ରୋଷେଇ କରୁଥିଲେ ମହିଳା: ହଠାତ୍ ଲାଗିଲେ ନିଆଁ
ମୋହନା,୪।୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତରବା ପଞ୍ଚାୟତର ହାଚିପଙ୍କା ଗାଁରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି l ମହିଳା ଜଣକ ହେଲେ ଗାଁର ସୁନାମ ମଲ୍ଲୀକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମାଝୀ (୨୬)ପରିବାର…
ମାଦୁରୋଙ୍କ ପରି ସମାନ ଅବସ୍ଥା ହେବ ପୁଟିନଙ୍କର? ଜାଣନ୍ତୁ କିଏ କାହିଁ କହିଲେ ଏମିତି
କ୍ୱିଭ,୪।୧: ଆମେରିକା ଦ୍ୱାରା ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ନାଟକୀୟ ଗିରଫଦାରୀ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିଙ୍କୁ ଇସାରା କରି ଜେଲେନ୍ସକି କହିଛନ୍ତି ଯେ ୱାଶିଂଟନ…
Karnataka Gangrape: ୧୩ ବର୍ଷ ନାବାଳିକାକୁ ଗଣବଳାତ୍କାର ସମୟରେ କଲେ ଭଡ଼ିଓ, ୩ ଅଭିଯୁକ୍ତ ଚିହ୍ନଟ
ବେଙ୍ଗାଲୁରୁ,୪।୧: କର୍ନାଟକର ହୁବଲିରୁ ଏକ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୩ ବର୍ଷ ବୟସର ଜଣେ ନାବାଳିକା ଝିଅକୁ ଗଣବଳାତ୍କାର କରାଯାଇଥିଲା। ଏହି ମାମଲାରେ ଅଭିଯୁକ୍ତ ତିନି ପୁଅ ମଧ୍ୟ…
US-Venezuela Military: ଯଦି ଆମେରିକା ସହ ଯୁଦ୍ଧ ହୁଏ ତେବେ କେତେଦିନ ତିଷ୍ଠି ପାରିବ ଭେନେଜୁଏଲା, ଜାଣନ୍ତୁ ଉଭୟ ଦେଶର…
ଓ୍ବାଶିଂଟନ,୪।୧: ଆମେରିକା ଭେନେଜୁଏଲାରେ ସାମରିକ ଆକ୍ରମଣ ଆରମ୍ଭ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା। ଏହି ଅପରେଶନ ଆମେରିକାର ଏଲିଟ ଡେଲ୍ଟା ଫୋର୍ସ ଦ୍ୱାରା କରାଯାଇଥିଲା। ଏହି ଘଟଣା ପରେ, ଯଦି ଏହି ସଂଘର୍ଷ ଏକ…
ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୁଲା କୁକୁର, ନିୟନ୍ତ୍ରଣ ପାଇଁ କରାଗଲା…
ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ସରକାରୀ ଅନୁଷ୍ଠାନଗୁଡ଼ିକରେ ଅବାଧରେ ବୁଲା କୁକୁର ଓ ଗାଈ ଗୋରୁ ପ୍ରବେଶ କରି ଅନେକ କ୍ଷତି କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଏଡ଼ାଇବା ପାଇଁ ସରକାର ବର୍ତ୍ତମାନ ବୁଲା…
ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ବନ୍ଦୀ କରିବାରେ କେମିତି ସଫଳ ହେଲା ଆମେରିକା? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ
ଓ୍ବାଶିଂଟନ,୪।୧: ଶୁକ୍ରବାର ସକାଳେ (ଜାନୁଆରୀ ୨, ୨୦୨୬) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ପୋଷ୍ଟ କରୁଥିବା ସମୟରେ, ଭେନେଜୁଏଲାରେ ଏକ ବଡ଼ ସାମରିକ ବିକାଶ ଘଟିଥିଲା। ଆମେରିକା ଭେନେଜୁଏଲାର ରାଷ୍ଟ୍ରପତି…
ଆମ ବସ୍ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍ ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ ହୋଇଛି। ଶନିବାର ମୋ ବସ୍…
ରାମ ରହିମଙ୍କୁ ୪୦ ଦିନିଆ ପାରୋଲ, ଏହି ମାମଲାରେ କାଟୁଛନ୍ତି ସଜା
ଚଣ୍ଡିଗଡ଼,୪ା୧: ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ୪୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସାରେ ଥିବା ଡେରା ସଚ୍ଚା ସୌଦାରେ ରହିବେ। ରିପୋର୍ଟ ଅନୁଯାୟୀ, ଗୁରମିତ…
ଖାଲିଦା ଜିଆଙ୍କ ମୃତ୍ୟୁ ପରେ ଭାରତ ପାଇଁ ବାଂଲାଦେଶରୁ ଆସିଲା ବଡ଼ ବାର୍ତ୍ତା, ମୋଦି-ଜୟଶଙ୍କରଙ୍କୁ କହିଲେ…
ଢାକା/ନୂଆଦିଲ୍ଲୀ,୪।୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବିୟୋଗରେ ଭାରତ ସରକାର ଏବଂ ଭାରତର ଲୋକଙ୍କ ପକ୍ଷରୁ ଶୋକ ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ପ୍ରଶଂସା…
ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…
ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଠାରୁ ଲାଞ୍ଚ…
ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତା ଘୁଚିପାଲି ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମକା ବୋଝେଇ ଟ୍ରକ
ବଲାଙ୍ଗିର,୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଏନଏଚ ୨୬ ଜାତୀୟ ରାଜପଥ ବଲାଙ୍ଗିର ଟିଟିଲାଗଡ ରାସ୍ତା ଘୁଚି ପାଲି ଛକ ନିକଟରେ ରବିବାର ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଭୋର ସକାଳୁ ରାସ୍ତା ଉପରେ ଓଲଟି ପଡିଛି ।…
ବ୍ରିଜ୍ରୁ ତଳକୁ ଖସିଲା ବାଇକ୍, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ମୋହନା,୪।୧( ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମହେନ୍ଦ୍ରଗଡ ଗାଁ ନିକଟରେ ଥିବା ବ୍ରିଜ ତଳ ନଈକୁ ଖସିଲା ବାଇକ। ବାଇକ୍ ଖସିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଆର୍ ଉଦୟଗିରି ଥାନା…
Archives


