ଟଗ୍ରାମ, ୧୬।୧୨: ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟର ଦ୍ୱିତୀୟ ପାଳିରେ ଚମକିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ସେ ୧୪୭ ବଲ୍ରେ ନିଜର ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ମାରିବାରେ ସଫଳ ହୋଇଛନ୍ତି। ଏଥିରେ ତାଙ୍କର ୧୦ ଚୌକା ଏବଂ…
ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ
ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ ମୋଦି…
ଭିକମାଗି ଜଗନ୍ନାଥ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ମହିଳା
ଫୁଲବାଣୀ ଅଫିସ,୧୬।୧୨: ଜୀବନ ସାରା ଭିକ୍ଷା ମାଗି ଚଳିବା ଏବଂ ସେଥିରୁ ସଞ୍ଚିତ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି ଜଣେ ମହିଳା। ଶୁକ୍ରବାର ସେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଉକ୍ତ ଟଙ୍କା ହସ୍ତାନ୍ତର କରିଛନ୍ତି। ଏହି…
କୋର୍ଟରେ ଜାମିନ ପାଇଁ ଆବେଦନ କଲେ ଆଫ୍ତାବ
ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଫ୍ତାବ ପୁନାଓ୍ବାଲା ବର୍ତ୍ତମାନ ତିହାର ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୂତନ ପଇଁତରା ଆପଣାଇଛନ୍ତି। ଏହି ମାମଲାରେ ହତ୍ୟାକାରୀ ଆଫତାବ ପୁନାୱାଲା ଦିଲ୍ଲୀର ସାକେତ…
ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ
ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଥରୁର ଶୁକ୍ରବାର ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବିଶ୍ରାମ କରୁଛନ୍ତି। ଶୁକ୍ରବାର…
ଆଖଣ୍ଡଳମଣିଙ୍କୁ ଧନୁମୁଆଁ ଅର୍ପଣ
ଆରଡ଼ି,୧୬।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଶୁକ୍ରବାର ଧନୁସଂକ୍ରାନ୍ତିରେ ପରମ୍ପରା ଅନୁସାରେ ବାବାଆଖଣ୍ଡଳମଣିଙ୍କୁ ଧନୁମୁଆଁ ଅର୍ପଣ କରାଯାଇଛି। ଭୋର ୪ଟା ୩୦ରେ ମନ୍ଦିର ପହଡ଼ ଖୋଲିଲା ପରେ ବିଧି ଅନୁସାରେ ମଙ୍ଗଳ ଆଳତି କରାଯାଇ ବାବାଙ୍କ ସ୍ନାନ ସମାପନ କରାଯାଇଥିଲା।…
ଏସିଡ୍ ଆଟାକ୍ ସର୍ଭାଇଭର୍ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ
ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା ତ…
୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ
ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ବୈତୁଲରେ ୩ଶହ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହେବା ଯୋଗୁ…
Archives


