ସେଲଫି ବିବାଦ ପରେ ପ୍ରଥମଥର ମୁହଁ ଖୋଲିଲେ ପୃଥ୍ବୀ ଶ’
ନୂଆଦିଲ୍ଲୀ,୯।୩: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଗତ କିଛି ଦିନ ହେବ ଭଲ ଚାଲିନାହିଁ। ଭାରତୀୟ କ୍ରିକେଟ ଟିମ୍ରୁ ବାଦ୍ ପଡିବା ସହ ବିବାଦରେ ଛନ୍ଦି ହୋଇପଡିଛନ୍ତି। ନିକଟରେ ସେଲଫି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥିଲେ। ରିପୋର୍ଟ ଅନୁଯାୟୀ, ମୁମ୍ବାଇ…
ଆନ୍ଧ୍ରପ୍ରଦେଶରେ ଜଗନ ମୋହନଙ୍କ ୧୭୫ ମିଶନ
ଅମରାବତୀ,୯।୩: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ନିକଟରେ ସେ ପ୍ରାୟ ୧୫୦ ଜୋନାଲ ଇନ୍ଚାର୍ଜ ନିଯୁକ୍ତ କରିଛନ୍ତି। ସୂଚନା ମୁତାବକ, ୨୦୨୪ରେ ହେବାକୁ…
ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର: କହିଲେ, ସମ୍ମାନିତ ଅନୁଭବ କରୁଛି
ନୂଆଦିଲ୍ଲୀ,୯।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଙ୍କୁ ଭାରତୀୟ ନୌସେନା ପକ୍ଷରୁ ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏଥିସହ ସେ ଆଇଏନ୍ଏସ୍ ବିକ୍ରାନ୍ତର କକ୍ପିଟ୍ରେ ବସିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ନବନିଯୁକ୍ତ, ଭାରତୀୟ…
ଏହି କାରଣରୁ ଶାହାରୁଖଙ୍କ ‘ପଠାନ’କୁ ପଛରେ ପକାଇଲା ‘ତୁ ଝୁଠି ମୈ ମକ୍କର’
ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବମ୍ପର ରୋଜଗାର କରିଛି। କେବଳ ଏତିକି ନୁହେଁ, ଆଇଏମଡିବି ରେଟିଂ…
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା
ବାଲିଗୁଡ଼ା:୯।୩ :(ଡି.ଏନ.ଏ.): ବିପଦ ସଙ୍କୁଳ ଅବସ୍ଥାରେ ଗଢାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ…
ଭୁଲ୍ରେ ବି ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହି ୫ ଜିନିଷ, ହୋଇଯିବେ କାଙ୍ଗାଳ…
ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି। ବିଶ୍ୱାସ ରହିଛି ଯେ ଯେଉଁ ଘରେ ତୁଳସୀ ପୂଜା କରାଯାଏ, ସେଠାରେ ସର୍ବଦା ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ରହିଥାଏ। ଏହି କାରଣରୁ ତୁଳସୀଙ୍କୁ ପବିତ୍ର ଏବଂ ପୂଜନୀୟ…
ସିସୋଡିଆଙ୍କୁ ଗିରଫ କରିପାରେ ଇଡି
ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଗିରଫ କରିପାରେ। ଏନେଇ ଆମ ଆଦମୀ ପାର୍ଟି (ଏଏପି)ର ଏକ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି…
ପାରାଦୀପରେ ଧରାପଡିଥିବା ଗୁଇନ୍ଦା ପାରାକୁ ଅଣାଗଲା ଭୁବନେଶ୍ୱର
ଭୁବନେଶ୍ୱର,୯।୩(ବ୍ୟୁରୋ): ପାରାଦୀପରେ ଧରାଯାଇଥିବା ଗୁଇନ୍ଦା ପାରାକୁ ଗୁରୁବାର ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବ୍କୁ ଅଣାଯାଇଛି। ସୂଚନାଯୋଗ୍ୟ, କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ପାରାକୁ ସେମାନେ ଦେଖିଥିଲେ। ତେବେ ପାରା ଗୋଡରେ ସ୍ପାଏ କ୍ୟାମେରା…
ମାର୍କେଟରେ ‘ବିଟେକ୍ ଗୁପ୍ଚୁପ୍ ବାଲୀ’: ବୁଲେଟ୍ରେ ଷ୍ଟଲ ନେଇ ଆସୁଛନ୍ତି ୨୧ ବର୍ଷୀୟ ଯୁବତୀ…
ଯେତେବେଳେ ୨୨ ବର୍ଷୀୟ ପ୍ରଫୁଲ୍ଲ ବିଲୋର୍ ‘ଏମ୍ବିଏ ଚାଏଓ୍ବାଲା’ ନାମରେ ନିଜର ଦୋକାନ ଖୋଲିଥିଲେ, କେହି ବି ଭାବି ନ ଥିଲେ ଯେ ତାଙ୍କର ଚା’ ବ୍ୟବସାୟ ଏତେ ଆଗକୁ ବଢ଼ିବ ଯେ ସେ କୋଟିପତି ହୋଇଯିବେ। ଏବେ ଏହି କ୍ରମରେ…
ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ବଢ଼ିଲା ଅଙ୍ଗନୱାଡି କର୍ମୀଙ୍କ ଦରମା
ମୁମ୍ବାଇ,୯।୩: ମହାରାଷ୍ଟ୍ର ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି। ବଜେଟରେ ସରକାର କେତେକ ବଡ଼ ଘୋଷଣା କରିଛନ୍ତି। ବଜେଟରେ କୃଷକ, ମହିଳା, ଆଦିବାସୀ, ଓବିସି, ଭିତ୍ତିଭୂମି ବିକାଶ,…
ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ
ମୁମ୍ବାଇ,୯।୩: ବଲିଉଡ୍ର ବେଶ୍ ଲୋକପ୍ରିୟ ଅଭିନେତା, କମେଡିଆନ୍ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ ପରେ ଅଭିନେତାଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସରେ ତାଙ୍କ ବାସଭବନକୁ ନିଆଯିବ। ଅନ୍ୟପଟେ ସତିଶଙ୍କ ଅନ୍ତିମ…
ମଦ ନିଶାରେ ବିଦ୍ୟୁତ୍ ତାରରେ ଝୁଲି ପଡ଼ିଲେ ବ୍ୟକ୍ତି, ହାଇ ଭୋଲ୍ଟେଜ୍ ଡ୍ରାମା ଦେଖି…
ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖିଲେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ମଦ ନିଶାରେ ବିଦ୍ୟୁତି୍ ତାରରେ ଏଭଳି ଓହଳି ରହିଛନ୍ତି ଯେ…
Archives


