ଡମ୍ପର ଧକ୍କାରେ ୨ ଯୁବକଙ୍କ ଜୀବନଗଲା
ସାରସକଣା,୬ା୨(ଡି.ଏନ.ଏ.): ଝାଡ଼ଖଣ୍ଡ ବହଡ଼ାଗୋଡ଼ା ବ୍ଲକ ବଡ଼ଶୋଳ ଥାନା ଅନ୍ତର୍ଗତ ଦାରିଶୋଳ ଫରେଷ୍ଟ ଚେକ୍ ଗେଟ୍ ନିକଟରେ ଡମ୍ପର ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାନଚାଟରା ଗ୍ରାମର ସତ୍ୟ ନାରାୟଣ ରାଣା ଏବଂ…
ଲାଞ୍ଚ ନେଇ ରେଲଓ୍ବେ ଇଞ୍ଜିନିୟର ଗିରଫ
ନୂଆଦିଲ୍ଲୀ,୬।୨: ୨ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ ଜୋନ୍ର ୨ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ସେକ୍ସନ ଇଞ୍ଜିନିୟର ସନ୍ତୋଷ କୁମାର ଏବଂ ତାଙ୍କ ଉପରିସ୍ଥ ଡେପୁଟି ଚିଫ୍ ଇଞ୍ଜିନିୟର ରାମପାଲଙ୍କ…
ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୬ ଆହତ
ଭଦ୍ରକ ଅଫିସ, ୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ଆଖୁଆପଦା ନିକଟରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ରାସ୍ତାରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
ପୌରପାଳିକା କାର୍ଯ୍ୟାଳୟ ଘେରାଉ
ବାସୁଦେବପୁର, ୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଉନ୍ନତୀକରଣ ପାଇଁ ମିଳୁଥିବା କାର୍ଯ୍ୟାଦେଶ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି କଂଗ୍ରେସ କାଉନସିଲର ଓ ଶତାଧିକ ମହିଳା ସୋମବାର ପୌରପାଳିକା କାର୍ଯ୍ୟାଳୟ…
ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲଳନା: ନାଗୌରର ଏହି ଫୋର୍ଟରେ ନେବେ ସାତ ଫେରା
ନୂଆଦିଲ୍ଲୀ,୬।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶେନେଲ ଇରାନୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ…
ନବ ଦାସ ହତ୍ୟା ମାମଲା: କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କ ଜେରା
ବ୍ରଜରାଜନଗର,୬ା୨(ଡି.ଏନ.ଏ.): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ନବମ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚକୁ କୌଣସି ସଫଳତା ମିଳି ପାରିନାହିଁ। କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର ଦ୍ୱିତୀୟ ପାଳି ରିମାଣ୍ଡର ଦ୍ୱିତୀୟ ଦିନରେ ଗୋପାଳଙ୍କୁ ଜେରା କରିଥିଲେ ମଧ୍ୟ ତାଙ୍କ ମୁହଁରୁ…
ଉଠାଦୋକାନୀଙ୍କୁ ଥଇଥାନ ଦାବି
ବାସୁଦେବପୁର,୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାର ରାସ୍ତାପାର୍ଶ୍ୱରେ ବହୁସଂଖ୍ୟକ ଉଠାଦୋକାନ ପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବାସୁଦେବପୁର ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଉଠାଦୋକାନ ଉଚ୍ଛେଦ ପାଇଁ ୩ ଦିନ ତଳେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଦୋକାନୀମାନେ ଥଇଥାନ…
ମଣିପୁରରେ ହେବ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ
ଇମ୍ଫାଲ,୬ା୨: ଭାରତର ଫୁଟବଲ ପାଓ୍ବାର ହାଉସ୍ ମଣିପୁର ଆୟୋଜନ କରିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଭାରତ ସହିତ ମିଆଁମାର ଓ କିର୍ଗିଜସ୍ତାନ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାଗ ନେବେ। ଆସନ୍ତା ମାର୍ଚ୍ଚ ମାସରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ମାର୍ଚ୍ଚ ୨୨,…
ଯୁବକଙ୍କୁ ହତ୍ୟା ସନ୍ଦେହ
କୋରାପୁଟ,୬।୨(ସ୍ବ.ପ୍ର.): କୋରାପୁଟ ସହରରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଥିବା ଏକ ଟିଣ ଘରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛିି ା ବର୍ତ୍ତମାନ ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ…
ମୁମ୍ବାଇର ହାଜି ଅଲି ଛକରେ ହେବ ସୁର ସାମ୍ରାଜ୍ଞୀଙ୍କ ୪୦ ଫୁଟ୍ ମୂର୍ତ୍ତୀ
ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ମୁମ୍ବାଇର ତାଡଦେବ ସ୍ଥିତ ହାଜି ଅଲି ଛକଠାରେ ବିଏମସି ଲତା ମଙ୍ଗେସକରଙ୍କ ସ୍ମୃତିରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବ।…
ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା କରାଇବେ ଶିବରାଜ
ଭୋପାଳ,୬।୨: ଦିଲ୍ଲୀ ସରକାରଙ୍କ ଟ୍ରେନରେ ତୀର୍ଥଯାତ୍ରା କରାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅନୁଯାୟୀ ମାର୍ଚ୍ଚରୁ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିମାନ ଯୋଗେ ତୀର୍ଥଯାତ୍ରା ପାଇଁ ପଠାଯିବ। ସୂଚନା ମୁତାବକ,…
ଖଣ୍ଡଦେଉଳି ସ୍ବାସ୍ଥ୍ୟକେନ୍ଦ୍ରର ହେବ ଉନ୍ନତୀକରଣ
ଛତ୍ରପୁର,୬ା୨(ଡି.ଏନ୍.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ଉନ୍ନତୀକରଣ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ହସ୍ପିଟାଲର ଉନ୍ନତୀକରଣ…
Archives


