ଧାନ ଫସଲ ନଷ୍ଟକଲେ ହାତୀପଲ
ପାଟଣା,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲ ଶନିବାର ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି।…
ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା
ବରୁଇପୁର,୨୧।୧୧ : ଦିଲ୍ଲୀର ଶ୍ରଦ୍ଧା ଓ୍ବାଲ୍କର ବୀଭତ୍ସ ହତ୍ୟାକାଣ୍ଡ ଅନୁରୂପ ଅପରାଧ ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍-ଇନ ପାର୍ଟନର ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର…
ଆଜି କୋର୍ଟରେ ହାଜର ହେବେ ଖଗେଶ୍ୱର
ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ବିଜ୍ନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୧୧ ତାରିଖରୁ ଖଗେଶ୍ୱରଙ୍କୁ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ…
ବାସୁଙ୍କ ରକ୍ ସଙ୍ଗୀତକୁ ଅପେକ୍ଷା
କ୍ଲାଇମେଟ୍ ଚେଞ୍ଜ: ଦି ପାୱାର ଅଫ୍ ୟୁଥ୍ : ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍-୨୦୨୨’। ନଭେମ୍ବର…
ଛତିଶଗଡ଼ରେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ, ଭାଜପାରେ ଯୋଗଦେଲେ ଶହ ଶହ କଂଗ୍ରେସ କର୍ମୀ
ରାୟପୁର,୨୧ ।୧୧: ଛତିଶଗଡ଼ରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ରହିଛି । ହେଲେ ଏବେଠାରୁ ନେତା ଓ କର୍ମୀମାନେ ଦଳ ବଦଳ ପ୍ରକ୍ରୟା ଆରମ୍ଭ କରି ସାରିଲେଣି । ଏହାରି ଭିତରେ ଭାରତୀୟ ଜନତା…
ଓଡ଼ିଆ ଭାଷା ବୁଝୁନାହାନ୍ତି ପିଲା
ମାଲକାନଗିରି/ମାଥିଲି, ୨୧।୧୧(ଡି.ଏନ୍.ଏ.)(ଦୁର୍ଯ୍ୟୋଧନ ପାତ୍ର/ସୁବାସ ଚନ୍ଦ୍ର ଖୁଡୁପିଆ) : ଓଡ଼ିଆ ଭାଷାରେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ। ହେଲେ କୋୟା ଆଦିବାସୀ ପିଲା ତାହାକୁ ବୁଝିପାରୁନାହାନ୍ତି। ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି ଶିକ୍ଷକଙ୍କ କ୍ଷେତ୍ରରେ। ପିଲାମାନେ କୋୟା ଭାଷାରେ କଥା ହେଉଥିବାବେଳେ ସେସବୁ ଶିକ୍ଷକଙ୍କ…
୪ ଦଶକ ୧୫ରୁ ଅଧିକ ଫିଲ୍ମ… ଏବେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ହେଲେ ସୁପରଷ୍ଟାର ଚିରଞ୍ଜିବ
ମୁମ୍ବାଇ: ସୁପରଷ୍ଟାର ଚିରଞ୍ଜିବଙ୍କୁ ୫୩ ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ରବିବାର ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ଆୱାର୍ଡ ୨୦୨୨ରେ ସମ୍ମାନୀତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟରରେ ସୁପରଷ୍ଟାର ଚିରଞ୍ଜିବଙ୍କ…
ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଦୁର୍ଘଟଣା, ୪୮ ଗାଡ଼ି କ୍ଷତିଗ୍ରସ୍ତ, ୫୦ରୁ ଅଧିକ ଆହତ
ପୁଣେ,୨୧ ।୧୧: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ପୋଲ ନିକଟରେ ଟ୍ରକ୍ରେ ପିଟି ହେବା ଫଳରେ ୪୮ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର…
ବିହାର ବୈଶାଳୀରେ ବସ୍ତି ଭିତରେ ପଶିଲା ଟ୍ରକ୍ ମହିଳା ଶିଶୁ ସମେତ ୧୨ ମୃତ, ଶୋକ ପ୍ରକାଶ କଲେ ମୋଦି
ପାଟନ,୨୧ ।୧୧: ବିହାର ବୈଶାଳୀ ଜିଲାର ମହନାରରେ ରବିବାର ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ରାସ୍ତା କଡରେ ଥିବା ଏକ ବସ୍ତିରେ ପଶିିଯିବା ଫଳରେ ଏଥିରେ ୭ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ…
ସେଲ୍ ଚାବି ହାତେଇ ୯ କଏଦୀ ଫେରାର
କୋହିମା,୨୦।୧୧: ନାଗାଲାଣ୍ଡର ମୋନ୍ ଜିଲା କାରାଗାରରୁ ୯ଜଣ ଅନ୍ତେବାସୀ ଫେରାର ଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛି। ଫେରାର କଏଦୀଙ୍କ ମଧ୍ୟରେ କେତେଜଣ ବିଚାରାଧୀନ କଏଦୀ ଥିବାବେଳେ କେତେକ ହତ୍ୟା ମାମଲାରରେ ସମ୍ପୃକ୍ତ ଥିବା ସୂଚନା…
ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ: ଫେରାର୍ ଟ୍ରକ୍ର ନମ୍ବର ପ୍ଲେଟ୍ ଜବତ
ଝାରସୁଗୁଡା ଅଫିସ୍,୨୦।୧୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୋଖରାସାଲେ ମହିକାନୀ ଛକ ନିକଟରେ ରବିବାର ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍କୁ ଧକ୍କାଦେଇ ଟ୍ରକ୍ ଫେରାର୍ ହୋଇଯାଇଛି। ହେଲେ ଦୁର୍ଘଟଣା…
ଆଜିଠୁ ଖରିଫ ଧାନ କିଣା
ବରଗଡ଼ ଅଫିସ୍,୨୦।୧୧: ବରଗଡ଼ ଜିଲାରେ ସୋମବାରଠାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ୨୨୦ ମଣ୍ଡିରେ ଧାନ କିଣାବିକା ଚାଲିବ। ଏଥର ଜିଲାରେ ଧାନକ୍ରୟ ଲକ୍ଷ୍ୟ ୫୫ଲକ୍ଷ ୨୬ହଜାର ୯୧୧ କୁଇଣ୍ଟାଲ ରହିଛି। ପ୍ରାଥମିକ କୃଷି ସମବାୟ ସମିତି…
Archives


