ଦାନ୍ତ ପାଇଁ ବନବିଭାଗ ନୟାନ୍ତ
ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ ହୋଇପଡିଲାଣି। ରାତିଅଧିଆ ଚଢାଉ କରି ନିରାଶ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ଆଖିରୁ ନିଦ…
ଶାମ୍ବଦଶମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼
କୋଣାର୍କ,୧ା୧(ଡି.ଏନ୍.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ବର୍ଗତ ସଭାପତି…
ତ୍ରିକୋଣୀୟ ପ୍ରେମରୁ ହତ୍ୟା
ବାରଙ୍ଗ,୧ା୧(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ବାରଙ୍ଗ ବଜାର ନିକଟରେ ଥିବା ଅର୍ଦ୍ଧର୍ନିମିତ କୋଠାଘରୁ ଜଣେ ଯୁବକଙ୍କ ମିଳିଥିବା ମୃତଦେହ ଘଟଣା ଉପରୁ ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ ହେଲେ କେନ୍ଦୁଝର ଜିଲାର ନଣ୍ଡା। ଏଥିସହ…
୮ ଶିଶୁ ମୃତ୍ୟୁ ମାମଲା : ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର, ୧।୧ବ୍ୟୁରୋ): କୋରାପୁଟ ଜିଲା ବୋରିଗୁମ୍ମାା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଚିକିତ୍ସା ଅଭାବରୁ ୮ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ(ଏନ୍ଏଚଆର୍ସି) ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣାରେ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବ…
ସମବାୟ ବିଭାଗର ୩ ଜଣଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୧ା୧(ବ୍ୟୁରୋ): ସମବାୟ ବିଭାଗରେ କାର୍ଯ୍ୟରତ ୩ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ସମବାୟ ଅଡିଟ୍ ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ସବ୍ଆସିଷ୍ଟାଣ୍ଟ ଏଜିସିଏସ୍ ମୁକ୍ତେଶ୍ୱର ସୋରେଙ୍ଗ୍, ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମବାୟ ସମିତି ନିରୀକ୍ଷକ…
ସରକାରୀ ମେଡିକାଲ କଲେଜରେ ହେବ ଟିଚିଂ ହସ୍ପିଟାଲ
ଭୁବନେଶ୍ୱର, ୧ା୧(ବ୍ୟୁରୋ): ଖୁବ୍ଶୀଘ୍ର ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲ ଆରମ୍ଭ ହେବ। ତେଣୁ ଏହି ୯ଟି ସରକାରୀ ହସ୍ପିଟାଲ କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ଜାନୁୟାରୀ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ…
ଏହି ୪ ରାଶିରେ ଜନ୍ମିତ ଯୁବତୀ ପାର୍ଟନରଙ୍କ ପାଇଁ ବହୁତ ଭାଗ୍ୟବତୀ; ସ୍ବାମୀଙ୍କ ଭାଗ୍ୟ ଚମକେ…
ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…
ଗୁଳି କରି ଦମ୍ପତିଙ୍କୁ ହତ୍ୟା ଘଟଣା: ମାସକ ପରେ ସହଯୋଗୀ ଅଭିଯୁକ୍ତ ଗିରଫ, ଏବେ ବି ୫ ଫେରାର
ବଡ଼ବିଲ,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା ଘଟଣାର ମାସେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ। ହତ୍ୟା ଘଟଣାରେ ସଂପୃକ୍ତ ସହଯୋଗୀ ଅଭିଯୁକ୍ତ ଜଣକ ହେଲେ ରୁଗୁଡ଼ି…
ସଡ଼କ ଦୁର୍ଘଟଣା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏସବୁ କ୍ରିକେଟର; ପାଲଟିଥିଲେ ଉଦାହରଣ…
ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଶୁକ୍ରବାର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସ୍ଥିତିରେ ସେ ସୁସ୍ଥ ହୋଇ ଖେଳିବାକୁ…
ତୁନିଶା ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଶିଜାନଙ୍କ ଭଉଣୀ
ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ତଥା ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ଶିଜାନଙ୍କ ଭଉଣୀ ପଲକ ନାଜ୍। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଏହା ଆମ ହୃଦୟକୁ ଭାଙ୍ଗି ଦେଇଛି, ଆମର ନୀରବତା ଆମ…
ବୋଲ୍ଡ ଲୁକ୍ରେ ନୋରା
ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ…
ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍ଡବ୍ଲ୍ୟୁ ଦେଲେ ଅଭିନେତା
ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍। ସେଇଟି ହେଲା ଏକ ନୂଆ ବିଏମ୍ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ଉଭୟଙ୍କ ଏକ ଫଟୋ ଶେୟାର କରି…
Archives


