ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ
ନ୍ୟୁୟର୍କ,୨୦।୧୧: ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନରେ ୬ଫୁଟ୍ ବରଫ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏପରିକି ବିମାନ ଚଳାଚଳକୁ ମଧ୍ୟ ବାତିଲ କରି ଦିଆଯାଇଛି। ତୁଷାରପାତରେ…
ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ରବିବାର ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିପାଇଁ ୬୪ ବର୍ଷୀୟ ମୁର୍ମୁ ଦିଲ୍ଲୀର ଆର୍ମି ରେଫରାଲ ଆଣ୍ଡ୍ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।…
ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର
ବୋଡେନ,୨୦।୧୧(ଡି.ଏନ୍.ଏ.): ଜଣେ ଯୁକ୍ତ ଦୁଇ ଛାତ୍ର ମୋବାଇଲ କିଣିବାକୁ ବାପାଙ୍କୁ ପଇସା ମାଗିଲେ। ବାପା ଧାନ ବିକ୍ରି ପରେ ମୋବାଇଲ କିଣିବାକୁ କହିଥିଲେ। ହେଲେ ଛାତ୍ର ଜଣକ ରାଗି ଦଉଡ଼ି ଦେଇ ଆମତ୍ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…
ଶ୍ରଦ୍ଧାଙ୍କ ମୁଣ୍ଡକୁ ପୋଖରୀରେ ପକାଇଛନ୍ତି ଅଭିଯୁକ୍ତ ଅଫ୍ତାବ!
ନୂଆଦିଲ୍ଲୀ,୨୦।୧୧: ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫ୍ତାବ ପୁନାୱାଲାଙ୍କୁ ପଚରାଉଚରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ରବିବାର ଦକ୍ଷିଣ ଦିଲ୍ଲୀର ମଇଦାନ ଗଢିରେ ଅବସ୍ଥିତ ଏକ ପୋଖରୀକୁ ପୋଲିସ ଶୁଖାଉଛି। ଅଫ୍ତାବ…
ଯୀଶୁଙ୍କ ରାଜତ୍ୱ ଉତ୍ସବ: କ୍ୟାଣ୍ଡଲ ଶୋଭାଯାତ୍ରା
ସୋରଡ଼ା,୨୦।୧୧(ଡି.ଏନ୍.ଏ.): ଯୀଶୁଖ୍ରୀଷ୍ଟଙ୍କ ଚାଲିଥିବା ରାଜତ୍ୱ ଉତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି। ଚଳିତ ମାସ ୧୧ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ଉପାସନା ରହି ଯୀଶୁ ପ୍ରାର୍ଥନା କରିଥିଲେ। ଏପରିକି ପ୍ରତିଦିନ ଅପରାହ୍ନରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହେଉଥିଲା। ଶନିବାର…
ପୁଣି ବଢିଲା କ୍ଷୀର ଦର
ନୂଆଦିଲ୍ଲୀ,୨୦।୧୧: ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛି। ଫୁଲ କ୍ରିମ କ୍ଷୀର…
ଘର ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ
ଜି.ଉଦୟଗିରି,୨୦ା୧୧(ଡି.ଏନ୍.ଏ.): କିଛି ମାସର ବ୍ୟବଧାନ ପରେ ପୁଣି ଜି.ଉଦୟଗିରି ସହରରେ ଚୋର ଦଳ ମାତିଛନ୍ତି। ଶନିବାର ଶ୍ରୀରାମ ପଦାଠାରେ ନୂତନ ଭାବେ ନିର୍ମିତ ଏକ ସରକାରୀ ବାସଗୃହରେ ଠିକାଦାର ଏକ ଲୁହା ଗ୍ରୀଲ ଲଗାଇ ଆସିଥିଲେ। ହେଲେ ରବିବାର ସକାଳେ ଦେଖିଲା…
ହାତ ଛାଡି ଝାଡୁ ଧରିଲେ ପୂର୍ବତନ ଏମ୍ପି
ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। କଂଗ୍ରେସର ପୂର୍ବତନ ଏମ୍ପି ମହାବଳ ମିଶ୍ରା ଦଳ ଛାଡି ଆମ୍ ଆଦ୍ମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ପାହାଡଗଞ୍ଜରେ ଏକ ନିର୍ବାଚନୀ ରାଲିରେ ଏଏପି ସୁପ୍ରିମୋ ତଥା ଦିଲ୍ଲୀ…
ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍
ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର ପ୍ରାଥମିକ…
ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ନିଆଁ ଲଗାଇ ଦେଇଥାଏ । କିଛିଦିନ…
ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ଖବରକୁ ନେଇ ଏମିତି କହିଲେ ହ୍ରିତିକ
ଅଭିନେତା ହ୍ରିତିକ ରୋଶନ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଉଭୟ ଖୋଲାଖୋଲି ପ୍ରେମ ପ୍ରକାଶ କରୁଛନ୍ତି। ନିକଟରେ ଚର୍ଚ୍ଚା ହେଉଥିଲା, ହ୍ରିତିକ…
ହ୍ୱାଇଟ ହାଉସରେ ସମ୍ପନ୍ନ ହେଲା ବାଇଡେନଙ୍କ ନାତୁଣୀ ନାଓମିଙ୍କ ବିବାହ
ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କର ରବିବାର ହ୍ୱାଇଟ ହାଉସରେ ବିବାହ ସମ୍ପନ୍ନ ହୋଇଛି । ହ୍ୱାଇଟ ହାଉସରେ ଆୟୋଜିତ ଏକ ପ୍ରାଇଭେଟ ପାର୍ଟିରେ ସେ ପିଟର ନୀଲଙ୍କୁ ବିବାହ କରିଛନ୍ତି । ମିଡିଆ ରିପୋର୍ଟ…
Archives


