ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର। ଏହି…
ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ…
ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀରେ ଭାସିଗଲେ ସ୍ବାମୀ, ମିଳିନି ପତ୍ତା
ଚିତ୍ରକୋଣ୍ଡା,୨୧ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀ ନଦୀରେ ଭାସି ଯାଇଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳିନାହିଁ। ପାପରମେଟେଲା ଥାନାଧିକାରୀ…
ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ୧୦ ଘଣ୍ଟା ଅପେକ୍ଷା
କେନ୍ଦୁଝର,୨୧ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କୁ ୧୦ ଘଣ୍ଟା ପୋଲିସ ଭ୍ୟାନ୍ରେ ଅପେକ୍ଷା କରିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରଖାନାର…
ଅଭିନବ ଉପାୟ: ସ୍କୁଲ ବ୍ୟାଗ୍ରେ ଗଞ୍ଜେଇ ଚାଲାଣ, ୪ ଗିରଫ
କୋରାପୁଟ,୨୧ା୧(ସ୍ବ.ପ୍ର.): କୋରାପୁଟ ଜିଲାର ବିଶେଷ କରି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ମାଫିଆ ବିଭିନ୍ନ ଉପାୟ ଅବଳମ୍ବନ କରୁଥିବା ବହୁବାର ନଜିର ରହିଛି। କେତେବେଳେ ମାଛ ବାକ୍ସରେତ…
ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ହତ୍ୟା କଲେ ପଡ଼ୋଶୀ
ଚେନ୍ନାଇ,୨୧ା୧: ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ। ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ ଉଲାଗାମ୍ପାଟିଆର୍କୋଟାମର…
ଯୋଗ ପୋଜ୍ରେ ଅନୁଷ୍କା
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ଥାନ୍ତି। ଏବେ ଏକ ଫଟୋ ଦେଖିବା ପରେ ତାଙ୍କ ଉପରେ ପ୍ରଶଂସକମାନେ ବିଶ୍ୱାସ ଦୃଢ଼ କରିଛନ୍ତି। ପ୍ରକୃତରେ ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ…
ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ବାସଭବନରୁ ବନ୍ଦ୍ କୋଠରିରୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ…
ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ
ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକଙ୍କୁ…
କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି
ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି…
ଆତ୍ମାର ଅଧ୍ୟକ୍ଷ ହେଲେ ସୂର୍ଯ୍ୟ ନାରାୟଣ
ପୁରୁଷୋତ୍ତମପୁର,୨୧/୧(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମାର ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଶନିବାର କୃଷି ବିଭାଗିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି।…
ଯାତ୍ରୀଙ୍କୁ ଫ୍ରି ଟିକେଟ ବୁକ କରିବାକୁ ଅପଶନ ଦେଲା ସ୍କୁଟ ଏୟାରଲାଇନ୍ସ, ୩୫ ଲୋକଙ୍କୁ ଛାଡି ଉଡିଯାଇଥିଲା ବିମାନ
ଅମୃତସର,୨୧ ।୧: ନିକଟରେ ସ୍କୁଟ ଏୟାରଲାଇନ୍ସର ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଅମୃତସରରୁ ସିଙ୍ଗାପୁର ଅଭିମୁଖେ ଉଡିଯାଇଥିଲା । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଏୟାରଲାଇନ୍ସକୁ ରିପୋର୍ଟ ମାଗିଥିଲା । ଏୟାରଲାଇନ୍ସ ଏବେ ଏହି ଯାତ୍ରୀଙ୍କ ପାଇଁ…
Archives


