Home Left

ଦ ନାଇଟ ମ୍ୟାନେଜରରେ ଏକାଠି ନଜର ଆସିବେ ଅନିଲ-ଆଦିତ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଗାମୀ ଷ୍ଟ୍ରିମିଂ ଶୋ’ ଦ ନାଇଟ ମ୍ୟାନେଜରରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଅନିଲ କପୁରଙ୍କ ସହ ଏଥିରେ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା, ତିଳୋତ୍ତମା ଶୋମ, ଶାଶ୍ୱତ…

ଅଭିଯୋଗ ଶୁଣାଣି ବେଳେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ ଫିଲିପ୍ସ ବେହେରା, ସ୍ତ୍ରୀ ବାସନ୍ତୀ ତୁରୁକ। ଉତ୍କଳ ଆଲୁମିନା କାରଖାନା ଜମି ଜବରଦଖଲ କରିଥିବା…

ତୀର୍ଥଯାତ୍ରାରେ ଆସିଥିଲେ, ଜଳିଗଲା ବସ୍‌

ସାକ୍ଷୀଗୋପାଳ,୯।୧(ଡି.ଏନ୍‌.ଏ.): ପୁରୀ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଗୋପାଳ ଜୀଉଙ୍କ ପଶ୍ଚିମ ପାର୍ଶ୍ୱ ରାସ୍ତାରେ ଛିଡା ହୋଇଥିବା ଏକ ବସ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ବସ୍‌ରେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଯାତ୍ରୀମାନେ…

କେଜିର୍‌ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ ନିମନ୍ତ୍ରଣ କଲେ ସାକ୍ସେନା

ନୂଆଦିଲ୍ଲୀ,୯।୧: ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲଙ୍କ ମଧ୍ୟରେ ଏମ୍‌ସିଡି ନିର୍ବାଚନରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ବିବାଦ ଶେଷ ହୋଇନାହିଁ। ଏହି ସମୟରେ ଭି.କେ ସାକ୍ସେନା ସୋମବାର କେଜିର୍‌ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ…

ବିଶ୍ୱ ଭାରତକୁ ଚାହିଁରହିଛି: ମୋଦି

ଇନ୍ଦୋର,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦୋରରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ଏଥିସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ମଧ୍ୟପ୍ରଦେଶର ମାଟିରେ ଅନୁଷ୍ଠିତ ହେଇଛି। ଯାହାକୁ ଦେଶର ହୃଦୟ…

ଟେଲିଭିଜନ ଚ୍ୟାନେଲକୁ ସରକାରଙ୍କ ପରାମର୍ଶ: ରକ୍ତ, ଶାରୀରିକ ଆକ୍ରମଣ ସହ ଜଡିତ ଫୁଟେଜ କିମ୍ବା ଫଟୋ ଦେଖାଇବା ବନ୍ଦ କରାଯାଉ

ନୂଆଦିଲ୍ଲୀ,୯ ।୧: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଅଥାତ୍ ୯ ଜାନୁୟାରୀରେ ସମସ୍ତ ଟେଲିଭିଜନ ଚ୍ୟାନେଲ ପାଇଁ ଏକ ଗାଇଡଲାଇନ ଜାରି କରିଛନ୍ତି । ବିବ୍ରତ କଲାଭଳି ଭିଡିଓ ଓ ଫଟୋଗ୍ରାଫର ପ୍ରସାରଣକୁ ସମସ୍ତ ଟେଲିଭିଜନ ଚ୍ୟାନେଲ ବନ୍ଦ…

ମହାକାଳଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୋପାଲ,୯।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଉଜୈନ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ବାବା ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏଥିସହ ସେଠାର ସମସ୍ତ ରୀତିନୀତି ଅନୁଯାୟୀ ପୂଜାଅର୍ଜନା…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପୂର୍ବତନ ସେନା ମୁଖ୍ୟ, ଭାଜପା ଉଠାଇଲା ପ୍ରଶ୍ନ, କଂଗ୍ରେସ କହିଲା ବାହାଦୂର ଯବାନଙ୍କୁ କରାଯାଉଛି ବଦନାମ

ନୂଆଦିଲ୍ଲୀ,୯ ।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂର୍ବତନ ସେନା ମୁଖ୍ୟ ଜେନରାଲ ଦୀପକ କପୁରଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସମାଲୋଚନା କରିଛି । ଏହାକୁ ନେଇ ଏବେ ଭାଜପାକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଟିକାୟତ

ଚଣ୍ଡିଗଡ,୯।୧: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ ଯୋଡୋ ଯାତ୍ରା ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ପକ୍ଷରୁ ଯାତ୍ରାରେ ସାମିଲ ହେବାକୁ ରାକେଶ…

ଗୋହିରା ଡ୍ୟାମ୍‌ରେ ଓଲଟିଲା ଡଙ୍ଗା: ମାଛ ବେପାରୀ ନିଖୋଜ

ଦେବଗଡ଼,୯।୧(ଡି.ଏନ୍‌.ଏ.): ଗୋହିରା ଡ୍ୟାମ୍‌ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ। ମିଳିଥିବା ସୂଚନା ମୁତାବକ, ନୀଳାମ୍ବର ରବିବାର ରାତିରେ ଡଙ୍ଗା ଯୋଗେ ମାଛ ଆଣିବାକୁ ଡ୍ୟାମ୍‌ ଭିତରକୁ…

ଅଟୋ-ଟାଟାଏସିଇ ମୁହାଁମୁହିଁ: ୩ ମୃତ, ୫ ଗୁରୁତର

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ଏବଂ ମାଲବୋଝେଇ ଏସିଇ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ପୁରୁଷୋତ୍ତମପୁର,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ମାମା ସ୍ବାଇଁ। ଖବର ପାଇ ପୁରୁଷୋତ୍ତମପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri