ରାସ୍ତାକାମକୁ ନେଇ ଆକ୍ରମଣ, ବୃଦ୍ଧ ମୃତ
ଭଣ୍ଡାରିପୋଖରୀ,୧୭।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ବରାହନୂଆପଡ଼ା ଗ୍ରାମରେ ସୋମବାର ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇଛି। ଆକ୍ରମଣରେ ଗୋଲକ ଚନ୍ଦ୍ର ମଲ୍ଲିକ ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସକାଳେ ଗ୍ରାମରେ ଏକ…
ଆକର୍ଷଣର କେନ୍ଦ୍ର ଓଲି ରାଇଜ
ରାଉରକେଲା ଅଫିସ,୧୭।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମଥର କରି ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହେଉଛି। ଏହି ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଷ୍ଟାଡିୟମର ଦକ୍ଷିଣ ଷ୍ଟାଣ୍ଡ୍ରେ ଏକ ଓଲିସ୍ ଲ୍ୟାଣ୍ଡ (ଓଲି ରାଇଜ) ନିର୍ମାଣ…
ଭିକ୍ଟରଙ୍କ ଡବଲ ଗୋଲରେ ଫ୍ରାନ୍ସ ବିଜୟୀ
ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଡବଲ ଗୋଲ ବଳରେ ଫ୍ରାନ୍ସ ଚଳିତ ହକି ବିଶ୍ୱକପ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁଲ୍ ଏ’ର ଏକ ମ୍ୟାଚ୍ରେ ଏହି ଦଳ ୨-୧ ଗୋଲରେ ଦକ୍ଷିଣ…
ପଏଣ୍ଟ ଭାଗକଲେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା
ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍ର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ-ଆର୍ଜେଣ୍ଟନା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ବିଶ୍ୱର ନମ୍ବର ୱାନ୍ ଦଳ ଆରମ୍ଭରୁ…
ହାର୍ଦ୍ଦିକ୍ ସିଂ ଆହତ
ଭୁବନେଶ୍ୱର,୧୭ା୧: ହକି ବିଶ୍ୱକପ୍ରେ ଭାରତକୁ ଲାଗିଛି ବଡ଼ ଝଟକା। ରବିବାର ଇଂଲଣ୍ଡ ବିପକ୍ଷ ଗୋଲଶୂନ୍ୟ ମ୍ୟାଚ୍ର ଚତୁର୍ଥ କ୍ୱାର୍ଟରରେ ଭାରତର ଆଟାକିଂ ମିଡ୍ଫିଲ୍ଡର ହାର୍ଦ୍ଦିକ୍ ସିଂଙ୍କ ମାଂସପେଶୀ ଟାଣି ହୋଇ ଯାଇଥିଲା। ଯାହାଫଳରେ ସେ ଓ୍ବେଲ୍ସ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି।…
କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର
ନୂଆଦିଲ୍ଲୀ,୧୭।୧: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କୋହଲି ୧୧୦ ବଲରୁ ଅପରାଜିତ ୧୬୬ ସ୍କୋର କରିଥିଲେ। ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ଏହା ୪୬ ତମ ଶତକ ଥିଲା।…
ହକି ବିଶ୍ୱକପର ନିଆରା ଦର୍ଶକ
ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଜଣକ ଘର ଫ୍ରାନ୍ସ, ଆଉ ଜଣକର ଜର୍ମାନୀ। ମାତ୍ର ସେମାନେ ଚଳିତ ହକି ବିଶ୍ୱକପରେ କ୍ରମାଗତଭାବେ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସୁଛନ୍ତି। ଏହା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ। ଭୁବନେଶ୍ୱର…
ବିଦେଶ ଚାକିରି ଛାଡ଼ି ଚା’ ବିକୁଛନ୍ତି ଶର୍ମିଷ୍ଠା
ନୂଆଦିଲ୍ଲୀ:ପରିଶ୍ରମ ଅନୁସାରେ ପାରିଶ୍ରମିକ ନ ମିଳିବାରୁ ଯୁବପିଢ଼ି ଅନ୍ୟ ପାଖରେ ଚାକିରି କରିବା ଅପେକ୍ଷା ନିଜର ଏକ ଛୋଟ କାଟିବା ବ୍ୟବସାୟ ଆରମ୍ଭ କରିବା ଉଚିତ୍ ବୋଲି ଭାବୁଛନ୍ତି। ସମାନ ଘଟଣା ଦିଲ୍ଲୀ ଝିଅ ଶର୍ମିଷ୍ଠା ଘୋଷଙ୍କ କ୍ଷେତ୍ରରେ ଘଟିଛି। ବ୍ରିଟେନ୍…
୪ ବର୍ଷ ପରେ ମିଳିଲା ହଜିଥିବା ଲଗେଜ୍
ଓ୍ବାଶିଂଟନ୍: ବିମାନ ବନ୍ଦରରେ ଲଗେଜ୍ ହଜିବା କୌଣସି ନୂଆ କଥା ନୁହେଁ। ଲଗେଜ୍ ହଜିବା ପରେ ଅନେକ ଯାତ୍ରୀ ଏ ନେଇ ଅଭିଯୋଗ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଲଗେଜ୍ ଖୋଜି ସେମାନଙ୍କୁ ଫେରାଇ ଦେଇଥାନ୍ତି। କିନ୍ତୁ ଏୟାରପୋର୍ଟରେ ହଜିଥିବା ଆମେରିକାର…
ଏଥର ତାଲିକା ଭୁଲ୍ ହେଲେ ନବୀନ ନିବାସ ଘେରାଉ: ଭାଜପା
ଭୁବନେଶ୍ବର,୧୭ା୧(ବ୍ୟୁରୋ):ରାଜ୍ୟରେ ଥିବା ବାସହୀନଙ୍କୁ ଘରଟିଏ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି। ଓଡ଼ିଶାର ଯୋଗ୍ୟ ହିତାଧିକାରୀ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ…
ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ମିଳିବ
ବେଙ୍ଗାଲୁରୁ,୧୭।୧:ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବ ବୋଲି ସୋମବାର ପ୍ରତିଶ୍ରୁତି ଦେଇଛି। ଦଳର ଏକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା…
ଉପକୂଳବାସୀଙ୍କ ପାଇଁ ସମସ୍ୟା
ଓ୍ବାଶିଂଟନ୍: ନାଳ, ନର୍ଦ୍ଦମା ଜରିଆରେ ବହୁ ପ୍ଲାଷ୍ଟିକ୍ ପଦାର୍ଥ ଯାଇ ସମୁଦ୍ରରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି। ବର୍ଷ ବିତିବା ସହ ସମୁଦ୍ରରେ ପ୍ଲାଷ୍ଟିକର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା କେବଳ ଯେ ସମୁଦ୍ରରେ ବାସ କରୁଥିବା…
Archives


