Home Left

ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି ତାଙ୍କର ପ୍ରଶଂସକ, ବନ୍ଧୁ ଏବଂ ପରିବାରଲୋକେ ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଗୁରୁବାର…

ପୋଡ଼ିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ଥାନା ତୁକୁଲା ଗାଁର କିରାନା ଦୋକାନରେ ହଠାତ ନିଅଁା ଲାଗି ପୋଡ଼ିଯାଇଛି। ଗୁରୁବାର ରାତିରେ ତୁକୁଲା ଗାଁର ବଲ୍ଲଭ ମେହେର କିରାନା ଦୋକାନ ପ୍ରତିଦିନ ଭଳି ବନ୍ଦ କରି ମାଲପଡା ଘରକୁ ଚାଲିଯାଇଥିଲେ। ରାତିରେ ଦୋକାନରେ…

ଭିକ୍ଷା ବୃତ୍ତିରେ ଲଗାଇବାକୁ ଚୋରି: ଅପହୃତ୍ତ ନାବଳକ ଉଦ୍ଧାର, ମହିଳା ଗିରଫ

ଭୁବନେଶ୍ୱର,୯।୨(ବ୍ୟୁରୋ)- ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଛୁଆ ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତା ହେଲେ ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମଜୁରିଗଡ଼ିଆ ଗ୍ରାମର ଜୁଲି ସବର(୨୦)। ଜୁଲିଙ୍କୁ ମଙ୍ଗଳବାର କୋର୍ଚଚାଲାଣ…

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାପାଙ୍କ ଜୀବନଗଲା, ପୁଅ ଗୁରୁତର

ଖୁଣ୍ଟା,୧୦ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ଟିଟିଆ ଛକଠାରେ ଶୁକ୍ରବାର ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭୁପଡ଼ ଗ୍ରାମର ଗୁଡରା ସୋରେନ(୮୦)। ଗୁରୁତର ଲସ ସୋରେନଙ୍କୁ ଚିକିତ୍ସା…

ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି। ଲୋକମାନେ ଏକ ପ୍ରମୁଖ ରାଜପଥରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଦେଖାଯାଇଛି। ଏହି…

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରି ୧୮୦ ରନ୍‌ର ଇନିଂସ ଖେଳିଥିଲେ।…

ପ୍ରେମରେ ବିଫଳ: ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲେ ଯୁବକ

କୋକସରା,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଗୋବର୍ଦ୍ଧନ ମାଝି (୩୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରେମରେ ବିଫଳ ହେବା ପରେ ହତାଶହୋଇ ଗୋବର୍ଦ୍ଧନ ଏଭଳି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୋବର୍ଦ୍ଧନ ଜଣେ ନାବାଳିକାକୁ…

ଲୋକପ୍ରିୟ ଶୋ’ର ଶୁଟିଂସେଟ୍‌ରେ ଲାଗିଛି ଭୟଙ୍କର ନିଆଁ

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ର ଶୁଟିଂ ସେଟ୍‌ରେ ଲାଗିଛି ଭୟଙ୍କର ନିଆଁ। ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ…

ଅହମ୍ମଦାବାଦ ଟେଷ୍ଟରେ ବ୍ୟାଟ୍‌ ନ ଧରିବି ସ୍ବତନ୍ତ୍ର ତ୍ରିଶତକ ପୂରଣ କଲେ କୋହଲି

ଅହମ୍ମଦାବାଦ,୧୦।୩: ଟେଷ୍ଟ କ୍ରିକେଟରେ ଫର୍ମ ସହ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଠାରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ ନ ଧରି ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଛନ୍ତି। କୋହଲି ଅଶ୍ୱିନଙ୍କ ବଲ୍‌ରେ…

ଗୁଳି, ଭୁଜାଲି ମାଡ଼ ଘଟଣା:୨ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସଷ୍ଟାଣ୍ଡ ନିକଟରେ ଗୁରୁବାର ଘଟିଥିବା ଗୁଳି ଓ ଭୁଜାଲି ମାଡ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ର। ଅନ୍ୟ ଅଭିଯୁକ୍ତମାନେ…

୯ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୦।୩(ବି୍ୟରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ୯ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହି ଜିଲା…

ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର, ଏବେ କେବଳ…

ସିଡନୀ,୧୦।୩: ଅଷ୍ଟ୍ରେଲିଆ ପାଇଁ ୩୮ ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ କ୍ରିକେଟର ଶୌନ ମାର୍ଶ ଫାଷ୍ଟ କ୍ଲାସ୍‌(ପ୍ରଥମ ଶ୍ରେଣୀ) ଏବଂ ଓଡିଆଇ(ଦିନିକିଆ) କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏବେ ତାଙ୍କୁ କେବଳ ଟି -୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ୨୦୦୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri