Home Left

ଅହମ୍ମଦାବାଦ ଟେଷ୍ଟରେ ବ୍ୟାଟ୍‌ ନ ଧରିବି ସ୍ବତନ୍ତ୍ର ତ୍ରିଶତକ ପୂରଣ କଲେ କୋହଲି

ଅହମ୍ମଦାବାଦ,୧୦।୩: ଟେଷ୍ଟ କ୍ରିକେଟରେ ଫର୍ମ ସହ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଠାରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ ନ ଧରି ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଛନ୍ତି। କୋହଲି ଅଶ୍ୱିନଙ୍କ ବଲ୍‌ରେ…

ଗୁଳି, ଭୁଜାଲି ମାଡ଼ ଘଟଣା:୨ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସଷ୍ଟାଣ୍ଡ ନିକଟରେ ଗୁରୁବାର ଘଟିଥିବା ଗୁଳି ଓ ଭୁଜାଲି ମାଡ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ର। ଅନ୍ୟ ଅଭିଯୁକ୍ତମାନେ…

୯ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୦।୩(ବି୍ୟରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ୯ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହି ଜିଲା…

ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର, ଏବେ କେବଳ…

ସିଡନୀ,୧୦।୩: ଅଷ୍ଟ୍ରେଲିଆ ପାଇଁ ୩୮ ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ କ୍ରିକେଟର ଶୌନ ମାର୍ଶ ଫାଷ୍ଟ କ୍ଲାସ୍‌(ପ୍ରଥମ ଶ୍ରେଣୀ) ଏବଂ ଓଡିଆଇ(ଦିନିକିଆ) କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏବେ ତାଙ୍କୁ କେବଳ ଟି -୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ୨୦୦୧…

ସନ୍ଦିଗ୍ଧ ପାରା ଯିବ ସିଏଫ୍‌ଏସ୍‌ଏଲ

ପାରାଦୀପ,୧୦।୩(ଡି.ଏନ୍‌.ଏ.): ପାରାଦୀପ ସମୁଦ୍ରରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ(ସିଏଫ୍‌ଏସ୍‌ଏଲ୍‌) ଯିବ। ରାଜ୍ୟ ଫୋରେନସିକ ଲ୍ୟାବ କୌଣସି ନିଷ୍କର୍ଷରେ ପହଞ୍ଚି ନ ପାରିବାରୁ କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ ସିଏଫ୍‌ଏସ୍‌ଏଲକୁ ପଠାଯିବ। ପାରା ଦେହର ଲେଖା ଓ ଡିଭାଇସ…

ଦାଦନ ଖଟିବାକୁ ଯାଇଥିଲେ: ଟ୍ରେନ ଲାଇନରୁ ମିଳିଲା ମୃତଦେହ

କୋକସରା,୧୦।୩(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଟ୍ରେନ୍‌ ଲାଇନରୁ ଉଦ୍ଧାର ହୋଇଛି। ସେ ହେଲେ ଦେବାନନ୍ଦ ପୂଝାରୀ(୨୭)। ମିଳିଥିବା ସୂଚନା ମୁତାବକ, ଦେବାନନ୍ଦ ୨ ମାସ ତଳେ…

ବିବାହ ଭୋଜି ଖାଇ ଗୋଟିଏ ପରିବାରର ୬ ଗୁରୁତର

କୋକସରା,୧୦।୩(ଡି.ଏନ୍‌.ଏ): ବିବାହ ଭୋଜି ଖାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ଗ୍ରାମରେ ଗୁରୁବାର ଦିନ ବେଳେ ହୋଇଥିବା ବିବାହ ଭୋଜି ଖାଇ ଗୋଟିଏ…

କରନ୍‌-ତେଜସ୍ବୀଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ! ଅଭିନେତ୍ରୀ କହିଲେ…

ବମ୍ବେ: ଟେଲିଭିଜନର ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ମଧ୍ୟରୁ ଅଭିନେତା କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ବିଗ୍‌ବସ୍‌ ଘରୁ ଦୁହିଁଙ୍କ ସମ୍ପର୍କ ହୋଇଥିଲା ଆରମ୍ଭ। ଦୀର୍ଘ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ତେଜିଲା

ମୁନିଗୁଡ଼ା,୧୦ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟବସାୟୀ ନଗରୀ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଶୁକ୍ରବାର ଏହି ଦାବି ନେଇ ସ୍ଥାନୀୟ କନ୍ୟକା ପରମେଶ୍ବରୀ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯନ୍ତ…

ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ହେଲେ ସୋମନାଥ ଭାରତୀ

ନୂଆଦିଲ୍ଲୀ,୧୦।୩: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜ ମନ୍ତ୍ରୀ ହେବା ପରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜଙ୍କ ପୂର୍ବରୁ ରାଘବ ଚଡ୍ଡା ଏହି…

ରାମନବମୀ ମହୋତ୍ସବ ଶୋଭାଯାତ୍ରାରେ ବାଜିବ ନି ଡିଜେ

ଭଦ୍ରକ ଅଫିସ,୧୦।୩: ଭଦ୍ରକ ରାମନବମୀ ମହୋତ୍ସବ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୩ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ଉପଲକ୍ଷେ ଆସନ୍ତା ୧୨ ତାରିଖରେ…

୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri