ମାର୍ଚ୍ଚ ୧୧ରେ ସର୍ବଦଳୀୟ ବୈଠକ ଡକାଇଲେ ଫାରୁକ ଅବଦ୍ଦୁଲା
ଶ୍ରୀନଗର,୧୦।୩: ସଂସଦର ସଦସ୍ୟ ତଥା ନ୍ୟାସନାଲ କନ୍ଫରେନ୍ସର ଅଧ୍ୟକ୍ଷ ଡକ୍ଟର ଫାରୁକ ଅବଦ୍ଦୁଲା ଜମ୍ମୁ-କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ରାଜ୍ୟ ସମ୍ମୁଖୀନ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ…
ପୁରୀରେ ପୁଣି ଅଗ୍ନିକାଣ୍ଡ
ପୁରୀ ଅଫିସ,୧୦।୩: ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ବୁଧବାର ପୁରୀ ବଡ଼ଦାଣ୍ଡ ମରୀଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪୩ ଦେକାନ ପୋଡ଼ି ଛାରକାର ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରି କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ…
ପାଟଣା, ସାହାରପଡ଼ା ବ୍ଲକରେ ୧୬୧ ଛାତ୍ରୀଛାତ୍ର ପରୀକ୍ଷାରେ ଅନୁପସ୍ଥିତ
ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକରେ ଉଚ୍ଚ ମାଧମିକ ପରିଷଦ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଯାଇଛି। ପାଟଣା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର ଓ ସାହାରପଡ଼ା ବ୍ଲକରେ ୯ଟି ପରୀକ୍ଷା…
ଟୁଇଟ୍ରେ ୨ ନେତ୍ରୀ ମୁହାଁମୁହିଁ
ଭୁବନେଶ୍ୱର ଅଫିସ,୧୦।୩(ବ୍ୟୁରୋ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଭାଜପା ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ନେତ୍ରୀଙ୍କ ମଧ୍ୟରେ ଟୁଇଟ୍ ଯୁଦ୍ଧ ଲାଗିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ…
ତାରାତାରିଣୀଙ୍କ ଚୈତ୍ର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି
ପୁରୁଷୋତ୍ତମପୁର,୧୦।୩(ଡି.ଏନ୍.ଏ.): ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା। ଏହାକୁ ମାତ୍ର ଆଉ ଚାରିଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଏବେ ପ୍ରସ୍ତୁତି ଜୋରଦାର ଚାଲିବା…
ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୩୬/୦
ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ବିନା କୌଣସି ଉଇକେଟ ହରାଇ ୩୬ ରନ୍ କରିଛି। ଫଳରେ ଭାରତ ପ୍ରଥମ ଇନିଂସଠାରୁ ୪୪୪ ରନ୍ର ପଛରେ…
ଜମି ବଦଳରେ ଚାକିରି ଦେବା ମାମଲା: ତେଜସ୍ବୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡିର ଚଢ଼ାଉ
ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଚଢ଼ାଉ କରିଛି। ରାଜଧାନୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଥିବା ଆରଜେଡି ନେତାଙ୍କ ବାସଭବନରେ…
ଅଷ୍ଟ୍ରେଲିଆ ୪୮୦ ରନ୍ରେ ଅଲ୍ଆଉଟ
ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରି ଅଲ୍ଆଉଟ ହୋଇଯାଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର…
ପାର୍କିଂରେ ଠିଆ ହୋଇଥିବା ବସ୍ରେ ହଠାତ୍ ଲାଗିଲା ନିଆଁ: ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ
ବେଙ୍ଗାଲୁରୁ,୧୦।୩: ବେଙ୍ଗାଲୁରୁରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସରକାରୀ ବସ୍ରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ବସ୍ ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ବେଙ୍ଗାଲୁରୁର ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ବିଏମ୍ଟିସି) ବସ୍ଷ୍ଟାଣ୍ଡରେ ଘଟିଛି।…
ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ
ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେ କୁହନ୍ତି ମୋ ଭଳି ଜଣେ ନବାଗତଙ୍କୁ…
ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ
କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା ବେଳେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧…
ପଶ୍ଚିମା ଝଡ଼ ପ୍ରଭାବରେ ଏହି ସବୁ ଜିଲାରେ ବିଜୁଳି,ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦।୩(ବ୍ୟୁରୋ): ସକ୍ରିୟ ରହିଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଂଶିକ ମେଘାଛନ୍ନ ରହିଛି। ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି…
Archives


