Home Left

ଭାଜପାର ୩ନେତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୬।୧: ଭାଜପାର ଆଉ ୩ଜଣ ନେତାଙ୍କୁ ଭିଆଇପି ସୁରକ୍ଷା ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ୩ଜଣ ନେତାଙ୍କୁ ଓ୍ବାଇ ପ୍ଲସ୍‌ କାଟାଗୋରୀ ସୁରକ୍ଷା ଦିଆଯାଇଛି। ଏହାପରେ ତାଙ୍କ ସହିତ ସିଆଇଏସ୍‌ଏଫ୍‌ର କମାଣ୍ଡୋ ରହିବେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନଳିନ…

ଏମ୍‌କେସିଜିରେ ଡାକ୍ତର ଅଭାବ: ସମସ୍ୟା ସମାଧାନ ନ ହେଲେ ରାଜଧାନୀରେ ଧାରଣା

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ ମେଡିକାଲ ଏବେ ନାନା ଅବ୍ୟବସ୍ଥାରେ ଛନ୍ଦି ହୋଇ ହୋଇପଡ଼ିଛି। ଏଠାରୁ ବାରମ୍ବାର ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଡାକ୍ତର ଅଭାବ ଦୂର କରିବାରେ ସରକାର ବିଫଳ ରହିଛନ୍ତି। ନାମକୁ ମାତ୍ର କେତେକ ଜୁନିୟର ଡାକ୍ତରଙ୍କ…

ମୌଳିକ ସୁବିଧା ଯୋଗାଇଦେବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତର କବିତ୍ରା ଗ୍ରାମର ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୱାର୍ଡ ମେମ୍ବର ସୁଦିପ୍ତ କୁମାର ନାଏକ,କଲ୍ୟାଣି ଜେନା,ଗୀତାରାଣୀ ଜେନା,ଝୁନାରାଣୀ ଜେନା,ରେବତୀ ଜେନା,ଶଙ୍କର୍ଷଣ ଦାସ ଓ…

ଫେବୃୟାରୀରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଫେବୃୟାରୀରେ ତାପମାତ୍ରା ସ୍ବଭାବିକଠାରୁ ଅଧିକ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଗଛର ଅଭାବ ଯୋଗୁ ତାତି ବିଢ଼ିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ତାପମାତ୍ରା…

ଟ୍ରାଙ୍କୁଲାଇଜ ପରେ ହାତୀର ଚିକିତ୍ସା ଆରମ୍ଭ

ଭଞ୍ଜନଗର,୬।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ କିଛିଦିନ ହେଲା ଅସୁସ୍ଥ ଥାଇ ଘୂରି ବୁଲୁଥିବା ମାଈ ହାତୀକୁ ସୋମବାର ଟ୍ରାଙ୍କୁଲାଇଜ ପରେ ଚିକିତ୍ସା କରାଯାଇଛି । ହାତୀଟିର ପାଟିରେ ସଂକ୍ରମଣ ହୋଇଥିବା ବୋଲି ଜଣାପଡ଼ିଛି। ତେବେ…

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁୁର ଗ୍ରାମରେ ଜଣେ ୧୭ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଅଭିଯୁକ୍ତଙ୍କୁ…

ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌ର ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସଫଳ ଅବତରଣ

ନୂଆଦିଲ୍ଲୀ,୬।୫: ଭାରତର ଲାଇଟ୍‌ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍‌ର ନାଭାଲ ଭାରିଆଣ୍ଟ ସୋମବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏୟାରକ୍ରାଫ ତେଜସ୍‌ର ନାଭାଲ ଭାରିଆଣ୍ଟ ଦେଶର ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ପରିବହନ କରୁଥିବା ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି।…

ଏୟାର ଭିସ୍ତାରାକୁ ବଡ଼ ଝଟ୍‌କା: ୭୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୬।୨: ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ବିମାନ ଚଳାଚଳ (ଡିଜିସିଏ) ଏୟାର ଭିସ୍ତାରାକୁ ଏକ ବଡ଼ ଝଟ୍‌କା ଦେଇଛି। ଭିସ୍ତାରା ଉପରେ ଡିଜିସିଏ ୭୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି। ଦେଶର ଉତ୍ତର-ପୂର୍ବ ଅଞ୍ଚଳର ସର୍ବନିମ୍ନ ସେବା ପାଇଁ ନ୍ୟୁନତମ…

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଙ୍କୁ ପିଏଚଡ୍‌ଡି ଡିଗ୍ରୀ ପ୍ରଦାନ କରିବାର…

୯.୨ କୋଟି ଦରମା ପରେ ବି ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡିଲା ମହଙ୍ଗା

ଲଣ୍ଡନ,୬।୨: ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡ଼ିଲା ମହଙ୍ଗା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା କେନରି ୱାର୍ଫରେ ଥିବା ସିଟିବ୍ୟାଙ୍କ ୟୁରୋପୀୟ ମୁଖ୍ୟାଳୟରୁ ଆସିଛି। ମିଳିଥିବା ସୂଚନାନୁଯାୟୀ, ଲଣ୍ଡନରେ ଥିବା ଏକ ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିଥିବାରୁ ହାଇ…

ପେଟ୍ରୋଲ ପମ୍ପରେ ଟଙ୍କା ଉଡ଼ାଇଲେ କାର୍‌ ଡ୍ରାଇଭର, ଏହା ଦେଖି କାନ୍ଦିବାକୁ ଲାଗିଲେ ମହିଳା, ଭିଡିଓ ଦେଖିଲେ…

ବିନମ୍ରତାକୁ ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କୁହାଯାଏ। ଯଦି ତୁମେ ନମ୍ର ତେବେ ତୁମ ପାଖରେ ଦୁନିଆର ସବୁଠାରୁ ଅଧିକ ଧନ ଅଛି ବୋଲି ଧରି ନେବ। ନମ୍ରତା ଗୁଣ ଥିଲେ ସବୁ ଲୋକ ଭଲ ପାଆନ୍ତି। ସମଗ୍ର ବିଶ୍ୱରେ ଲୋକମାନେ ସେମାନଙ୍କର…

ତୁର୍କୀ, ସିରିଆରେ ସବୁଠାରୁ ବଡ଼ ଭୂକମ୍ପ

ଇସ୍ତାନବୁଲ,୬।୨: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୨ଟି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକା ଭୁଶୁଡି ମାଟିରେ ମିଶିଯାଇଛି। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri