Home Left

ଟିଏମ୍‌ସି ମୁଖପାତ୍ର ଗିରଫ

ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି ନେତା ତଥା ରାଜ୍ୟ ସଭା ଏମ୍‌ପି ଡେରେକ ଓ’ବ୍ରାଇନ ଦେଇଛନ୍ତି। ସେ କହିଛନ୍ତି, ସାକେଟ…

ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି

କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍‌ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ।…

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ…

ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୬ା୧୨: କମ୍‌ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ ବିଦ୍ୟାଳୟ…

କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ଭଞ୍ଜନଗର, ୬ା୧୨(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ ସମୀକ୍ଷା କରିଛନ୍ତି। ଏହି ସମୟରେ ବିଡିଓ ଶଶିଭୂଷଣ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ…

ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ସର୍ବକନିଷ୍ଠ

କାଠମାଣ୍ଡୁ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସିଙ୍ଗାପୁରର ୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଓମ୍‌ ମଦନ ଗାର୍ଗ। ପର୍ବତାରୋହଣରେ ରୁଚି ରଖୁଥିବା ଓମ୍‌ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଚଢ଼ି ଏବେ ଚର୍ଚ୍ଚା ସାଉଁଟିଛନ୍ତି। ନେପାଳରେ…

‘ମନ ମୁତାବକ କାମ ମିଳୁନି’

ମୁମ୍ବାଇ: ମନ ମୁତାବକ କାମ ମିଳୁ ନ ଥିବା କହିଛନ୍ତି ହିନ୍ଦୀ ଜଗତର ନାମକରା ଅଭିନେତ୍ରୀ ସ୍ବରା ଭାସ୍କର। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ସେ ଜଣେ ଦକ୍ଷ ଓ ଅଭିଜ୍ଞ ସମ୍ପନ୍ନ କଳାକାର ହୋଇଥିଲେ…

ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର । ଉଚ୍ଚଶିକ୍ଷା ପରେ ଲଣ୍ଡନରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ହେଲେ ଏହି…

ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ରାଓ୍ବଲପିଣ୍ଡି, ୬ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୭୪ରନରେ ଜିତିନେଇଛି। ସୋମବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ପାକିସ୍ତାନ ହାତରେ ୮ ଉଇକେଟ ଥାଇ ବିଜୟ ପାଇଁ ୨୬୩ ରନ ଆବଶ୍ୟକ କରୁଥିଲା। ଦଳ କିନ୍ତୁ…

ପେନାଲ୍ଟି ଶୁଟ୍‌ଆଉଟରେ କ୍ରୋଏସିଆ କ୍ୱାର୍ଟରରେ

ଦୋହା,୬ା୧୨: ଅଣ୍ଡରଡଗ୍‌ ଜାପାନ ବିପକ୍ଷ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ଶୁଟ ଆଉଟରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ୨୦୧୮ ସଂସ୍କରଣ ରନର୍ସଅପ୍‌ କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୧-୧ରେ ରହିଥିଲା। ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ…

ସ୍କାଲୋନିଙ୍କ ଦୃଢ଼ ନିଷ୍ପତ୍ତି

ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଏକ ବଡ଼ ବିଜୟ ସହ କାତାର ଫୁଟ୍‌ବଲ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ଲୋଇସ୍‌ ଭାନ୍‌ ଗାଲ୍‌ (ନେଦରଲାଣ୍ଡ୍ସ କୋଚ୍‌)ଙ୍କ ଦଳ ସହିତ ମୁକାବିଲା କରିବେ। ଏହି ମ୍ୟାଚ ଲୁସେଲ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ…

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୧ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା। ବାଂଲାଦେଶ ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri