Home Left

ଭିକ ମାଗିଲେ ଜେଲ୍‌

ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି।…

କର୍ନେଲ ଗୀତା ରାଣା ରଚିଲେ ଇତିହାସ

ନୂଆଦିଲ୍ଲୀ,୯।୩: ଭାରତୀୟ ସେନାର କର୍ପସ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ମେକାନିକାଲ ଇଞ୍ଜିନିୟର୍ସର କର୍ନେଲ ଗୀତା ରାଣା ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବ ଲଦାଖର ଫରଓ୍ବାର୍ଡ ତଥା ଦୁର୍ଗମ ଅଞ୍ଚଳରେ ଫିଲ୍ଡ ଓ୍ବାର୍କଶପ୍‌ର ଦାୟିତ୍ୱ ସମ୍ଭାଳିବାରେ କର୍ଣ୍ଣେଲ ଗୀତା ରାଣା ପ୍ରଥମ ମହିଳା…

ଋଷି ସୁନକଙ୍କ ଅବୈଧ ପ୍ରବାସି ବିଲକୁ ବିରୋଧ

ଲଣ୍ଡନ,୯ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଘୋଷଣା କରିଥିଲେ କି ତାଙ୍କ ସରକାର ଖୁବଶୀଘ୍ର ଅବୈଧ ପ୍ରବାସି ବିଲ ଆଣିବେ, ଯାହାଦ୍ୱାରା ବ୍ରିଟେନରେ ପ୍ରବେଶ କରୁଥିବା ଅବୈଧ ପ୍ରବାସିଙ୍କ ଉପରେ ରୋକ ଲଗାଯାଇ ପାରିବ । ଏବେ ବ୍ରିଟେନରେ…

କ୍ଷୟକ୍ଷତି ପୂର୍ବରୁ ମିଳିବ ବିପଦର ଅପଡେଟ, ୨୦୨୪ରେ ଇସ୍ରୋ ଲଞ୍ଚ କରିବ ନିସାର ସାଟେଲାଇଟ

ବେଙ୍ଗାଲୁରୁ,୯ ।୩: ଆମେରିକା ବାୟୁସେନାର ସି-୧୭ ବିମାନ ବୁଧବାର ବେଙ୍ଗାଲୁରୁରେ ପହଞ୍ଚିଛି ଓ ନାସା-ଇସ୍ରୋ ସିନ୍ଥେଟିକ ଏପର୍ଚର ରାଡାର (NISAR) କୁ ଭାରତୀୟ ମହାକାଶ ଏଜେନ୍ସିକୁ ହସ୍ତାନ୍ତର କରିଛି । ଏହାକୁ ଆମେରିକା–ଭାରତ ସମ୍ପର୍କ ମଧ୍ୟରେ ଏକ ଦୃଢ ସେତୁ ବୋଲି…

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ କ୍ରିକେଟ ଦେଖିବେ । ସେ…

ବିପଦରେ ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ!

ନୂଆଦିଲ୍ଲୀ,୯ ।୩: ମୁମ୍ବାଇ ସମୁଦ୍ର କୂଳରେ ଥିବା ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ ଏବେ ବିପଦରେ । ଏହାର ନିର୍ମାଣ ପାଖାପାଖି ୧୦୦ ବର୍ଷ ପୁରୁଣା ହେବ । ୨୦୨୪ରେ ଏହା ୧୦୦ ବର୍ଷ ପୂରଣ କରିନେବ । ଏହା…

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ ଜିତିବା ପରେ ଭାରତ ୩-୧…

ପ୍ରଥମଥର ଶାଶୁଘରେ ହୋଲି ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ନବ ବିବାହିତ ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ହୋଲି ଫଟୋର ଝଲକ ପାଇବା ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ, ସିଡ୍‌-କିଆରା କିପରି ସେମାନଙ୍କର ପ୍ରଥମ…

ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା

ମୁମ୍ବାଇ: ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଯେଉଁଥିରେ କ୍ୟାଟ୍‌ ଏବଂ ବିକି ବହୁତ ଖୁସି ଥିବା…

ଜେଲ ଭିତରେ ସିସୋଡିଆଙ୍କ ଜୀବନ ବିପଦ ଅଭିଯୋଗ: ଭାଜପା କହିଲା, କେଜ୍‌ରିଓ୍ବାଲ୍‌ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆଙ୍କୁ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ତିହାରରେ ମନୀଷ ସିସୋଡିଆଙ୍କୁ ହତ୍ୟା କରିବା ପାଇଁ ଭାଜପା ଏକ ଷଡଯନ୍ତ୍ର ରଚିଥିବା ଏଏପି…

ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ଚନ୍ଦନ ପୋଖରୀ ନିକଟରେ ବୁଧବାର ଏକ ପରିବା ବିକାଳିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକର ମେଡିପୁଟ ଗ୍ରାମର ଅର୍ଜୁନ ଖିଲ (୪୫)। ସଦିଗ୍ଧ ଅବସ୍ଥାରେ ମୃତଦେହ ପଡ଼ିଥିବାରୁ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri