ଆଜି ଓଳାଶୁଣୀରେ କେଶ ଯାତ୍ରା
ଚଣ୍ଡିଖୋଲ,୧୭ା୧:ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ତଥା ଆସନ୍ତା ୧୮ରେ ଆରମ୍ଭ ହେବ। ମେଳା ଆରମ୍ଭ ପୂର୍ବରୁ ଏହାର ନିଆରା ପରମ୍ପରା ରବିବାର ଦେଖିବାକୁ ମିଳିବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୬…
ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହାରୁଖ: କମିନି କିଙ୍ଗ୍ ଖାନ୍ଙ୍କ ଷ୍ଟାରଡମ୍
ବଲିଉଡ୍ର ଲୋକପ୍ରିୟ କଳାକାର ଶାହାରୁଖ ଖାନ୍ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍ଡମ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍ ଷ୍ଟାର ଟମ୍ କ୍ରୁସ୍, ଜର୍ଜ କ୍ଲୁନି, ଜ୍ୟାକି ଚାନ ରବର୍ଟ…
ଡ୍ୟୁଲକ୍ସ ୱେଦର୍ସିଲ୍ଡ ପାୱାରଫ୍ଲେକ୍ସର ଶୁଭାରମ୍ଭ
ନୂଆଦିଲ୍ଲୀ,୧୭।୧: ଦେଶର ପ୍ରମୁଖ ଡ୍ୟୁଲକ୍ସ ପେଣ୍ଟର ନିର୍ମାତା ଆକ୍ଜୋନୋବେଲ୍ ପକ୍ଷରୁ ନିକଟରେ ତା’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଏକ୍ସଟେରିୟର ପେଣ୍ଟର ଲୋକପ୍ରିୟ ୱେଦର୍ସିଲ୍ଟ ରେଞ୍ଜ୍ରେ ନୂଆ…
‘ଓଡ଼ିଶାରେ କାହାଣୀ, କବିତା ଭରି ରହିଛି’
ପ୍ରିୟା ମଲ୍ଲିକ। କେବଳ ସେ ଜଣେ କବିତା ବା କାହାଣୀକାର ନୁହନ୍ତି, ଅଭିନେତ୍ରୀ, ଟେଡ୍ଏକ୍ସ ସ୍ପିକର୍, ଶିକ୍ଷୟିତ୍ରୀ, ହାସ୍ୟକାର ଭାବେ ପରିଚିତ। ୩୪ବର୍ଷୀୟ ପ୍ରିୟା ଟିଭି ଶୋ’ ମାଧ୍ୟମରେ ଦର୍ଶକଙ୍କ ପାଖେ ପହଞ୍ଚିଥିଲେ ବି ନିଜର କବିତାବୃତ୍ତି ମାଧ୍ୟମରେ ସେ ଦୀର୍ଘଦିନ…
ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହେଲା ହାଫିଜ ସଇଦଙ୍କ ଭିଣୋଇ ଅବଦୁଲ ରହମାନ ମକ୍କି
ନୂଆଦିଲ୍ଲୀ,୧୭ ।୧: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି) ସୋମବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କିଙ୍କୁ ତାଙ୍କ ଆଇଏସଆଇଏଲ(ଦାଏଶ) ଓ ଅଲ-କାଏଦା ପ୍ରତିବନ୍ଧିତ ସମିତି ଅନୁଯାୟୀ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ସୂଚିବଦ୍ଧ କରିଛି । ଗତବର୍ଷ ଚାଇନା ଦ୍ୱାରା…
ସୋନିର ନୂତନ ଟେଲିଭିଜନ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୭।୧: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ସୋନିର ନୂତନ ଟେଲିଭିଜନ ମଡେଲ ‘ସୋନି ବ୍ରାଭିଆ ଏକ୍ସ ୭୫କେ’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଏକ ପ୍ରିମିୟମ୍ ସେଗମେଣ୍ଟର ଟେଲିଭିଜନ୍, ଯାହାର ଲୁକ୍ ସବୁଠାରୁ ଅଲଗା ଏବଂ ଏକ…
ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ ଜେଲଫେରନ୍ତା
ଭୁବନେଶ୍ୱର,୧୭।୧(ବ୍ୟୁରୋ):ଏଟିଏମ୍ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍ କାର୍ଡ ବଦଳାଉଥିଲେ। ଏଥିସହ ପିନ୍ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍ ଓ ସପିଙ୍ଗ୍ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର…
ମଜଭୁତ ଷ୍ଟାର୍ଟଅପ ଇକୋସିଷ୍ଟମକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୭।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ଦେଶର ସମୃଦ୍ଧ ଷ୍ଟାର୍ଟଅପ ଇକୋସିଷ୍ଟମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶକ୍ତି ଯୋଗାଇବା ଲାଗି କାର୍ଯ୍ୟ କରୁଛି। ଏପରିକି ପ୍ରାୟ ୪୦ଟି ଅଗ୍ରଣୀ…
ବିହାର ସରକାରଙ୍କ ବିରୋଧରେ ‘ମୌନ ଉପବାସ’ ରଖିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି କୁମାର ଚୌବେ
ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଅଶ୍ୱିନି କୁମାର ଚୌବେ ସୋମବାର କହିଛନ୍ତି, ବିହାରର ନୀତୀଶ କୁମାରଙ୍କ ନେତୃତ୍ୱ ବାଲା ସରକାରଙ୍କ କୃଷକ ଓ ଗରିବ ବିରୋଧି ନିତି ବିରୋଧରେ ‘ମୌନ ଉପବାସ’ ଆରମ୍ଭ କରିବେ…
ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି। ବାକି ୧ ଲକ୍ଷ ୪୨ ହଜାର ଫନି କ୍ଷତିଗ୍ରସ୍ତ ୧୪ ଜିଲାର ହିତାଧିକାରୀଙ୍କୁ ପ୍ରଦାନ…
ଘରୋଇ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା…
ବରୁଣେଶ୍ୱର ମେଳାରେ ଫ୍ରିଡମ୍ ଷ୍ଟଲ୍
ଭୁବନେଶ୍ୱର,୧୭।୧: ଦେଶର ପ୍ରମୁଖ ଖାଇବା ତେଲ କମ୍ପାନୀ ଫ୍ରିଡମ୍ ଅଏଲର ଓଡ଼ିଶା ୟୁନିଟ୍ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍ ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା ପରିସରରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ…
Archives


