Home Left

ସଡ଼କ ଦୁର୍ଘଟଣା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏସବୁ କ୍ରିକେଟର; ପାଲଟିଥିଲେ ଉଦାହରଣ…

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସ୍ଥିତିରେ ସେ ସୁସ୍ଥ ହୋଇ ଖେଳିବାକୁ…

ତୁନିଶା ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଶିଜାନଙ୍କ ଭଉଣୀ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ତଥା ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ଶିଜାନଙ୍କ ଭଉଣୀ ପଲକ ନାଜ୍‌। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଏହା ଆମ ହୃଦୟକୁ ଭାଙ୍ଗି ଦେଇଛି, ଆମର ନୀରବତା ଆମ…

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ…

ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ଉଭୟଙ୍କ ଏକ ଫଟୋ ଶେୟାର କରି…

କାଙ୍ଗାଳ ହେଲାଣି ପାକିସ୍ତାନ: ସିଲିଣ୍ଡର କିଣିବା କଷ୍ଟକର, ପ୍ଲାଷ୍ଟିକ ବ୍ୟାଗ୍‌ରେ ବିକ୍ରି ହେଉଛି ରନ୍ଧନ ଗ୍ୟାସ୍‌

ଇସଲାମାବାଦ,୩୧।୧୨: ପାକିସ୍ତାନରେ ପ୍ଲାଷ୍ଟିକ ବ୍ୟାଗ୍‌ରେ ଏଲ୍‌ପିଜି ଗ୍ୟାସ୍‌ ବିକ୍ରି ଏବେ ସାଧାରଣ ହୋଇଛି। ସର୍ବାଧିକ ଗ୍ୟାସ ଉତ୍ପାଦନ କରୁଥିବା ପ୍ରଦେଶ ଖୈବର ପାଖତୁନ୍‌ଖ୍ବାରେ ଗରିବ ଲୋକମାନେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଭର୍ତ୍ତି କରି ରୋଷେଇ କରୁଛନ୍ତି। କାରଣ ଏଠାରେ ଗ୍ୟାସ ସିଲିଣ୍ଡର…

ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ,୩୧ା୧୨(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ଗଞ୍ଜାମ କଲେଜ କର୍ମଚାରୀ ତଥା ପୂର୍ବତନ ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ସେ କୌଣସି କାମରେ ନିଜ ବାଇକ୍‌ରେ ମାର୍କେଟ ଯାଉଥିବା ବେଳେ ହଠାତ୍‌ ଏକ ମଇଁଷି ବାଇକ୍‌ ଆଗକୁ…

ଭାରତ ସହିତ ଏହି ଦେଶ ପାଳିବେ ନୂଆବର୍ଷ

ଶନିବାର ରାତି ୧୨ଟାରେ ଭାରତ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ଏଥିସହିତ ଭାରତୀୟ ସମୟ ରାତି ୧୧ଟାରେ ମ୍ୟାନମାର,, ୧୧.୩୦ ପୂର୍ବାହ୍ନରେ ବାଂଲାଦେଶରେ ପାଳନ ହୋଇଥିବାବେଳେ ନେପାଳରେ ରାତି ୧୧:୪୫ରେ, ଶ୍ରୀଲଙ୍କା ନୂତନ ବର୍ଷକୁ ଠିକ୍‌ ୧୨ଟାରେ ପାଳନ କରାଯାଇଥାଏ। ଯଦିଓ…

ଗଠନ ହେଲା ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ନୂଆବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌ ଗଠିତ ହୋଇଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଏମ୍‌ପି ମାନସ ମଙ୍ଗରାଜ ମନୋନୀତ ହୋଇଛନ୍ତି। ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର…

ଭାଇରାଲ ହେଉଛି ଧାଓ୍ବନଙ୍କ ଭିଡିଓ: ପନ୍ତଙ୍କୁ କହିଥିଲେ ‘ଗାଡ଼ି ଧିରେ ଚଳାଅ’

ନୂଆଦିଲ୍ଲୀ,୩୧।୧୨: ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ରୁର୍‌କି ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଏଥିରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ପ୍ରଶଂସକଙ୍କ ସହ ସାଥୀ କ୍ରିକେଟର ତାଙ୍କର…

୧୯୮୬ରେ ଏତିକି ଟଙ୍କାରେ ମିଳୁଥିଲା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌

ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍‌ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍‌ରେ ବୁଲେଟ୍‌ର ଦାମ୍‌ ବର୍ତ୍ତମାନ ବୁଲେଟ୍‌ ଦାମ୍‌ଠାରୁ ବହୁତ କମ୍‌ ରହିଛି। ଏହି ବିଲ୍‌ରେ ୧୯୮୬ ମସିହାରେ…

ସମ୍ମାନିତ ହେଲେ ପନ୍ତଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିବା ଡ୍ରାଇଭର-କଣ୍ଡକ୍ଟର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟ ଟିମ୍‌ର ତାରକା କ୍ରିକେଟର ଋଷଭ ପନ୍ତ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ରୁର୍‌କି ନିକଟରେ ତାଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ସେଠାରେ ବସ୍‌ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର…

ପାକିସ୍ତାନରୁ ଆସିଲା ପନ୍ତଙ୍କ ଆରୋଗ୍ୟ କାମନା ବାର୍ତ୍ତା, ଜାଣନ୍ତୁ କିଏ କହିଲା କ’ଣ…

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଦେଶବିଦେଶର କ୍ରିକେଟରଙ୍କ ସହ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ବିଶେଷକରି ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ଟିମ୍‌ର ଅନେକ ଖେଳାଳି ତାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ବାର୍ତ୍ତା ଲେଖିବା ସହ ପ୍ରାର୍ଥନା କରୁଥିବା ଜଣାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri