ଦୀର୍ଘ ଦିନରୁ ବନ୍ଦ ରହିଛି ଏଟିଏମ୍ : ଲୋକେ ହନ୍ତସନ୍ତ
କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ଦୁର୍ବୁତ୍ତ…
ଟି୨୦ ବିଶ୍ୱକପ୍ରେ ପ୍ରଦର୍ଶନକୁ ନେଇ ଓ୍ବେଷ୍ଟଇଣ୍ଡିଜ୍ ଟିମ୍ରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ପୁରାନ୍
ନୂଆଦିଲ୍ଲୀ,୨୨।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ସୁପର-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଲାଗି ଓ୍ବେଷ୍ଟଇଣ୍ଡଜ୍ର ଏଭଳି ବିଫଳତାକୁ ନେଇ ବିଭିନ୍ନ…
କାର୍ ଅଟକାଇ ନେଇଥିଲେ ୧.୨ କୋଟି : ପଡ଼ିଲେ ଧରା
ଗ୍ବାଲିଅର,୨୨।୧୧: ମଧ୍ୟପ୍ରଦେଶ ଗ୍ବାଲିଅରରେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୧.୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ…
ବୁଧବାରଠୁ ଦଶମ ସମେଟିଭ୍-୧ ପରୀକ୍ଷା
କଟକ ଅଫିସ,୨୨।୧୧: ଦଶମ ସମେଟିଭ୍-୧ ପରୀକ୍ଷା ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସମେଟିଭ୍ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ…
ଶ୍ୱଶୁର ଘର ବୁଲି ଯାଇଥିଲେ ଜ୍ୱାଇଁ: ସ୍ତ୍ରୀଙ୍କୁ କଇଁଚି ଭୁସି ମାରିଲେ
ବାରିପଦା ଅଫିସ,୨୨।୧୧: ସ୍ବାମୀଙ୍କ କଇଁଚି ଆକ୍ରମଣରେ ପ୍ରାଣ ହାରିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ହିଞ୍ଜଳଗଡିଆ ଗ୍ରାମରେ। ଘରୋଇ କଳହକୁ ନେଇ ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍…
ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଜି. ଉଦୟଗିରି,୨୨।୧୧(ଡି.ଏନ୍.ଏ.): ଜି. ଉଦୟଗିରି ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ…
ଦେଶରେ ୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୫ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ…
ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି
ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ମରାମତି…
ଦୁର୍ବଳ ହେଲା ଅବପାତ
ଭୁବନେଶ୍ୱର,୨୨।୧୧: ଅବପାତ ମଙ୍ଗଳବାର ଦୁର୍ବଳ ହୋଇ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ସଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର…
ଟସ୍ ଜିତିଲା ନ୍ୟୁଜିଲାଣ୍ଡ
ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଆଜି ନାପିଅରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ନିୟମିତ ଅଧିନାୟକ କେନ ୱିଲିୟମସନ ଏହି…
ଶ୍ରଦ୍ଧା ହତ୍ୟା ଘଟଣା: ଦୋଷ ମାନିଲେ ଅଫତାବ୍
ନୂଆଦିଲ୍ଲୀ,୨୨।୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍ଙ୍କୁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଫତାବ୍ କୋର୍ଟ ସମ୍ମୁଖରେ ନିଜର ଅପରାଧ ସ୍ବୀକାର କରିବା ସହ କହିଥିଲେ, ଯାହା କରିଛି ତାହା ଭୁଲ। ରାଗରେ ଶ୍ରଦ୍ଧାଙ୍କୁ…
ଦୁଇ ବର୍ଷ ହେଲା ସୋଲାର ପମ୍ପ ଅଚଳ: ପାଣି ପାଇଁ ହଇରାଣରେ ଗ୍ରାମବାସୀ
କର୍ଲାମୁଣ୍ଡା,୨୨।୧୧(ଡି.ଏନ୍.ଏ.): ପିଇବା ପାଣିର ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ସମସ୍ତ ବାଟବଣା ହେଉଛି। କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା…
Archives


