କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ମନ୍ତବ୍ୟ: କଂଗ୍ରେସ ଶାସନ କାଳରେ ଠିକ୍ ବିଦ୍ୟୁତ ଯୋଗାଯାଇ ନ ଥିବାରୁ ବଢିଛି ଜନସଂଖ୍ୟା
ବେଙ୍ଗାଲୁରୁ,୯।୩: କର୍ନାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ମାସରେ ଶେଷ ହେବ। ଖୁବ୍ଶୀଘ୍ର ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଗୁରୁବାର କେନ୍ଦ୍ରମନ୍ତ୍ରୀ…
ଆସନ୍ତାକାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଏହି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲାରେ ୯୦୦କୋଟି ଟଙ୍କାର ୬୦୦ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର…
ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା
ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନେପାଳୀ ଓ୍ବାଚ୍ମ୍ୟାନ୍ ନିଜର ପତ୍ନୀ, ପୁଅ ଏବଂ ଝିଅଙ୍କୁ ଅତି ନିର୍ମମ…
ଖ୍ବାଜାଙ୍କ ଶତକ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୫୫/୪
ଅହମ୍ମଦାବାଦ୍,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଅହମ୍ମଦାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଚାରି ଉଇକେଟ ହରାଇ ୨୫୫…
ଆକାଶରୁ ହେଉଛି କୀଟପତଙ୍ଗ ବର୍ଷା, ଛତା ନ ନେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ
ବିଜ୍ଞାନ ମାଧ୍ୟମରେ ମଣିଷ ଯେତେ ଅଗ୍ରଗତି କରୁନା କାହିଁକି ପ୍ରକୃତି ଆଗରେ କେହି କିଛି ନୁହଁ। ଆଜି ବି ଅନେକ ଅସମାହିତ ରହସ୍ୟ ଅଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ବିଶେଷକରି ଆକାଶରୁ ଜଳ, କୁଆପଥର, ଧୂଳି, ବାଲି ବର୍ଷା ହେବାର…
ରିଲିଜ ହେଲା ‘ଡ୍ରିମ ଗର୍ଲ ୨’ର ଟିଜର
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ହୋଲି ଅବସରରେ ପ୍ରଶଂସକଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି । କିଛିଦିନ ହେବ ପ୍ରଶଂସକ ଅପେକ୍ଷା ରଖିଥିବା ମୁଭି ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଛି । ଆୟୁଷ୍ମାନ ତାଙ୍କ ଇନଷ୍ଟାଗ୍ରାମରେ ଟିଜରଟିକୁ…
ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା
କୋରାପୁଟ,୯।୩(ସ୍ବ.ପ୍ର.): ଶୁକ୍ରବାର ମାଟ୍ରିକ ପରୀକ୍ଷା। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ଗୁରବାର ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି। କୋରାପୁଟ ଜିଲାରେ ମାଟ୍ରିକ ପରୀକ୍ଷା ପାଇଁ ୮୦ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ…
ଶପଥ ନେଲେ ଆତିଶୀ, ସୌରଭ
ନୂଆଦିଲ୍ଲୀ, ୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନ ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ କରାଇଥିଲେ।…
ଲିଫ୍ଟ ମାଗି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଦାରିଙ୍ଗବାଡ଼ି,୯ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି…
ମୋଦି ଦେଶର ସବୁଠାରୁ ବଡ଼ ନେତା: ଆସାମ ମୁଖ୍ୟମନ୍ତ୍ରୀ
ଗୁଆହାଟି,୯।୩: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ମେଣ୍ଟ ସରକାର କରି ପୁଣି କ୍ଷମତାକୁ ଫେରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ଭାଜପା ମେଣ୍ଟ ସରକାର ନିର୍ବାଚନରେ ବିଜୟୀ ହୋଇଥିବାବେଳେ ମେଘାଳୟରେ ଏନ୍ପିପିକୁ ସମର୍ଥନ ଘୋଷଣା କରିଛି।…
ଫଡନଭିସଙ୍କ ଶାସନ କାଳରେ ହୋଇଛି ୫୦୦ କୋଟିର ଘୋଟାଲା: ଅଜିତ ପାୱାର
ମୁମ୍ବାଇ,୯ ।୩: ମହାରାଷ୍ଟ୍ର ବିଧାନସଭାରେ ବିରୋଧି ଦଳ ନେତା ଅଜିତ ପାୱାର ଗୁରୁବାର ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ଥିବା ସରକାରଙ୍କ କାର୍ଯ୍ୟକାଳରେ ରାଜ୍ୟରେ ସୂଚନା ଏବଂ ପ୍ରସାରଣ ବିଭାଗରେ ୫୦୦ କୋଟି…
ଏକଦା ଶୁଟିଂସେଟ୍ରେ ସଲମାନଙ୍କ ସହ ସତୀଶଙ୍କର ହୋଇଥିଲା ଝଗଡ଼ା
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍ଘାତରେ ତାଙ୍କର ଗୁରୁବାର ଦେହାନ୍ତ ହୋଇଛି। ସତୀଶ କେବଳ ନିଜର ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ନୁହନ୍ତି ବରଂ ତାଙ୍କର ସୁନ୍ଦର ନିର୍ଦ୍ଦେଶନା ଯୋଗୁ…
Archives


