ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ
ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି…
ଚକା ତଳେ ଚାପିହୋଇ ଚାଲିଗଲା ଜୀବନ
ବ୍ରହ୍ମପୁର ଅଫିସ,୧ା୧: ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ବାଇପାସ୍ ଇସ୍କନ ମନ୍ଦିର ସମ୍ମୁଖରେ ରବିବାର ନୂତନ ବର୍ଷରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଚକା ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଟ୍ରାଫିକ…
ବଏଲର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୪ ଆହତ
ନାସିକ୍,୧।୧: ମହାରାଷ୍ଟ୍ରର ନାସିକ୍ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ପ୍ରେମିକାଙ୍କ ସହ ରୋମାଣ୍ଟିକ ଅନ୍ଦାଜ୍ରେ ନୂଆବର୍ଷ ପାଳିଲେ ରାହୁଲ
ନୂଆ ବର୍ଷ ସେଲିବ୍ରେଶନରେ ସମଗ୍ର ବିଶ୍ୱ ବୁଡି ରହିଛି। ବିରାଟ କୋହଲି, ଏମଏସ ଧୋନୀଙ୍କ ସମେତ ଅନେକ କ୍ରିକେଟର ନିଜ ପରିବାର ସହିତ ନୂଆ ବର୍ଷ କରିଛନ୍ତି। ଭାରତୀୟ କ୍ରିକେଟର କେ.ଏଲ ରାହୁଲ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ
ଜୟପୁର,୧।୧: ରାଜସ୍ଥାନର ହନୁମାଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର ଏବଂ ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନଙ୍କ ସୂଚନା ଉପରେ ପାଲୁ…
ବିସିସିଆଇ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ମୁମ୍ବାଇ,୧।୧: ମୁମ୍ବାଇରେ ବିସିସିଆଇର ସମୀକ୍ଷା ବୈଠକ ଶେଷ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ, ଦିନିକିଆ ବିଶ୍ୱକପ ପୂର୍ବରୁ, କାର୍ଯ୍ୟ ଭାର ପରିଚାଳନା ଏବଂ ଖେଳାଳିଙ୍କ ଆଘାତ ଉପରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହା…
ନୂଆ ବର୍ଷ ପାଳନ କରି ଫେରୁଥିବା ବେଳେ ନିଶାରେ ଥିବା ଯୁବକ, ୮ କିଲୋମିଟର ପର୍ଯ୍ୟନ୍ତ ଟାଣିନେଲେ ଯୁବତୀଙ୍କୁ
ନୂଆଦିଲ୍ଲୀ,୧ ।୧: ରାଜଧାନୀ ଦିଲ୍ଲୀର କଂଝାୱାଲାରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି । ୩୧ ଡିସେମ୍ବର ଓ ୧ ଜାନୁୟାରୀ ରାତିରେ ଏକ ଦୁର୍ଘଟଣାରେ ଜଣେ ଯୁବତୀ ଗାଡି ତଳେ ପ୍ରାୟ ୭-୮ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ…
ଚଳିତ ବର୍ଷ ବିଏସଏଫର ଓଟ ଚଢୁଥିବା ମହିଳା ଦଳ ପ୍ରଥମ ଥର ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବେ
ନୂଆଦିଲ୍ଲୀ,୧ ।୧: ସୀମା ସୁରକ୍ଷା ବଳ, ବିଏସଏଫର ପ୍ରସିଦ୍ଧ ଓଟ ଆରୋହୀ ଦଳ ୧୯୭୬ ମସିହାରୁ ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରି ଆସୁଛନ୍ତି । ତେବେ ଚଳିତ ବର୍ଷ ବିଏସଏଫର ପ୍ରଥମ ମହିଳା ଦଳ ପୁରୁଷ ସହକର୍ମୀଙ୍କ ସହ…
ଚଢାଉ ପରେ ଧାନ ବେପାରୀ ଛାନିଆ
ଲୋଇସିଂହା,୧।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡାର ଏକ ଗୋଦାମରେ ଜିଲା ଯୋଗାଣ ବିଭାଗ ଚଢାଉ କରି ବେଆଇନ ଗଚ୍ଛିତ ୪୩୯ ବସ୍ତା ଧାନକୁ ଜବତ କରିଛି । ଏହାପରେ ବ୍ଲକ ଅଞ୍ଚଳରେ ବେଆଇନ ଧାନ ବେପାର କରି ମୁନାଫା ଉଠାଇଥିବା…
ଦ୍ରୁତ ଗାଡି ଚାଳନା ଯୋଗୁ ହୋଇନାହିଁ ପନ୍ତଙ୍କ ଦୁର୍ଘଟଣା: ଧାମି
ଡେରାଡୁନ,୧ ।୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ସଡ଼କ ଦୁର୍ଘଟଣା ହେବା ପରଠାରୁ ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଛି । ହେଲେ ଏବେ ଏହାର ଅସଲ କାରଣ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।…
ନୂଆବର୍ଷରେ ମହଙ୍ଗା ଡ୍ରେସ ପିନ୍ଧି ଚର୍ଚ୍ଚାରେ ଆଲିଆ
ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ନିକଟରେ ମା’ ହୋଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ସେ ପୁଣିଥରେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି । ଏଥର ସେ ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିଥିବା ବେଳେ ରବିବାର…
ନୂଆବର୍ଷରେ ହ୍ରାସ ପାଇଲା ପର୍ଯ୍ୟଟକଙ୍କ ସଂଖ୍ୟା
ମାଲକାନଗିରି,୧ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦରମହକୁମା ଠାରୁ ୫ କିଲୋମିଟର ଦୂର ସତୀଗୁଡ଼ା ଜଳଭଣ୍ଡାରକୁ ଲାଗି ରହିଥିବା ସତୀଗୁଡ଼ା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଏବଂ ଚିତ୍ରକୋଣ୍ଡାଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପୂର୍ବବର୍ଷ ଭଳି ନୂଆବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳିଛି। ପ୍ରତିବର୍ଷ ନୂଆବର୍ଷରେ…
Archives


