ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷାଙ୍କ ସହ ଅସଦାଚରଣ
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ହୋଇଛି ଯେ, ଦିଲ୍ଲୀର ଏମ୍ସର ଗେଟ ନମ୍ବର ୨ ସମ୍ମୁଖରେ ଜଣେ ନିଶାଶକ୍ତ କାର ଡ୍ରାଇଭର ସ୍ବାତିଙ୍କୁ ୧୦ ରୁ ୧୫ ମିଟର…
ଅଭିତାଭ-ରେଖାଙ୍କ ପ୍ରଥମ ଫିଲ୍ମ ହୋଇନାହିଁ ରିଲିଜ, ଜାଣନ୍ତୁ କାରଣ…
ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଏହି ଯୋଡି ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ପରଦାରେ ଅମିତାଭ ଏବଂ ରେଖାଙ୍କ କେମେଷ୍ଟ୍ରି ଚମତ୍କାର ଥିଲା। ଏହି ଦୁଇଜଣଙ୍କର ପ୍ରଥମ ୧୯୭୬…
ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର
କଟକ ଅଫିସ,୧୯।୧: ମହିଳା ଥାନାରେ ହାଜର ହେଲେ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ହୁମାନ…
କ୍ରିକେଟର୍ ସବୁ ଫର୍ମାଟରୁ ଅବସର ନେଲେ ଏହି ମହାନ କ୍ରିକେଟର୍
ଜୋହାନ୍ସବର୍ଗ,୧୯।୧: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୩୯ ବର୍ଷୀୟ ଆମ୍ଲା ତାଙ୍କ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି, କିନ୍ତୁ ବର୍ତ୍ତମାନ…
୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ ରାଶି ଚୋରି ହୋଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ୫ ଲକ୍ଷ…
ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନିଏ ଏହି କୁକୁଡ଼ା, ଯାହାର ଗୋଡ଼ ଇଟା ପରି, ଦାମ୍ ଜାଣିଲେ…
କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ। ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଅନେକ ପ୍ରଜାତିର କୁକୁଡ଼ା ଅଛନ୍ତି। ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏମିତି ଏକ ପ୍ରଜାତିର…
ପ୍ରେମିକାଙ୍କ ହାତରୁ ମାଡ଼ ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୯।୧:୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱ ଚାମ୍ପିଅନ କରାଇଥିବା ମାଇକେଲ କ୍ଲାର୍କ ଏବେ ନିଜ ପ୍ରେମିକାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକାଙ୍କ ସହ ତାଙ୍କର ସଂଘର୍ଷର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କ୍ଲାର୍କଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଜାଡେ ୟାରବ୍ରୋ…
‘ବ୍ରଜଭୂଷଣ ବିଦେଶ ଲୁଚି ପଳାଇବାର ରହିଛି ସମ୍ଭାବନା’
ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ୩୦ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ବୁଧବାର ରାତି ସାରା ଅନେକ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରରେ ବସି…
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଗଜପତି,୧୯ା୧(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି ପ୍ରାୟ ୧୦ କିଲୋ ରୁପା ଓ ୫ ଭରି ସୁନା ଓ ୨ ଲକ୍ଷରୁ…
ଥରିଲା ଜମ୍ମୁ-କଶ୍ମୀର
ଶ୍ରୀନଗର,୧୯।୧: ଜମ୍ମୁ କଶ୍ମୀରରେ ଗୁରୁବାର ଦିନ ୧୨.୦୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ରେ ମାପ କରାଯାଇଥିଲା। ଜମ୍ମୁ କଶ୍ମୀରର କିଶ୍ଟୱର ଏବଂ ଡୋଡା ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୦…
ପୁଣି ଏକ ହାତୀ ମୃତ୍ୟୁ
ଭଞ୍ଜନଗର,୧୯ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ…
ମିଲର, ସମ୍ପାଦକ ଗିରଫ ଦାବିରେ ବିକ୍ଷୋଭ
କେନ୍ଦୁଝର,୧୯ା୧(ସ୍ବ.ପ୍ର.): ଏଫ୍ଏକ୍ୟୁ ଆଳରେ ଧାନର ମୂଲ୍ୟ କଟା ଯାଉଥିବା, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ମଣ୍ଡିରେ ଧାନ କିଣା ଯାଉ ନ ଥିବା, ମିଲରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଆଦି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର…
Archives


