Home Left

ଭାରତୀୟ ବୈଦେଶିକ ନୀତି ହେଉଛି ଲୋକଙ୍କ ସେବା କରିବା: ଜୟଶଙ୍କର

ନୂଆଦିଲ୍ଲୀ,୭।୧୨:ଭାରତର ବୈଦେଶିକ ନୀତିରେ ନିରନ୍ତର ବିକାଶକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଶଂସା କରିଛନ୍ତି। ‘ଭାରତର ବୈଦେଶିକ ନୀତିରେ ସର୍ବଶ୍ରେଷ୍ଠ ବିକାଶ’ ଉପରେ ପାର୍ଲାମେଣ୍ଟରେ ନିଜର ମନ୍ତବ୍ୟ ଦେଇ ଜୟଶଙ୍କର କହିଛନ୍ତି, ଦେଶର ବଢୁଥିବା ବିଶ୍ୱ ସ୍ବାର୍ଥ, ବିସ୍ତାର ପଦଚିହ୍ନ ଏବଂ…

ମା’ ହେବା ପରେ ଆଲିଆଙ୍କ ଫିଟ୍‌ନେସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ  ଭାଇରାଲ ହେବାରେ ଲାଗିଛି। ସମସ୍ତେ…

ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’

ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ ବହୁତ ବଦଳିଯାଇଛନ୍ତି। ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି-ନିଶ ତାଙ୍କ ଲୁକ୍‌କୁ ବିଲ୍‌କୁଲ୍‌ ବଦଳାଇଦେଇଛି। ଯେକେହି…

ସ୍ବାମୀଙ୍କୁ ଏମିତି କାମ କରିବାକୁ ମନା କରନ୍ତି କ୍ୟାଟ୍ରିନା

ବଲିଉଡର ହ୍ୟାଣ୍ଡ୍‌ସମ୍‌ ତଥା ଦକ୍ଷ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବିକି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଭଳି ଭିଡିଓକୁ ତାଙ୍କ ସ୍ତ୍ରୀ ତଥା…

ଏମ୍‌ସିଡିର ଚୂଡାନ୍ତ ଫଳାଫଳ ପ୍ରକାଶିତ: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ଭୋଟ ଗଣନା ଶେଷ ହୋଇଛି। ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଏପିର ୧୩୪ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି ୧୦୪ଟି ଆସନ ଜିତିଛି। କଂଗ୍ରେସ…

ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍‌ଅପ୍‌ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ କରିଥିଲେ। ଏହାପରେ ରକି ଜାୟସଓ୍ବାଲଙ୍କଠାରୁ ସେ ଅଲଗା ହୋଇଥିବା ଅନୁମାନ କରାଯାଉଥିଲା। ହେଲେ ଏସବୁ…

କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍‌ରେ ୫…

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କବିମାନେ ଫୁଲ ଉପରେ ଅନେକ କବିତା ବି ଲେଖିଛନ୍ତି। ଖାସ୍‌ କରି…

ମେକଅପ୍‌ ନଷ୍ଟ ହୋଇଯିବାରୁ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଲେ କନ୍ୟା

ଜବଲପୁର,୭।୧୨: ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ବିବାହ ପୂର୍ବରୁ କନ୍ୟାଙ୍କ ମେକଅପ୍‌ ନଷ୍ଟ ହୋଇଯିବାରୁ ସେ ପାର୍ଲର ବିରୋଧରେ ଥାନାରେ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇ ପାର୍ଲର ସଞ୍ଚାଳିକାଙ୍କୁ ପଚରାଉଚରା କରିବାକୁ ପ୍ରତିଶ୍ରୁତି…

ବଞ୍ଜି ଜମ୍ପିଂ ସମୟରେ ଛିଡ଼ିଗଲା ଦଉଡ଼ି, କୁମ୍ଭୀର ଥିବା ନଦୀରେ ଖସିପଡ଼ିଲେ ମହିଳା, ଆଉ ତା’ ପରେ…

ଆଜିକାଲି ଲୋକମାନେ ସେମାନଙ୍କର ଦୁଃସାହସିକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ରେ ଏହିପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ। ଯେଉଁଥିରେ ଲୋକମାନେ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍‌ ଦେଖାଇଥାନ୍ତି। ଜଣେ ମହିଳା ଠିକ୍‌ ଏମିତି ଏକ…

ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖରାପ ହୋଇଯାଇଥିବା ରାସ୍ତାକୁ ୨୦ ଦିନ ଧରି ବନ୍ଦ କରାଯାଇଥିଲା। ଏହା…

ମ୍ୟାଚ୍‌ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ଏକ୍ସ-ରେ ପାଇଁ ଢାକାସ୍ଥିତ ଏକ ହସ୍ପିଟାଲ ନିଆଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri