Home Left

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଭାରତ ସମର୍ଥନରେ ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ବାଶିଂଟନ୍‌,୧୭।୨: ଆମେରିକାର ଦୁଇ ସାଂସଦ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଦ୍ୱିପାକ୍ଷିକ ବିଲ ଆଗତ କରିଛନ୍ତି। ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଣ୍ଣନା କରାଯାଇଛି। ଓରେଗନ୍‌ର ସାଂସଦ ଜେଫ ମର୍କଲି ଏବଂ…

ରାତିରେ ଥରାଉଛି ଗାଁ

ବଇଣ୍ଡା,୧୭ା୨(ପରିକ୍ଷିତ ସାହୁ): ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼ ଫଟାଇ ଚାଲିଛି ପଥର ଲୁଟ୍‌। ବିଳମ୍ବିତ ରାତିରେ ଡିନାମାଇଟ୍‌ ଲଗାଇ କରାଯାଉଛି ବିସ୍ଫୋରଣ। ଏହାର ପ୍ରଭାବରେ ଥରିଉଠୁଛି ଆଖପାଖ ଗାଁ । ୭୫ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଭୟଭୀତ ଅବସ୍ଥାରେ…

ନିଆଁ କରିଦେଲା ନିଃସ୍ବ

ପରଜଙ୍ଗ,୧୭।୨(ଡି.ଏନ୍‌.ଏ.): ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଶେଷ ହୋଇଯାଇଛି। ନିଆଁ ଧ୍ୱଂସ କରିଦେଇଛି ସାଇତା ସମ୍ପତ୍ତି। ପିନ୍ଧା ଲୁଗା ଛଡ଼ା ପାଖରେ କିଛି ନାହିଁ। ଜଣେ ନିଶାସକ୍ତ ବ୍ୟକ୍ତ ହିତାହିତ ଜ୍ଞାନ ହରାଇ ନିଜ ଘରେ ନିଆଁ ଲଗାଇଦେବା ପରେ…

ଇମ୍ରାନଙ୍କୁ ଗିରଫ ଭୟ

ଇସଲାମାବାଦ୍‌,୧୭।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗିରଫ ଖଣ୍ଡା ଝୁଲୁଛି। ଲାହୋର ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଛି। ଇମ୍ରାନଙ୍କ ସମର୍ଥକମାନେ ତାଙ୍କ ବାସଭବନକୁ ଘେରି ରହିଛନ୍ତି। ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଖେଳାଳିଙ୍କୁ ପଡ଼ିଆ ମନା, ବ୍ୟବସାୟୀଙ୍କୁ ଅନୁମତି

ଭଞ୍ଜନଗର,୧୭।୨(ଡି.ଏନ.ଏ.): ଭଞ୍ଜନଗର କବିସମ୍ରାଟ ଆଥ୍‌ଲେଟିକ୍‌ ଆସୋସିଏଶନ ଦ୍ୱାରା ପରିଚାଳିତ ଭଞ୍ଜନଗର ଜେଲ ପଡ଼ିଆକୁ ବାଣିଜ୍ୟ ମେଳା ପାଇଁ ଅନୁମତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ପଡ଼ିଆରେ ଗୁରୁବାର ଭଞ୍ଜନଗର ବାଣିଜ୍ୟ ମେଳା-୨୦୨୩ ଆରମ୍ଭ ହୋଇଥିବାରୁ ଭଞ୍ଜନଗରର କ୍ରୀଡ଼ା…

ଗ୍ୟାସ ଟ୍ୟାଙ୍କର୍‌-ଟ୍ରେଲର ମଧ୍ୟରେ ଧକ୍କା: ୩ ଜୀବନ୍ତ ଦଗ୍ଧ

ଆଜମେର,୧୭।୨: ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ଟ୍ୟାଙ୍କରରେ ନିଆଁ…

ରାତିରେ ଚାଲିଛି ମୋରମ ଲୁଟ୍‌

ରୂପସା, ୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତ ଅଧୀନ କେନ୍ଦୁଡ଼ାଙ୍ଗିରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ବ ବିଭାଗ, ପୋଲିସ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ…

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର ଦୃଢ ସ୍ଥିତିରେ ରହିଛି। ସୌରାଷ୍ଟ୍ର ପାଇଁ ଗ୍ରୀନ୍‌ ଟ୍ରାକ ପ୍ରସ୍ତୁତ କରିବା ବେଙ୍ଗଲ ପାଇଁ…

କ୍ଷମା ମାଗିଲା ଆଇସିସି

ଦୁବାଇ, ୧୭ା୨(ପି.ଟି.):ଟେଷ୍ଟ ଟିମ୍‌ ର଼୍ୟାଙ୍କିଙ୍ଗରେ ବୈଷୟିକ ତ୍ରୁଟି ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ଷମା ମାଗିଛି। ବୁଧବାର ପ୍ରଥମେ ଭାରତକୁ ନମ୍ବର ୧ ଟେଷ୍ଟ ଦଳ ଭାବେ ଘୋଷଣା କରିବାର କିଛି ସମୟ ପରେ ଏହାର ଅପ୍‌ଡେଟ୍‌ ତାଲିକାରେ ରୋହିତ…

ଖଇରା ମାଟିରେ ବ୍ରକୋଲି ଚାଷ

ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଷ୍ଣୁପୁର ଗ୍ରାମରେ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ କରି ମାଟିରେ…

ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି):ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି…

ଫୁଟ୍‌ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ

କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୧୯୫୦ ଦଶକରୁ ୬୦ ଦଶକ ମଧ୍ୟରେ ଭାରତୀୟ ଫୁଟବଲର ଶ୍ରେଷ୍ଠ ସମୟରେ ବଳରାମ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri