ସୀମା ସଂଘର୍ଷ ଘଟଣା: ଆସିଲା ଚାଇନାର ପ୍ରତିକ୍ରିୟା
ବେଜିଂ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗରେ ଚାଇନାର ପ୍ରଥମ ପ୍ରତିକ୍ରିୟା ଆସିଛି। ଚାଇନା କହିଛି ଯେ, ବର୍ତ୍ତମାନ ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି। ଏହି ଘଟଣାକୁ ନେଇ ଭାରତର ପ୍ରତିରକ୍ଷା…
ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ଫ୍ୟାମିଲି ଟାଇମ୍
କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସମସ୍ତେ ଚାହାନ୍ତି। କିନ୍ତୁ କେତେକେ ଏଥିପାଇଁ ପରିବାରକୁ ଅଣଦେଖା କରିଥାନ୍ତି, ଯାହାର ଭିନ୍ନ ପ୍ରଭାବ ଦେଖିବାକୁ ମିଳେ। ତେଣୁ ବ୍ୟସ୍ତତା ଭିତରେ ବି ପରିବାର ସହ ସମୟ ବିତାନ୍ତୁ, ଯାହାଫଳରେ ଶାରୀରିକ ସୁସ୍ଥତା ସହ ମାନସିକ…
ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା
କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପେଟୁରୁ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଗଙ୍ଗାଧର ଓ ମୁକ୍ତା ଏ କ୍ଷେତ୍ରରେ ଭିନ୍ନ ପରିଚୟ…
ଦିଲ୍ଲୀ ପରେ ମୁମ୍ବାଇର ବାୟୁ ପ୍ରଦୂଷଣ: ଫୁସ୍ଫୁସ୍ ହେଉଛି ସଂକ୍ରମିତ
ମୁମ୍ବାଇ,୧୩।୧୨: ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ମହାନଗରର ଅବସ୍ଥା ମଧ୍ୟ ଦିଲ୍ଲୀର ଅବସ୍ଥା ଭଳି ରହିଛି। ସିଷ୍ଟମ୍…
‘ମୋଦି ସରକାର ଥିବା ଯାଏ କେହି ବି ଭାରତରୁ ଇଞ୍ଚେ ଜମି ନେଇପାରିବେ ନାହିଁ’
ନୂଆଦିଲ୍ଲୀ,୧୩।୧୨: ଭାରତ ଓ ଚାଇନା ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ହିଂସାକାଣ୍ଡ ପରେ ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ସମୟରେ ମଙ୍ଗଳବାର…
ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚାଇନାଠାରୁ ନେଇଥିଲା ଟଙ୍କା: ଅମିତ ଶାହା
ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା ସୈନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପାର୍ଲାମେଣ୍ଟରେ ବିରୋଧୀମାନେ ସରକାରଙ୍କୁ ଘେରି ରହିଛନ୍ତି। ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ମଙ୍ଗଳବାର ଗୃହରେ ଅମିତ ଶାହା ରାଜୀବ ଗାନ୍ଧୀ…
ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି
ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍ଏମ୍ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା ନାବାଳିକା ଛାତ୍ରୀଙ୍କୁ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣକ ଚିକିତ୍ସା ଆଳରେ ଅସଦାଚରଣ…
ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା…
ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା
ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସଲମାନଙ୍କ ଜଣେ ବନ୍ଧୁ ଏହି…
ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମିଳିଲା ହତ୍ୟା ଧମକ
ମୁମ୍ବାଇ,୧୩।୧୨: ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଫୋନ୍ରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। କଲ୍ କରିଥିବା ବ୍ୟକ୍ତି ପାଓ୍ବାରଙ୍କୁ ସିଲଭର ଓକ୍ରେ ଫୋନ୍ରେ ଧମକ ଦେଇଥିବା ଜଣାପଡ଼ିଛି। କଲ୍ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେବା ସହ ମୁମ୍ବାଇ ଆସି ଦେଶୀ…
ମୃତ ବାଘର କଙ୍କାଳ ଜବତ, ୨ ଗିରଫ
ରେଢ଼ାଖୋଲ,୧୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଶରଧାପୁର ଗ୍ରାମରୁ ରବିବାର ରାତିରେ ବନ ବିଭାଗ ଏକ ମୃତ ବାଘର କଙ୍କାଳ ଜବତ କରିଛି। ଏହି ଘଟଣାରେ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅଜିତ ନାଏକ (୨୩) ଓ…
Archives


