ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର
ନୂଆଦିଲ୍ଲୀ,୯।୩: ବଲିଉଡ୍ର ବେଶ୍ ଲୋକପ୍ରିୟ ଅଭିନେତା, କମେଡିଆନ୍ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ…
ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି
ଅଗରତାଲା,୯।୩: ତ୍ରିପୁରାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଶାହା ଅଗରତାଲାରେ ଅବସ୍ଥିତ ଗେଷ୍ଟ ହାଉସ ଛାଡିବା ସମୟରେ ତାଙ୍କ ଗାଡି ଆଗକୁ ଏକ ଧଳା କାର ଆସିଥିଲା। ସୁରକ୍ଷା କର୍ମୀମାନେ ମଧ୍ୟ ଗାଡିକୁ ଅଟକାଇବାକୁ…
ସାମ୍ନାକୁ ଆସିଲା ସତୀଶଙ୍କ ବ୍ୟବଚ୍ଛେଦ ରିପୋର୍ଟ
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ତେବେ ଶେଷ ରୀତିନୀତି ପୂର୍ବରୁ ସତୀଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ବର୍ତ୍ତମାନ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛ। ଯେଉଁଥିରେ ତାଙ୍କ ମୃତ୍ୟୁର କାରଣ ଜଣାପଡିଛି। ସତୀଶଙ୍କ ପୋଷ୍ଟମର୍ଟମ…
ଏୟାର ଇଣ୍ଡିଆରେ ଅଛନ୍ତି ସର୍ବାଧିକ ମହିଳା ପାଇଲଟ
ନୂଆଦିଲ୍ଲୀ,୯।୩: ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା ଏୟାରଲାଇନ୍ସ ହୋଇପାରିଥିବା କମ୍ପାନୀ ଦାବି କରିଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟାଟା ଗ୍ରୁପ…
ଜୁନୈଦ-ନାସିରଙ୍କ ପରିବାରକୁ ଏଆଇଏମଆଇଏମ ଦେବ ଦେଢ ଦେଢ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୯ ।୩: ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ ରାଜସ୍ଥାନର ଜୁନୈଦ ଓ ନାସିରଙ୍କ ପରିବାରକୁ ଦେଢ ଦେଢ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି । ଜୁନୈଦ ଓ ନାସିରଙ୍କୁ ହରିୟାଣାରେ ଗୋ ରକ୍ଷକମାନେ ହତ୍ୟା…
ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ପ୍ୟାନ୍-ଆଧାର ଲିଙ୍କ ବ୍ୟତିତ ଏସବୁ କାମ, ନଚେତ ପଡ଼ିବେ ଅସୁବିଧାରେ…
ନୂଆଦିଲ୍ଲୀ,୯।୩: ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବ। ଏପ୍ରିଲ ୧ରୁ ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭ ହେବ। ଏଣୁ ମାର୍ଚ୍ଚ ୩୧ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ପଡିବ। ନଚେତ ଯେ କେହି ଅସୁବିଧାରେ ପଡ଼ି…
ଟିକିଲି ଲଗାଇ ନ ଥିବାରୁ ମହିଳାଙ୍କୁ ଗାଳି କଲେ ଭାଜପା ଏମ୍ପି
ବେଙ୍ଗାଲୁରୁ,୯।୩: କର୍ନାଟକରେ ଭାଜପା ଏମ୍ପି ଏସ ମୁନିସ୍ବାମୀ ବିବାଦ ଘେରକୁ ଆସିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମୁନିସ୍ବାମୀ କୋଲାର ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଟିକିଲି ଲଗାଇ ନ ଥିବାରୁ ଜଣେ ମହିଳାଙ୍କୁ ଗାଳି…
ଶୁକ୍ରବାରଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ଘଣ୍ଟାଏ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର
କଟକ ଅଫିସ,୯।୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହା ମାର୍ଚ୍ଚ ୧୦ ଅର୍ଥାତ୍ ଶୁକ୍ରବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚିବ। ପ୍ରଶ୍ନପତ୍ର…
ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ
ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ। ସ୍ବାମୀ ପୀୟୁଷ ପୁରୀଙ୍କ ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଦୁହେଁ ବର୍ଷେ…
ଆଖି ଆଗରେ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ସତୀଶ, ୧୨ ବର୍ଷ ପରେ…
ବମ୍ବେ: ଅଭିନେତା, କମେଡିଆନ୍, ନିର୍ଦ୍ଦେଶକ ତଥା ସ୍କ୍ରିନ୍ ଲେଖକ ସତୀଶ କୌଶିକ ଆଉ ଆମ ଗହଣରେ ନାହାନ୍ତି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ବନ୍ଧୁମାନଙ୍କ ସହ ଦିଲ୍ଲୀରେ…
ଶିବସେନାକୁ ଭାଙ୍ଗି ବଡ଼ ଅପରାଧ କରିଛି ଭାଜପା: ସଞ୍ଜୟ ରାଉତ
ମୁମ୍ବାଇ,୯।୩: ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’ ଯାହା ମହାରାଷ୍ଟ୍ରର ହୃଦୟରେ ପ୍ରବେଶ କରିଛି। ମହାରାଷ୍ଟ୍ର ଏବଂ ଶିବସେନାବାସୀ ଏହାକୁ ଭୁଲି ପାରିବେ…
ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ପାକିସ୍ତାନ: ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି
ଓ୍ବାଶିଂଟନ୍,୯।୩: ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ବୋଲି ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି କରାଯାଇଛି। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଚିନ୍ତା ପ୍ରକଟ…
Archives


