ଲୁହ ରୋକିପାରିଲେନି ସାନିଆ
ସିଡ୍ନୀ,୨୭।୧: ଭାରତୀୟ ଟେନିସ ତାରକା ସାନିଆ ର୍ମିଜା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟ ହେବ ବୋଲି ସାନିଆ ମିର୍ଜାା ପୂର୍ବରୁ ଘୋଷଣା କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ଦୁଇଟି…
ପ୍ରଖ୍ୟାତ ଅଭିନେତ୍ରୀଙ୍କ ପରଲୋକ
ଭେଟେରାନ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୮୬ ବର୍ଷ ହୋଇଥିଲା। ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଯମୁନାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା…
ଅଜୟ ଦେବଗନଙ୍କ ଅବିକଳ ଚେହେରା
ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍ ସେଲିବ୍ରିଟିମାନଙ୍କ ପରି କିଛି ଲୋକଙ୍କ ଚେହେରା ମେଳ ଖାଉଥିବା ଦେଖିଥିବେ ନିଶ୍ଚିତ। ପୂର୍ବରୁ କରିସ୍ମା କପୁର, କରୀନା କପୁର, ରାଣୀ ମୁଖାର୍ଜୀ, କାଜଲ, ଶାହିଦ କପୁର, ଅମିତାଭ ବଚ୍ଚନଙ୍କ ଅବିକଳ ଚେହେରା ଭାଇରାଲ ହୋଇଥିବା ବି…
ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି
ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ଆବେଦନ କରିଥିଲେ, ଯାହା…
ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ କିରାଣି
କେନ୍ଦୁଝର,୨୭ା୧(ସ୍ବ.ପ୍ର.): ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର କୁମାର ସେଠୀ ଶୁକ୍ରବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଛୁଟି ଦରମା ଟଙ୍କା ଅନୁମୋଦନ…
ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ
କେପଟାଉନ୍/ନୂଆଦିଲ୍ଲୀ,୨୭।୧: ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି। ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି। ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଓମାର ଅବଦୁଲ୍ଲା
ଶ୍ରୀନଗର,୨୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସିଂ (ଏନ୍ସି ) ନେତା ଓମାର ଅବଦୁଲ୍ଲା ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଓମାର ଅବଦୁଲ୍ଲା କହିଛନ୍ତି, ଭାରତ ଯୋଡୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ…
ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି
କୋରାପୁଟ,୨୭ା୧(ସ୍ବ.ପ୍ର.): କୋରାପୁଟରେ କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଏମ୍ପି ଶପ୍ତଗିରି ଉଲାକା, କୃଷ୍ଣ କୁଳଦୀପ, ନିମାଇ ସରକାର, ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ…
ପୁରୁଷ ହକି ବିଶ୍ୱକପ୍: ଆଜି ସେମିଫାଇନାଲ ଖେଳିବେ ୪ ଟିମ୍
ଭୁବନେଶ୍ୱର,୨୭।୧: ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ୪ଟି ଟିମ୍ ସେମିଫାଇନାଲ ଖେଳିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସାଢେ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଜର୍ମାନୀ। ସେହିପରି ସା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ…
୩ ମାସର ଶିଶୁକନ୍ୟାକୁ ୫୧ ଥର ଚେଙ୍କ
ଭୋପାଳ,୨୭।୧: ୩ ମାସର ଶିଶୁକନ୍ୟାକୁ ୫୧ ଥର ଗରମ ରଡରେ ଚେଙ୍କ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଶହଡୋଲ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିର ଅବସ୍ଥା ଏବେ ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଶହଡୋଲ ମେଡିକାଲ…
ରାତିରେ କଦଳୀ ଖାଉଛନ୍ତି କି?
କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…
ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଅଭିନେତା ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ…
Archives


