Home Left

ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବନ୍ଧା ହେଲେ ଟିଭି ନିର୍ମାତା

ମୁମ୍ବାଇ: ଶନିବାର ଜଣେ ଟିଭି ନିର୍ମାତା ତଥା ଅଭିନେତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଟିଭି ନିର୍ମାତା ଜଣକ ଜନୈକା ଅଭିନେତ୍ରୀଙ୍କୁ ହଇରାଣ କରୁଥିବା ପୋଲିସ ଆଜି ଏହି ସୂଚନା ଦେଇଛି। ପୋଲିସ କହିଛି, ୨୭ବର୍ଷୀୟ ଟେଲିଭିଜନ ଇଣ୍ଡଷ୍ଟ୍ରି ଅଭିନେତା ତଥା…

ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କଲେ ନୋରା ଫତେହି

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଦୁଇଜଣ ବଡ ଷ୍ଟାରଙ୍କ ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଛି । ଏବେ ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା…

ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି ୫୭: ଅନିୟମିତତା ଅଭିଯୋଗରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୦ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ପଞ୍ଚାୟତରେ ଆବାସ ଯୋଜନାରେ ୫୭ ଜଣ ଯୋଗ୍ୟ ହିତାଧିକାରୀ ସମ୍ଭାବ୍ୟ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଏହାର ତଦନ୍ତ ସହ ପୁନର୍ବିଚାର କରାଯାଇ ୫୭ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ…

ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…

ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ ମହାନ…

ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ଏହି ଜମି ଆଜି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର…

ତୃଣମୂଳସ୍ତରରେ ଭାଜପାକୁ ମଜଭୁତ କର: କେନ୍ଦ୍ରମନ୍ତ୍ରୀ

ପାଟଣା,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ପଡ଼ିଆରେ ଶନିବାର ଭାଜପାର ନିର୍ବାଚନମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ୍‌ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ…

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ୭ ଆହତ

ଶ୍ରୀନଗର,୨୧।୧: ଜମ୍ମୁ-କଶୀ୍ମରର ନରୱାଲ ଅଞ୍ଚଳରେ ଶନିବାର ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଧିକାରୀଙ୍କ କହିବା ମୁତାବକ, ବିସ୍ଫୋରଣ ଘଟଣାସ୍ଥଳକୁ ବର୍ତ୍ତମାନ କର୍ଡନ…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ରାୟପୁର,୨୧ା୧: ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି। ଏଥିରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ନ୍ୟୁଜିଲାଣ୍ଡ…

୧୭ ରାଜ୍ୟ ୫୬ ପିଲାଙ୍କୁ ମିଳିଲା ସାହସିକତା ପୁରସ୍କାର

ନୂଆଦିଲ୍ଲୀ,୨୦।୧: ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଡବ୍ଲ୍ୟୁ) ଦେଶର ୧୭ଟି ରାଜ୍ୟରୁ ୫୬ଜଣ ପିଲାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛି। ସେମାନଙ୍କ ମଧ୍ୟରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିବା ୨ ବାଳକ ଏବଂ ପଞ୍ଜାବରେ…

ଚା’ ପିଇ ୭୬ ବର୍ଷ

କୋଲକାତା: ସୁସ୍ଥ ଶରୀର ପାଇଁ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଶରୀର ପାଇଁ ଜରୁରୀ ଭିଟାମିନ୍‌ ସବୁ ଖାଦ୍ୟରୁ ମିଳିଥାଏ। ପଶ୍ଚିମବଙ୍ଗର ଜଣେ ମହିଳା ବିନା ଖାଦ୍ୟରେ ୭୬ ବର୍ଷ କାଟିସାରିଛନ୍ତି। ହୁଗଳି ଜିଲା ବେଲଡିହ ଗ୍ରାମରେ ଅନୀମା ଚକ୍ରବର୍ତ୍ତୀଙ୍କ ଘର। କେବଳ…

ରିଲିଜ୍‌ ଆଗରୁ ବୁକିଂରେ ୧୨ କୋଟି ରୋଜଗାର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ମଧ୍ୟରେ ଫିଲ୍ମ ଆସନ୍ତା ୨୫ରେ ରିଲିଜ୍‌ ହେଉଛି। ଦର୍ଶକ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍‌…

୨.୭ କେଜିର ବେଙ୍ଗ

କାନବେରା: ଉତ୍ତର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଜିଲାରେ ଅବସ୍ଥିତ କନ୍‌ୱେ ଜାତୀୟ ଉଦ୍ୟାନରୁ ଏକ ବିଶାଳକାୟ ବିଷାକ୍ତ ବେଙ୍ଗ ଉଦ୍ଧାର ହୋଇଛି। ସେହି ବେଙ୍ଗର ଓଜନ ୨.୭ କିଲୋଗ୍ରାମ, ଯାହାକି ଜଣେ ନବଜାତ ଶିଶୁର ଓଜନ ସହ ସମାନ। ଅଷ୍ଟ୍ରେଲୀୟ ରେଞ୍ଜର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri