ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା
ଖମାର,୧୭।୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ କୁମାର ବେହେରା(୪୦) ଆହତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି। ସୋମବାର ସାରେ ବନାଞ୍ଚଳ ଅଧିକାରୀଙ୍କ…
ଐଶ୍ଚର୍ଯ୍ୟାଙ୍କୁ କୋର୍ଟ ନୋଟିସ୍
ମୁମ୍ବାଇ,୧୭।୧:ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ କୋର୍ଟ ପକ୍ଷରୁ ନୋଟିସ ପଠାଇଯାଇଛି। ଜମି ଟିକସ ବକେୟା ମାମଲାରେ ଏହି ନୋଟିସ୍ ପଠାଇଯାଇଥିବା ଜଣାପଡିଛି। ନାଶିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ଚର୍ଯ୍ୟାଙ୍କ ପ୍ରାୟ ୧ ହେକ୍ଟର ଜମି…
ଫସିଲେ ପାକିସ୍ତାନ ଅଧିନାୟକ: ଯୁବତୀଙ୍କ ସହ ବ୍ୟକ୍ତିଗତ ଫଟୋ, ଭିଡିଓ ଭାଇରାଲ
ଇସଲାମାବାଦ୍,୧୭।୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ଯୁବତୀଙ୍କ ସହିତ ଆପତ୍ତିଜନକ ଚାଟ ଏବଂ…
ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ବନ୍ଦ
କେନ୍ଦ୍ରାପଡ଼ା ଅଫିସ,୧୭।୧: ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହରକୁ ମଙ୍ଗଳବାର ବନ୍ଦ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ସହରର ସମସ୍ତ ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସହର…
ବଡ଼ଗାମରେ ଏନ୍କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୨ଆତଙ୍କବାଦୀ
ବଡ଼ଗାମ,୧୭।୧: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନ୍କାଉଣ୍ଟର ବଡ଼ଗାମ ଏସ୍ଏସ୍ପି କାର୍ଯ୍ୟାଳୟରେ ନିକଟରେ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିରହିଥିବା ଖବର…
ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି
ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ହୋଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି…
ଭିଜିଲାନ୍ସ ଜାଲରେ ବିଡିଓ: ୫ ସ୍ଥାନରେ ଏକକାଳୀନ ଚଢାଉ
ଖଡିଆଳ,୧୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ନୂଆପଡା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବିଡିଓଙ୍କ ବରଗଡସ୍ଥିତ ଭଡା…
୬୦ ବର୍ଷରେ ପ୍ରଥମଥର ଚାଇନାରେ କମିଲା ଜନସଂଖ୍ୟା
ବେଜିଂ,୧୭।୧:୧୯୬୧ ପରେ ଚାଇନାର ଜନସଂଖ୍ୟାରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ବର୍ତ୍ତମାନ ଚାଇନାରେ ମୃତ୍ୟୁ ସଂଖ୍ୟା ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଅଧିକ ଅଟେ। ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋର ତଥ୍ୟ ଅନୁଯାୟୀ, ଦେଶର ଜନସଂଖ୍ୟା ୨୦୨୧ରେ ୧.୪୧୨୬୦ ବିଲିୟନ…
ଏମ୍କେସିଜିରେ ଚିକିତ୍ସା ଅବହେଳା
ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ ମେଡିକାଲ (ଏମ୍କେସିଜି)ରେ ଚିକିତ୍ସା ଅବହେଳାକୁ ନେଇ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଅଭିଯୋଗ ହୋଇଆସୁଛି। ସୋମବାର ଏମ୍କେସିଜିରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କର ଅବହେଳାରୁ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣଙ୍କ ଶୈଳବାଳା ପଟ୍ଟନାୟକ(୭୪)।…
ଜୀବନ ବଞ୍ଚାଇଥିବା ୨ ବ୍ୟକ୍ତିଙ୍କ ଫଟୋ ଶେୟାର କରି ଏମିତି କହିଲେ ରିଷଭ
ମୁମ୍ବାଇ,୧୭।୧:ସଡକ ଦୁର୍ଘଟଣା ପରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଛି। ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ ତାଙ୍କର ଯାତ୍ରା ମଧ୍ୟ ଆରମ୍ଭ ହୋଇଛି ବୋଲି ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।…
ରେପର ସଙ୍ଗୀତ ମାଧ୍ୟମରେ ଓଡ଼ିଆକୁ ଭଲ ପାଇବା ମହକ
ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା। କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଶମ ସହର ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର। ମହୋତ୍ସବରେ ଜିଲାର…
ଉପରାଜ୍ୟପାଳ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ହୋମୱାର୍କ ଚେକ୍ କରିବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ସାକ୍ସେନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୋମବାର କହିଛନ୍ତି ଯେ, ଉପରାଜ୍ୟପାଳ ଆମର ପ୍ରଧାନ ଶିକ୍ଷକ ନୁହଁନ୍ତି,…
Archives


