ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍ ‘ନେମୋ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିନ୍ଦ୍ରାର ତିନିଚକିଆ ଯାନର ଡ୍ରାଇଭର (ଚାଳକ) ମାନଙ୍କ ପାଇଁ…
‘ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱାରୋପ’
ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଶିଳ୍ପ ସଂଘ ଦ ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ଏକ ଦିନିକିଆ ଏଚ୍ଆର୍ (ମାନବ ସମ୍ବଳ) ଲିଡରଶିପ୍ କନ୍କ୍ଲେଭ୍ ଆଣ୍ଡ ଆୱାର୍ଡ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ବୁଧବାର ସ୍ଥାନୀୟ…
ଲେଜର ଚିହ୍ନିବ ଏଲିଅନ୍
ଓ୍ବାଶିଂଟନ: ଚନ୍ଦ୍ର ଓ ଅନ୍ୟ ଗ୍ରହଗୁଡ଼ିକରେ ଏଲିଅନ୍ମାନଙ୍କ ଚିହ୍ନଟ କରିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଲେଜର ଲାଇଟ୍ ଉଦ୍ଭାବନ କରିଛି। ଏହି ଲେଜର ଏଲିଅନ୍ମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ…
ବିପର୍ଯ୍ୟୟ ସମୟର ସାଥୀ ଏନ୍ଡିଆର୍ଏଫ୍
ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍ଡିଆର୍ଏଫ୍) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍ଡିଆରଏଫ୍ ବିପର୍ଯ୍ୟୟ ସମୟର ସାଥୀ ପାଲଟେ। ଉଦ୍ଧାର କାର୍ଯ୍ୟ, ରିଲିଫ୍ ଯୋଗାଣରେ ଏନଡିଆରଏଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏନ୍ଡିଆରଏଫ୍…
‘ପପୁ ନୁହେଁ ସ୍ମାର୍ଟ ନେତା ରାହୁଲ ଗାନ୍ଧୀ’ : ରଘୁରାମ ରାଜନ
ନୂଆଦିଲ୍ଲୀ,୧୯ ।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣିଥରେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ରାଜନ କହିଛନ୍ତି ରାହୁଲ ଗାନ୍ଧୀ ସ୍ମାର୍ଟ ନେତା ପପୁ ନୁହେଁ । ରାଜନ ଗତମାସରେ ରାଜସ୍ଥାନରେ ଚାଲିଥିବା କଂଗ୍ରେସର ଭାରତ…
୧୦ ଉଇକେଟରେ ଜିତିଲା ହିମାଚଳ
ସମ୍ବଲପୁର,୧୯।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଡାଡିୟମରେ ଅନୁଷ୍ଠିତ ୨୫ ବର୍ଷରୁ କର୍ନେଲ ସିକେ ନାଉଡୁ ଟ୍ରଫିରେ ଓଡିଶାକୁ ୧୦ ଉଇକେଟରେ ହରାଇଛି ହିମାଚଳ ପ୍ରଦେଶ। ଫଲୋଅନ୍ ପରେ ଓଡ଼ିଶା ମାତ୍ର ୧୯୩ ରନରେ ଅଲଆଉଟ ହୋଇଥିଲା। ହିମାଚଳ ସମ୍ମୁଖରେ ୧…
ଝାଡ଼ଖଣ୍ଡ ଏକାଦଶକୁ ହରାଇଲା ଓଡ଼ିଶା
କାଳିଆପାଣି, ୧୯ା୧ (ଡି.ଏନ.ଏ.) : ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳର ଟାଟା ଷ୍ଟିଲ୍ ମାଇନିଂ କଲୋନି ପରିସର ଖେଳ ପଡ଼ିଆରେ ବୁଧବାର ଦୃଷ୍ଟିବାଧିତ ଆନ୍ତଃରାଜ୍ୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଏକାଦଶ ବିଜୟୀ ହୋଇଛି। ଟାଟା…
ଅମଲାଙ୍କୁ ମନ୍ଦିର ମନା
ଥିରୁଭାନନ୍ତପୁରମ, ୧୯।୧: କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ହୋଇଥିବା କାରଣରୁ ତାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇ…
ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ସୁବର୍ଣ୍ଣ ଯୁଗ, ମାନବତା ପାଇଁ ଭଲ: ସତ୍ୟ ନାଡେଲା
ଦାବୋସ,୧୯ ।୧: ମାଇକ୍ରୋସଫ୍ଟର ମୁଖ୍ୟ ସତ୍ୟ ନାଡେଲା ବୁଧବାର କହିଛନ୍ତି, ବିଶ୍ୱ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(କୃତ୍ରିମ ବୁଦ୍ଧିମତା)ର ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି । ସେ ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକରେ ଏହାକୁ ରେଖାଙ୍କିତ କରି ଜଣେ ଭାରତୀୟ କୃଷକଙ୍କ ଉଦାହରଣ…
ଐଶ୍ୱର୍ଯ୍ୟାଙ୍କୁ ଆୟକର ନୋଟିସ
ମୁମ୍ବାଇ, ୧୯।୧: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆୟକର (ଆଇଟି) ବିଭାଗ ନୋଟିସ୍ କରିଛି। ମହାରାଷ୍ଟ୍ରର ନାଶିକ ସହର ନିକଟରେ ସିନ୍ନାର ଜିଲାରେ ଥିବା ଐଶ୍ୱର୍ଯ୍ୟାଙ୍କ ଜମିର ନନ୍ ଏଗ୍ରିକଲ୍ଚରାଲ୍ ଟାକ୍ସ ପଇଠ ନ କରିବାରୁ ଆୟକର ବିଭାଗ ପକ୍ଷରୁ…
ଜିତିବ ରୁଷିଆ: ପୁଟିନ
ମସ୍କୋ,୧୯ ।୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହାର କୌଣସି ଅନ୍ତ ନଜର ଆସୁନହିଁ । ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି କି ଏଥିରେ କୌଣସି ସନ୍ଦେହ ନାହିଁ ଯେ ମସ୍କୋ…
ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚମକାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ୱେଲିଂଟନ,୧୯ ।୧: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ର ଜେସିଣ୍ଡା ଅର୍ଡନ ଏମିତି ଏକ ଘୋଷଣା କରିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଗୁରୁବାର ଦଳର ବାର୍ଷିକ କାଁକସ ବୈଠକରେ ଅର୍ଡନ କହିଛନ୍ତି…
Archives


