Home Left

କପେ କଫିର ଜଳବାୟୁ ପରିବର୍ତ୍ତନରେ ମଧ୍ୟ ରହିଛି ଭୂମିକା !…

କ୍ୟୁବେକ ସିଟି,୯।୧ : ପ୍ରାୟ ୩୦ ବର୍ଷ ଧରି କଫିର ବ୍ୟବହାର ବିଶ୍ୱସ୍ତରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଦୈନିକ ମୁଣ୍ଡପିଛା ହାରାହାରି ୨.୭କପ କଫି ସହିତ କଫି ବର୍ତ୍ତମାନ କାନାଡାର ସବୁଠାରୁ ଲୋକପ୍ରିୟ ପାନୀୟ। ଏକ ଆକଳନ ଅନୁଯାୟୀ,…

ଷ୍ଟାଡିୟମରେ ରଣବୀର-ଆଲିଆ

ବି-ଟାଉନର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏବେ ଫୁଟବଲ ଫିବର୍‌ ଘାରିଛି। ଇଣ୍ଡିଆନ ସୁପର ଲିଗ ଅଫ ଇଣ୍ଡିଆର ଏକ ମ୍ୟାଚ୍‌ ମୁମ୍ବାଇ ଏଫ୍ସି ବନାମ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ରଣବୀର-ଆଲିଆ ମୁମ୍ବାଇ ଏଫସିର…

ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬, ୫୯ ଏବଂ ରାଜ୍ୟ ରାଜପଥ ଏବେ ସଡ଼କ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ ଥିବା…

ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସଦର ଥାନାର ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି…

ଦନ୍ତା ପାଇଁ ବନ ବିଭାଗ ନାକେଦମ୍‌

ଗୋପବନ୍ଧୁ ନଗର,୯।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜରୁ ବଡ଼ସାହି ବ୍ଲକ ଭୀମଦା ଅଞ୍ଚଳ ଦେଇ ଏକ ଗୋଠଛଡ଼ା ଦନ୍ତା ରବିବାର ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ସଂରକ୍ଷିତ ଜଙ୍ଗଲକୁ ପଶିଥିଲା। ଏହି ଦନ୍ତା ପାଇଁ ବନ ବିଭାଗକୁ ଦିନତମାମ ନାକେଦମ୍‌ ହେବାକୁ…

୭୦୦ ଛାତ୍ରୀଛାତ୍ରରେ ୬ ଶିକ୍ଷକ

ଯୋଡ଼ା,୯ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହରର ୧୧ନଂ. ୱାର୍ଡରେ ଥିବା କମାର ଯୋଡ଼ା ୟୁଜିଏମଇ ସ୍କୁଲ ସମସ୍ୟା ଘେରରେ ରହିଛି। ଦୀର୍ଘ ଦିନ ହେବ ଶିକ୍ଷକ ଅଭାବ ଲାଗି ରହିଥିବାରୁ ପାଠପଢ଼ାରେ ସମସ୍ୟା ଉପୁଜୁଛି। ଏଥିସହ ମଧ୍ୟାହ୍ନ ଭୋଜନ ନିମ୍ନମାନର ଓ…

ଇଣ୍ଡିଗୋ ବିମାନର ଏୟାର ହୋଷ୍ଟେସଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୯ ।୧: ଏୟାର ଇଣ୍ଡିଆର ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର ପରେ ଏବେ ଜଣେ ଏୟାରହୋଷ୍ଟେସଙ୍କୁ ଦୁର୍ବବ୍ୟହାର ମାମଲା ସାମ୍ନାକୁ ଆସିଛି । ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଏୟାରହୋଷ୍ଟେସଙ୍କ ସହ ଏହି ଦୁର୍ବବ୍ୟହାର ହୋଇଛି । ଫ୍ଲାଇଟରେ ଯାତ୍ରା…

କାର୍ଯ୍ୟକ୍ଷମ ହୋଇପାରୁନି ଚମ୍ପୁଆ ପାଠାଗାର

ଚମ୍ପୁଆ,୯ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାରେ ଥିବା ପାଠାଗାର କାର୍ଯ୍ୟକ୍ଷମ ହୋଇପାରୁନି। ୨ ମାସ ହେବ ଚମ୍ପୁଆ ଏନ୍‌ଏସିକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ସୁବିଧା କରାଯାଇନାହିଁ। ଫଳରେ ପାଠାଗାର ଅଞ୍ଚଳର ଛାତ୍ରୀଛାତ୍ରଙ୍କ କାମରେ…

ହାତ ମାରିଲେ ଉଠିଯାଉଛି ପିଚୁ

ମୋରଡ଼ା,୯ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ୍‌ ଅନ୍ତର୍ଗତ କମାରଡ଼ିହା ଗ୍ରାମ ପଞ୍ଚାୟତର ରାଣୀସରାଇ ଗ୍ରାମର କାନ୍ଥି ପିଡ୍‌ବ୍ଳ୍ୟୁଡି ରାସ୍ତାଠାରୁ ନାରାଙ୍ଗ ବାଜ ସଂଯୋଗ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରାସ୍ତା କାମ ନିମ୍ନମାନର ହୋଇଛି। କାମ କରିବାର ମାତ୍ର ୪ ଦିନ…

ଟଙ୍କା ଅଛି,କାମ ହେଉନି

ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ ବିଜେଡି ପ୍ରାର୍ଥତ୍ନୀ ସବିତା ସାହୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସହ ୨୧ଜଣ କାଉନ୍‌ସିଲର…

ଡ୍ରୋନ୍‌ ସହାୟତାରେ ବିଦ୍ୟୁତ୍‌ ମିଟର ରିଡିଂ

ସୋର,୯ା୧(ଡି.ଏନ୍‌.ଏ): ଟିପିଏନ୍‌ଓଡିଏଲ ପକ୍ଷରୁ ସୋର ବିଦ୍ୟୁତ୍‌ ସବ୍‌ଡିଭିଜନ ଅନ୍ତର୍ଗତ ମଙ୍ଗଳପୁର ଶ୍ରୀନିବାସ କଲେଜ ପଡ଼ିଆଠାରେ ପ୍ରଥମ କରି ବିଦ୍ୟୁତ୍‌ ମିଟର ରିଡ଼ିଂ ପାଇଁ ପରୀକ୍ଷାମୂଳକ ଭାବେ ଡ୍ରୋନ୍‌ ଉଡ଼ାନ କରାଯାଇଛି। ୧୦ କି.ମି. ପରିଧି ମଧ୍ୟରେ ମିଟର ରିଡିଙ୍ଗ କରିବା ସହିତ…

କୋଚିଲାଗଡ଼-ସିକିଡ଼ିକିଆ ରାସ୍ତା ବିପର୍ଯ୍ୟସ୍ତ

ଫୁଲବାଣୀ ଅଫିସ/ଟିକାବାଲି,୯ା୧: କନ୍ଧମାଳ ଜିଲାର ପ୍ରମୁଖ ସମସ୍ୟା ହେଉଛି ରାସ୍ତା। ଆଜି ପର୍ଯ୍ୟନ୍ତ ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଫଳରେ ଗ୍ରାମାଞ୍ଚଳର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କିନ୍ତୁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥର ମାତ୍ର ୧୦୦ ମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri