ପେଲେଙ୍କ ପରଲୋକରେ ଫୁଟ୍ବଲ ଜଗତ ସ୍ତବ୍ଧ
ବ୍ରାସିଲା,୩୦।୧୨: କିମ୍ବଦନ୍ତୀ ବ୍ରାଜିଲର ଫୁଟବଲର୍ ପେଲେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ଝିଅ କେଲି ନାସିମେଣ୍ଟୋ ଇନଷ୍ଟାଗ୍ରାମରେ ନିଶ୍ଚିତ କରିଛନ୍ତି। ପେଲେ କ୍ୟାନ୍ସର ସହିତ ଲଢୁଥିଲେ। ନିକଟରେ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର…
୨ ପୋଷା କୁକୁର ଅପହରଣ, ଧାରଣାରେ ମାଲିକ
ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):ଜମିଜମା ବିବାଦକୁ ନେଇ ୨ ପୋଷା କୁକୁରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏପରି ଅଭିଯୋଗ ନେଇ ବିଭିନ୍ନ ଥାନାର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ଏହାର ମାଲିକ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ଉକ୍ତ ବ୍ୟକ୍ତିଜଣକ…
ରାୟଗଡ଼ା ଗଲା କ୍ରାଇମ୍ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍
କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ଏହି ୪ ଜଣିଆ ତଦନ୍ତକାରୀ ଟିମ୍ରେ ଜଣେ ଇନ୍ସପେକ୍ଟର,…
ଜାତୀୟ ନେତା ମୁହଁ ଖୋଲିଲେଣି,ଏଠି ଚୁପ୍
ଭୁବନେଶ୍ବର(ବ୍ୟୁରୋ)/ରାୟଗଡ଼ା(ସ୍ବ.ପ୍ର.),୩୦ା୧୨:ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍ ବିଦାନୋଭ(୬୧)ଙ୍କ ରାୟଗଡ଼ାଠାରେ ଘଟିଥିବା ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ନେତାମାନେ ଏବେ ପ୍ରଶ୍ନ ଉଠାଇଲେଣି। ଏପରିସ୍ଥିତିରେ ଏପର୍ଯ୍ୟନ୍ତ ରାଜ୍ୟ ବିରୋଧୀ ଦଳର ନେତାମାନଙ୍କ ନୀରବତା…
ପେଲେଙ୍କ ମହାପ୍ରସ୍ଥାନ
ସାଓପାଓଲୋ,୩୦ା୧୨(ପି.ଟି.):ବ୍ରାଜିଲ ଫୁଟବଲର ରାଜା ପେଲେଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ବିଶ୍ୱର ସେ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ପରିଗଣିତ ହେଉଥିଲେ। ୩ ଥର ଫୁଟ୍ବଲ ବିଶ୍ୱକପ୍ ଜିତିବା ରେକର୍ଡ ତାଙ୍କ ନାମରେ…
ବର୍ଷକରେ ୧,୩୬,୫୯୯ ମାମଲା ଫଇସଲା
ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ୨୦୨୨ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ମଧ୍ୟରେ ମୋଟ ୧,୦୨,୨୪୭ ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ ମାମଲା ଫଇସଲା କରାଯାଇଛି। ଫଳରେ କେସ୍ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି। ବର୍ତ୍ତମାନ ବିଚାର ନ ହୋଇ ପଡ଼ିରହିଥିବା ମାମଲା…
କ୍ରୀଡ଼ା ମନ୍ତ୍ରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା କୋଚ
ଚଣ୍ଡିଗଡ,୩୦।୧୨: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂ ବିବାଦକୁ ଆସିଛନ୍ତି। ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ମହିଳା କୋଚ। କ୍ରୀଡ଼ା ମନ୍ତ୍ରୀ ତାଙ୍କୁ ତାଙ୍କ ବାସଭବନକୁ ଡାକି ଅସଦାଚରଣ କରିଥିବା ସେ ଅଭିଯୋଗ…
ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି କରୁଛି ଡ୍ରାଗନ, ଆମେରିକା ବିମାନର ନିକଟତର ହେଲା ଚାଇନା ଯୁଦ୍ଧ ବିମାନ
ୱାଶିଂଟନ,୩୦ ।୧୨: ଦକ୍ଷିଣ ଚାଇନା ମହାସାଗରରେ ନିଜ ବଳ କଷିବା ଛାଡୁନାହିଁ ଚାଇନା । ଏବେ ଚାଇନାକୁ ନେଇ ବଡ ଦାବି କରିଥିବା ଆମେରିକା କହିଛି, ଦକ୍ଷିଣ ଚାଇନା ସାଗରରେ ଆମେରିକା ବାୟୁସେନା ନିକଟତର ହୋଇଛି ଚାଇନର ଏକ ଯୁଦ୍ଧ ବିମାନ…
ଡ୍ୟାମ୍ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି
ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି କରି ଏହାର ପ୍ରତିବାଦ କରିଛନ୍ତି। ଛତିଶଗଡ଼ ମାଲକାନଗିରି ଜିଲା ସୀମାନ୍ତ ସାବେରୀ ନଦୀର ଭୀମସେନ…
ଗଣତନ୍ତ୍ରଦିବସ ପରେଡ୍ରେ ସାମିଲ ହେବେ ଚୌଧୁରୀ
କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ…
୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍ ହେଉଛି। ଷ୍ଟାଡିୟମର ଉଦ୍ଘାଟନୀ ଉତ୍ସବ…
୪୫୦ ଲିଟର ନକଲି ମଦ ଜବତ, ୪ ଗିରଫ
ରାଉରକେଲା ଅଫିସ,୨୯।୧୨: ନକଲି ମଦ ଚାଲାଣ ବେଳେ ରାଉରକେଲା ଅବକାରୀ ପୋଲିସ ୪ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ଅଞ୍ଚଳର ସଞ୍ଜୀପ ସାଓ, ଚତୁର ମଦକ, ଏମ୍ଡି ଆଦିଲ ଏବଂ ଏମ୍ଡି ତୋହିଡ। ସେମାନଙ୍କ ନିକଟରୁ ୪୫୦…
Archives


