କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା
ଜଗତ୍ସିଂହପୁର ଅଫିସ, ୯ା୧: ଜଗତ୍ସିଂହପୁର ଜିଲା ମୁଖ୍ୟାଳୟରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଗୋପାଳସାଗର ଓ କଲେଜ ଛକ ଅଞ୍ଚଳରେ ଏକ ବୁଲା କୁକୁର ଇତସ୍ତତ ଭାବେ ଧାଉଁଥିଲା। କେତେବେଳେ କାନ୍ଥରେ ତ କେତେବେଳେ ପାଚେରିରେ ପିଟି…
କରୋନା ପ୍ରକୋପ ଭିତରେ ଚାଇନାରେ ବଢୁଛି ଭାରତୀୟ ଜେନେରିକ ମେଡିସିନର ଚାହିଦା
ବେଜିଂ,୯ ।୧: ଭାରତର ଜେନେରିକ ମେଡିସିନକୁ ନେଇ କେନ୍ଦ୍ର ସରକାର ବହୁତ ଅଭିଯାନ ଚଲାଇଛନ୍ତି । ଫଳରେ ଏବେ ଦେଶରେ ଜେନେରିକ ମେଡିସିନର ଚାହିଦା ବଢିଯାଉଛି । ହେଲେ ଏବେ ଭାରତୀୟ ଔଷଧର ଚାହିଦା ବିଦେଶରେ ବି ଦେଖାଦେଲାଣି । ଏବେ…
୨୦ରୁ ଅଧିକ ମୃତ ଅଲିଭ୍ ରିଡ୍ଲେ କଇଁଛଙ୍କୁ ପୋତାଗଲା
ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍ ରଡ୍ଲେ କଇଁଛଙ୍କୁ ରବିବାର ପୋତାଯାଇଛି। ହିନ୍ଦୁଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଭାବେ ପୂରାଣ ବର୍ଣ୍ଣିତ…
ଜାନୁୟାରୀରୁ କମିଲାଣି ମହାନଦୀ ଜଳ
କେନ୍ଦ୍ରାପଡ଼ା ଅଫିସ,୯ା୧: ଜାନୁୟାରୀ ଆରମ୍ଭରୁ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲାରେ ଏହି ସିଷ୍ଟମ୍ରେ ଥିବା ନଦୀଗୁଡିକ ଶୁଖିଯାଉଛି। ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା କେନାଲ…
‘ଭଞ୍ଜନଗରରେ କିଟ୍ର ୨୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ’
ଭଞ୍ଜନଗର,୯ା୧(ଡି.ଏନ୍.ଏ.): ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ରବିବାର ସ୍ଥାନୀୟ ଜଳସମ୍ପଦ ବିଭାଗ ଆମ୍ବତୋଟାରେ ପାଳନ କରାଯାଇଛି। ଏଥିରେ ଭଞ୍ଜନଗର ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ…
ବ୍ରାହ୍ମଣୀ ନଦୀଶଯ୍ୟାରୁ ବେଆଇନ ମାଟି ଉଠାଣ
ପଟ୍ଟାମୁଣ୍ଡାଇ,୯ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍ ବାଲି ଉଠାଇ ନେଇ କଷଣଅଣ୍ଟାଠାରେ ନିର୍ମାଣ ହେଉଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟରେ ଲଗା ଯାଉଛି। ସାଧାରଣ ଲୋକଙ୍କ…
ଜିଲାପାଳଙ୍କ ସତ୍ୟପାଠ ଉପରେ ଏନ୍ଜିଟି ଅସନ୍ତୁଷ୍ଟ
ଯାଜପୁର ଅଫିସ,୯ା୧: ଯାଜପୁର ଜିଲା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ(ଏନ୍ଏଚ୍) ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିପୁଳ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନ୍ଏଚ୍ଏଆଇ ଢେଙ୍କାନାଳ ଓ ଗମନ…
ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କମ୍ପୁଛି ଦେଶ, ଅଧିକାଂଶ ସହରରେ ଜିରୋ ଭିଜିବିଲିଟି
ନୂଆଦିଲ୍ଲୀ,୯ ।୧: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ସୋମବାର ସକାଳେ ଘନ କୁହୁଡି ସହ ପ୍ରବଳ ଶୀତ ଥରାଇ ଦେଉଛି ଲୋକଙ୍କୁ । ଭାରତୀୟ ମୌସୁମୀ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି ଆସନ୍ତା…
‘ଦମନ’, ‘ଶେଷରାତି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
ପୁରୀ ଅଫିସ,୯ା୧: ଓଡ଼ିଶାର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ରବିବାର ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଥିଲେ।…
ଚିଲିକାରେ ଜଳଦସ୍ୟୁଙ୍କ ଆକ୍ରମଣ, ଲୁଟ
ବାଲୁଗାଁ,୯।୧(ଡି.ଏନ୍.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍…
ଡିଏମ୍ଡି ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ
କଟକ ଅଫିସ,୯ା୧: ଡୁଚେନ ମସ୍କୁଲାର ଡିସ୍ଟ୍ରୋପି (ଡିଏମ୍ଡି) ରୋଗରେ ପୀଡ଼ିତ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେମାନଙ୍କ ଅଭିଭାବକ ନିବେଦନ କରିଛନ୍ତି। ଏହି ରୋଗ ଶିଶୁଙ୍କ ମାଂସପେଶୀ ଦୁର୍ବଳ ସହ ଶଯ୍ୟାଶାୟୀ କରିଦେଇଥିବା…
ଭୁବନେଶ୍ୱର ଓପନ୍ ଚେସ୍: ହର୍ଷିତ ଚାମ୍ପିୟନ
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ଓପନ୍ ଚେସ୍ ଟୁର୍ନାମେଣ୍ଟ ରବିବାର ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ୫.୫ ପଏଣ୍ଟ ପାଇ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ…
Archives


