Home Left

ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର,୩।୧(ବ୍ୟୁରୋ): ବଢିବ ଶୀତ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର…

ପୃଥ୍ବୀଙ୍କଠାରୁ ଋତୁରାଜଙ୍କ ଯାଏ… ଅଧାରେ ରହିପାରେ ଏହି ଖେଳାଳିଙ୍କ ଦିନିକିଆ ବିଶ୍ୱକପ୍‌ ଖେଳିବା ସ୍ବପ୍ନ

ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ର ପ୍ରସ୍ତୁତିରେ ବ୍ୟସ୍ତ ଅଛି ବିସିସିଆଇ। ଏହି ଟୁର୍ନାମେଣ୍ଟ ଲାଗି ବୋର୍ଡ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରିଛି। ବିଧିବଦ୍ଧ ଭାବେ ବୋର୍ଡ ସେମାନଙ୍କ ନାମ ଜାରି କରି ନ ଥିଲେ ହେଁ…

ପରିବର୍ତ୍ତନ ହେବ ଶାହାରୁଖଙ୍କ ଫିଲ୍ମର ଟାଇଟଲ!

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଲାଗାତାର ଭାବେ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଫାରୁକ ଅବଦୁଲ୍ଲା

ଲକ୍ଷ୍ନୌ,୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡୋ ମଙ୍ଗଳବାର ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶରେ ପହଞ୍ଚିଥିଲା। ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସହ ଦଳର ବହୁ…

ଆଉ ବର୍ଷେ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ।…

କରୋନା ଭାକ୍ସିନ୍‌ର ଦ୍ୱିତୀୟ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୩।୧: ଚାଇନାରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକ ଜୀବନ ହାରୁଛନ୍ତି। ଭାରତରେ ମଧ୍ୟ କଂରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ କେତେକ…

‘ରାହୁଲ ଚାହୁଁଛନ୍ତି ଚାଇନା ସାମ୍ନାରେ ଆତ୍ମ ସମର୍ପଣ କରୁ ଭାରତ’: ଭାଜପା ନେତା

ନୂଆଦିଲ୍ଲୀ,୩ ।୧: ଚାଇନା ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ଏହାର ଜବାବ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଭାଜପା ପ୍ରବକ୍ତା ସୁଘାଂଶୁ ତ୍ରିବେଦୀ ରାହୁଲଙ୍କୁ ସବୁବେଳେ ଭ୍ରମରେ…

ଦିଲ୍ଲୀ କାଂଞ୍ଝେୱାଲା ମାମଲା: ଯୁବତୀଙ୍କୁ କରାଯାଇନି ବଳାତ୍କାର! ପୋଲିସର ଏଫଏସଏଲ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ,୩ ।୧: ରାଜଧାନୀ ଦିଲ୍ଲୀର କାଂଞ୍ଝେୱାଲା ହତ୍ୟା ମାମଲାରେ ଯୁବତୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଥିରୁ ଜଣାପଡିଛି କି ଯୁବତିଙ୍କୁ ବଳାତ୍କାର କରାଯାଇନାହିଁ । ତାଙ୍କ ପ୍ରାଇଭେଟ ପାର୍ଟରେ କୌଣସି ଆଘାତ ମଧ୍ୟ…

ଏଜୁକେଶନ କମିଶନ ଗଠନ କରିବେ ଯୋଗୀ ଆଦିତ୍ୟନାଥ ସରକାର

ଲକ୍ଷ୍ନୌ,୩ ।୧: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ଥିର କରିଛନ୍ତି କି ରାଜ୍ୟରେ ଶିକ୍ଷା ଆୟୋଗ ବା ଏଜୁକେଶନ କମିଶନ କଠନ କରାଯିବ । ଏହାକୁ ନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ…

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ବଭାବିକ୍‌ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର,୩।୧(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମଙ୍ଗଳବାର ସ୍ବଭାବିକ୍‌ ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ସେବାୟତ ନୀତିକାନ୍ତି ଆରମ୍ଭ କରିଛନ୍ତି। ବିଭିନ୍ନ ଦାବି ନେଇ ସେବାୟତ ନୂଆବର୍ଷରେ ଲିଙ୍ଗରାଜ ପ୍ରଭଙ୍କୁ ଉପବାସ ରଖିଥିଲେ। ବୈଠକରେ ପୂଜାପଣ୍ଡା,…

ଆଇଆଇଟି କ୍ୟାମ୍ପସରେ ଅଜଗର

ଭୁବନେଶ୍ୱର,୩।୧(ବ୍ୟୁରୋ): ଜଟଣୀସ୍ଥିତ ଆଇଆଇଟି କ୍ୟାମ୍ପସରୁ ମଙ୍ଗଳବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଆଇଆଇଟି ସିକ୍ୟୁରିଟି ମ୍ୟାନେଜର ନିତ୍ୟାନନ୍ଦ ପ୍ରଧାନଙ୍କ କହିବା ମୁତାବକ ମଙ୍ଗଳବାର ସକାଳେ ସିକ୍ୟୁରିଟି ଟିମ୍‌ ଆଇଆଇଟି ପରିସରରେ ପାଟ୍ରୋଲିଂ କରୁଥିବା ବେଳେ ଉତ୍ତର ଦିଗ ପାଚେରୀକୁ ଲାଗିରହିଥିବା…

ଟ୍ୟୁଶନରୁ ଫେରୁ ଥିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଦିଗପହଣ୍ଡି ପନ୍ଦରା ସାହିର ରାମକୃଷ୍ଣ ପଣ୍ଡା ଓରଫ ଲୁଲୁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏନେଇ ଦିଗପହଣ୍ଡି ଥାନାରେ ଦଫା ୩୪୧,୨୯୪, ୩୨୩,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri