Home Left

‘କ୍ୟାମ୍ପସ୍‌ ଚୟନରେ ୬୦% ଛାତ୍ରୀଛାତ୍ର କୃତକାର୍ଯ୍ୟ’

ଭୁବନେଶ୍ୱର,୩।୨:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅକ୍ସଫୋର୍ଡ ଗ୍ରୁପ୍‌ର ଅଗ୍ରଣୀ ଅନୁଷ୍ଠାନ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ଆଣ୍ଡ ମ୍ୟାନେଜମେଣ୍ଟର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ କ୍ୟାମ୍ପସ ଚୟନର ଆୟୋଜନ କରାଯାଇଥିଲା। ଏପରିକି ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ବ୍ଲକଠାରେ ଅବସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ…

ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବଢିଲା ତାପମାତ୍ରା, ୭୫୦ ହେକ୍ଟର ବନସମ୍ପଦ ପୋଡି ପାଉଁଶ

ଚିଲି,୩ ।୨: ଚିଲିରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପାଖାପାଖି ୭୫୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ବନ୍ୟ ସମ୍ପଦ ନଷ୍ଟ ହୋଇଯାଇଛି । ନିଆଁର ରୂପ ଏତେ ଭୟଙ୍କର ହୋଇଛି ଯେ ନିକଟରେ ଥିବା ଜନବସତି ଓ କ୍ଷେତକୁ ନଷ୍ଟ…

ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି,ବିନା ନାମ ୱାଲି ଦିଲ୍‌ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କୋକାକୋଲା ଇଣ୍ଡିଆର ଏକ ଘରୋଇ ଆମ୍ବ ପାନୀୟ ତଥା ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର…

ଜାନୁୟାରୀରେ ୨୯୬,୩୬୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩।୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଜାନୁୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜାନୁୟାରୀରେ କମ୍ପାନୀ ମୋଟ ୨୯୬,୩୬୩ ୟୁନିଟ୍‌ ଗାଡି ବିକ୍ରି କରିଥିବା ଜଣାପଡିଛି। ବିଶେଷକରି କମ୍ପାନୀ ଦେଶ ଭିତରେ…

କର୍ମଚାରୀଙ୍କୁ ମାଲିକ ବାଣ୍ଟିଦେଲେ ୭୩ କୋଟି, କାରଣ ଜାଣିଲେ…

ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଏକ ଭଲ କମ୍ପାନୀ ମିଳିବା ନିଶ୍ଚିତ ସୌଭାଗ୍ୟର କଥା। କୌଣସି କମ୍ପାନୀରେ କର୍ମଚାରୀମାନଙ୍କର ଦୀର୍ଘକାଳୀନ କାର୍ଯ୍ୟ ଅନେକ ଜିନିଷ ଉପରେ ନିର୍ଭର କରେ। ଯେପରିକି ଦରମା ବୃଦ୍ଧି ଏବଂ ବୋନ୍‌ସ ତଥା ଅନ୍ୟାନ୍ୟ ବିଶେଷ ସୁବିଧା ମିଳିଲେ…

ଶ୍ରବଣବାଧିତଙ୍କୁ ଚିକିତ୍ସା ଯୋଗାଇବେ ଅନୁରାଧା ପଡ୍‌ୱାଲ

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ, ୩।୨:ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡ୍‌ୱାଲ ଓଡ଼ିଶାରେ ସେବା କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ତାଙ୍କ ସୂର୍ଯ୍ୟୋଦୟ ଫାଉଣ୍ଡେଶନ, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆର ମିଳିତ ଉଦ୍ୟମରେ ଶ୍ରବଣ ଶକ୍ତି ହରାଇଥିବା…

ନିଶା ଛଡ଼ାଇବା ବଦଳରେ ଜୀବନ ନେଲେ

ଭୁବନେଶ୍ୱର,୩।୨(ବ୍ୟୁରୋ):ନିଶା ସେବନରୁ ପୁଅକୁ ଦୂରେଇବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ହେଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ ନିଶା ଛଡ଼ାଇବା ବଦଳରେ ଜୀବନ ନେଇଗଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା…

ଆଜି ହିନ୍ଦୀରେ ରିଲିଜ୍‌ ହେବ ‘ଦମନ’:୩ଶହ ହଲ୍‌ରେ ଦେଖିବେ ଦର୍ଶକ

ଭୁବନେଶ୍ୱର, ୩।୨ (ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ହିନ୍ଦୀ ଭାଷାରେ ଦେଖିବେ ଦର୍ଶକ। ଶୁକ୍ରବାର ଦେଶର ୩ଶହ ହଲରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ନଭେମ୍ବର ୪ରେ ରିଲିଜ୍‌ ହୋଇଥିବା ‘ଦମନ’ରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଡା. ସିଦ୍ଧାର୍ଥ ମହାନ୍ତି ଓଡ଼ିଶାର…

କିମ୍ସରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର, ୩।୨(ବ୍ୟୁରୋ):କିମ୍ସ-ଭୁବନେଶ୍ୱରରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ ହୋଇଛି। ଓଡ଼ିଶାରେ ପ୍ରଥମଥର ଲାଗି ହାଇବ୍ରିଡ୍‌ ଅସ୍ତ୍ରୋପଚାର କରାଯାଇଥିବା ସମ୍ପୃକ୍ତ ଡାକ୍ତରମାନେ ଦାବି କରିଛନ୍ତି। ନିକଟରେ କଟକ ଜିଲା ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ରତାଗଡ଼ ଗ୍ରାମର ୫୦ବର୍ଷ ବୟସ୍କା ସୁଷମା ରଣାଙ୍କ ମୁଖ୍ୟ ରକ୍ତନଳୀରେ…

ବ୍ୟାଙ୍କ ତଥ୍ୟ ଦେବାକୁ ବିଏମ୍‌ସି ଡେପୁଟି କମିଶନର, ଅଭିନେତ୍ରୀଙ୍କୁ ନୋଟିସ

ଭୁବନେଶ୍ୱର,୩।୨(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକ ଓ ଅଭିନେତ୍ରୀ ପ୍ରିୟଙ୍କା ଦାସ ଉଭୟ ପରସ୍ପରଙ୍କ ବିରୋଧରେ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ କରିବା…

ଦୋକାନ ଥାଇ ରାସ୍ତାରେ କାଟୁଛନ୍ତି ମଟନ

ଭୁବନେଶ୍ୱର,୩।୨(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଘାଟିକିଆରେ ଅତ୍ୟାଧୁନିକ ମାଂସ ମାର୍କେଟ ଖୋଲାଯାଇଛି। ଏଠାରେ ଆବଶ୍ୟକ ବ୍ୟବସ୍ଥା କରାଯିବା ସହ ବ୍ୟବସାୟୀଙ୍କୁ ଏସି, ଡିପ୍‌ ଫ୍ରିଜର୍‌ ଓ ମାଂସ କାଟିବା ପାଇଁ ହତିଆର ଯୋଗାଇ ଦିଆଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ନାକାଗେଟ୍‌,…

ପାକିସ୍ତାନ ପହଞ୍ଚିଲା ଶାହାରୁଖଙ୍କ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ବକ୍ସ ଅଫିସରେ ଖୁବ ଭଲ କଲେକସନ କରିଛି । ସାରା ବିଶ୍ୱରେ ଏହା ୬୦୦ କୋଟି ଆୟ କରିସାରିଲାଣି । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ବ୍ୟାନ ପରେ ବି ପାକିସ୍ତାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri