Home Left

ଜେପି ନଡ୍ଡା, ଅମିତ ମାଲବିୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରିୟଙ୍କ ଖାର୍ଗେ

ବେଙ୍ଗାଲୁରୁ, ୧୯।୬: କର୍ନାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ସେଲ ପ୍ରଭାରୀ ଅମିତ ମାଲବିୟ ଏବଂ ଚଣ୍ଡିଗଡ଼ ରାଜ୍ୟ ସଭାପତି ଅରୁଣ ସୁଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି…

ରିଲିଫ କେନ୍ଦ୍ର ପରିଦର୍ଶନ କଲେ, ବସ୍ଥାପିତଙ୍କୁ ଭେଟିଲେ

ଇମ୍ଫାଲ,୧୯।୬: ହିଂସାକାଣ୍ଡରେ ପ୍ରଭାବିତ ମଣିପୁରର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ସୋମବାର ରିଲିଫ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବିସ୍ଥାପିତମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ସେ ସମସ୍ତଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିଶ୍ଚିତ କରିଥିବା…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସିଗ୍‌ନାଲ ଜେଇଙ୍କ ଘର ସିଲ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘରକୁ ସୋମବାର ସିଲ୍‌ କରାଯାଇଛି। ସେଠାରେ ଥିବା ତାଙ୍କ ଭଡା ଘର ସିଲ୍‌ କରାଯାଇଛି। ତେବେ କିଏ ସିଲ୍‌ କରିଛିି ତା ଏଯାବତ…

ରିଆମାଳ ବ୍ଲକ କଂଗ୍ରେସ କର୍ମୀଙ୍କ ସମୂହ ଇସ୍ତଫା

ରିଆମାଳ,୧୯ା୬(ନିରଞ୍ଜନ ବେହେରା) ଦେବଗଡ଼ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ରିଆମାଳ ବ୍ଲକ ନାଉଲିପଡ଼ାଠାରେ ବ୍ଲକ କଂଗ୍ରେସ କମିଟିର ବହୁ କର୍ମୀ ରବିବାର ଏକ ବୈଠକ କରି ଦଳରୁ ସମୂହ ଇସ୍ତଫା ପ୍ରଦାନ…

କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ଶୁବମାନ

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ ଚଳିତ ବର୍ଷ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଶୁବମାନ ଚଳିତ ବର୍ଷ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟରେ ଶତାବ୍ଦୀ ଖେଳିଛନ୍ତି। ଏହି ସମୟରେ,…

ଏସିଆନ ଫେସିଂ ଚାମ୍ପିୟନଶିପ: ଭବାନୀ ଦେବୀ ରଚିଲେ ଇତିହାସ,

ନୂଆଦିଲ୍ଲୀ,୧୯।୬: ଭାରତୀୟ ଫେନସର ଭବାନୀ ଦେବୀ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ଚାଇନାର ୱକ୍ସିରେ ଚାଲିଥିବା ଏସୀୟ ଫେନ୍ସିଂ ଚାମ୍ପିୟନଶିପର ମହିଳା ସାବର ପ୍ରତିଯୋଗୀତାରେ ଭବାନୀ ଦେବୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ସେମିଫାଇନାଲ ମ୍ୟାଚରେ ଭବାନୀ ଦେବୀଙ୍କୁ ପରାଜୟର ସାମ୍ନା…

ବାଇକ୍‌କୁ ଧକ୍କା ଦେଲା ବସ୍‌

କୁଚିଣ୍ଡା,୧୯ା୬(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇ ଯାଉଥିବା ଏକ ଘରୋଇ ବସ୍‌ ଧକ୍କାରେ ଜଣେ ମହିଳା ଗୁରୁତର ହୋଇ କୁଚିଣ୍ଡା ମେଡିକାଲରେ ଚିକିତ୍ସିତ ହେଇଛନ୍ତି। ମା’ ଲକ୍ଷ୍ମୀ ନାମକ ଘରୋଇ ବସ୍‌ ପୁରୁଣା ବସ୍‌ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ଧରି ବଣାଇ ଅଭିମୁଖେ…

ଜଗଦିଶ ଶେଟ୍ଟାରଙ୍କୁ ଉପହାର ଦେଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୬: ଭାରତୀୟ ଜନତା ପାର୍ଟି(ଭାଜପା) ଛାଡି କଂଗ୍ରେସରେ ଯୋଗ ଦେଇଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ଦଳ ଏକ ଉପହାର ଦେଇଛି। କର୍ନାଟକ ବିଧାନପରିଷଦର ଉପ ନିର୍ବାଚନ ପାଇଁ ଜଗଦିଶ ଶେଟ୍ଟାର, ତିପ୍ପନପ୍ପା କାମାକନୁର ଓ ଏନ.ଏସ.ବୋସେରାଜୁଙ୍କୁ ପ୍ରାର୍ଥୀ କରିଛି…

ଗୀତା ପ୍ରେସକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯।୬: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୀତା ପ୍ରେସ ଗୋରଖପୁରକୁ ବଛା ଯାଇଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ଣ୍ଣାୟକ ମଣ୍ଡଳ…

୧୧ ବର୍ଷ ପରେ ଗିରଫ ହେଲେ ବ୍ୟବସାୟୀ

ବ୍ରହ୍ମପୁର,୧୯ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗୋଷାଣିନୂଆଗାଁ ଥାନା ପୋଲିସ ୱାରେଣ୍ଟ ବଳରେ ଆନ୍ଧ୍ରପ୍ରଦେଶରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଆର. କିଶୋର ପଟ୍ଟନାୟକ(୪୫)। ଗୋଷାଣିନୂଆଗାଁ ଥାନା ଅଧୀନ ବିଶ୍ୱନାଥନଗରର କିଶୋର ୧୧ବର୍ଷ ହେଲା ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ଥାନା ଅନ୍ତର୍ଗତ ଟେକେଲିରେ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ମହମ୍ମଦ ଶାମିଙ୍କୁ ଆରାମ, ହେଲେ ଚେତେଶ୍ୱର ପୂଜାରା…

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଟେଷ୍ଟ ସିରିଜ ଖେଳିବ। ଏଥି ସହିତ, ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଡବ୍ଲୁଟିସି ୨୦୨୩-୨୫ର ଏକ ଅଂଶ ହେବ, କିନ୍ତୁ ଏହି ସିରିଜରେ ଟିମ ଇଣ୍ଡିଆର ଖେଳାଳି ୧୧ ଜଣଙ୍କ କ’ଣ ହେବ? କେଉଁ…

୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶର,୧୯।୬(ଅନିଲ ଦାସ): ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ରୁ ପାଗ ବଦଳିବା ସହ ୨୧ ରୁ ପ୍ରାକ ମୌସୁମୀ ବର୍ଷା ହେବ । ଭୁବନେଶର ଆଞ୍ଚଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?