Home Left

ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ

ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ ହୋଇପଡିଛନ୍ତି। ଏକ ପୋଷ୍ଟରେ ମା’ ଦୁନିଆକୁ ବିଦାୟ ନେଇଥିବା ମୁହୂର୍ତ୍ତ ବିଷୟରେ ସେ ଉଲ୍ଲେଖ…

ଆର୍‌ଟିଓ ଚେକିଂ ସମୟରେ ଗାଡ଼ି ଧକ୍କାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଡେରାବିଶ,୨୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ୫୩ ନଂ (କ) ଜାତୀୟ ରାଜପଥର ନୂଆହାଟଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି ମୃତକ ଜଣକ ହେଲେ ପ୍ରବୀର କୁମାର ମହାପାତ୍ର (୨୮)। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା…

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ

ଗଜପତି,୨୧ା୧୨(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା…

ପାକିସ୍ତାନ ହାରିଲା, ରମିଜ ରାଜାଙ୍କ ପଦ ଗଲା

ଇସଲାମାବାଦ୍‌,୨୧।୧୨: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ନଜାମ ସେଠୀ ତାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନଜାମ ସେଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତିନିଟି ଟେଷ୍ଟ ମ୍ୟାଚ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ଢାକା,୨୧।୧୨: ଭାରତୀୟ ଟେଷ୍ଟ ଦଳର ବର୍ତ୍ତମାନର ଅଧିନାୟକ କେ.ଏଲ ରାହୁଲ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ…

‘ଅନୁଶାସନ ଶିଖିନାହାନ୍ତି ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଜଣେ ଅନୁଶାସନହୀନ ନେତା। ତାଙ୍କ ବିଷୟରେ କିଛି କୁହାଯାଇପାରିବ ନାହିଁ ବୋଲି ରିଜିଜୁ କହିଛନ୍ତି। ସେହିପରି ଚାଇନାର ଅନୁପ୍ରବେଶକୁ ନେଇ ସଂସଦରେ…

ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ। ଏକଥା ଆମେ ମନରୁ କହୁନାହୁଁ। ନିକଟରେ ମଲାଇକାଙ୍କ ପୁଅ ଅରହାନ ମା’ଙ୍କ ପୋଷାକକୁ ଜେଲର…

ବଢିଲା ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ

ନୂଆଦିଲ୍ଲୀ,୨୧।୧୨: ଆଇପିଏଲ ଆଉ ଏକ ବଡ ସଫଳତା ହାସଲ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହାର ବ୍ରାଣ୍ଡ ମୂଲ୍ୟ ୭୫ ପ୍ରତିଶତ ବୃଦ୍ଧି ପାଇଛି। ଏହା ୯୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଗତ ବର୍ଷ ଟି-୨୦ ଲିଗରେ…

ଝିଅ ପାଇଁ ପୁଣି ଏକାଠି ହେଲେ ଚାରୁ-ରାଜୀବ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ହେଲେ ଗୋଟିଏ ସୁତା ତାଙ୍କ ଦୁହିଁଙ୍କୁ ବାନ୍ଧି ରଖିଛି। ସେ ହେଲେ ଝିଅ ଜିଆନା। ନିକଟରେ ଚାରୁ ଜିଆନାଙ୍କୁ ନେଇ…

ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ବିଭାଗର ଚଢାଉ

ଭଦ୍ରକ ଅଫିସ,୨୧।୧୨: ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭଦ୍ରକ ମହାବୀର ନଗରସ୍ଥିତ ଘର, ଟାୟାର ଦୋକାନ ଓ ଗୁଆମାଳସ୍ଥିତ ପୈତୃକ ଘରେ ଏକକାଳୀନ…

ଏବେ ଓଟିଟିରେ ଉପଲବ୍ଧ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରିଛି। ‘ଦୃଶ୍ୟମ-୨’ ପୂର୍ବରୁ ଅଜୟଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିଥିଲେ। ହେଲେ…

ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ

ଡେରାଡୁନ୍‌,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩ ରନ୍‌ରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ବିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri