ଅର୍ଚ୍ଚନାଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜଶିଟ୍
ଭୁବନେଶ୍ୱର,୩ା୨(ବ୍ୟୁରୋ):ବଡ଼ବଡ଼ିଆଙ୍କୁ ହନିଟ୍ରାପ୍ରେ ଫସାଇ ଟଙ୍କା ହଡ଼ପ ଅଭିଯୋଗରେ ବହୁଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ବର୍ତ୍ତମାନ ଘଟଣାର ବେଆଇନ ଅର୍ଥ କାରବାର ଦିଗକୁ ନେଇ…
ଜେପିସି ତଦନ୍ତ ଦାବିକଲେ ବିରୋଧୀ
ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍ଭେଷ୍ଟର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଓ ଆକାଉଣ୍ଟସ ହେରଫେର ଅଭିଯୋଗର ତଦନ୍ତ ଦାବି ଭାରତରେ ଜୋର୍ ଧରିଛି। ଗୁରୁବାର ପାର୍ଲାମେଣ୍ଟ…
ଅଷ୍ଟ୍ରେଲିଆ, କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ନେଇ ଭାରତର ଦୃଢ ନିନ୍ଦା
ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଏବଂ କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ଭାରତ ଦୃଢ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଚରମପନ୍ଥୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ତଥା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି ଘଟଣାଗୁଡ଼ିକର…
ଭାରତୀୟ ବଜେଟ୍କୁ ସ୍ବାଗତ କଲା ତାଲିବାନ୍
କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି। କିଛି ଲୋକ ଏହାକୁ ଏକ ଭଲ ବଜେଟ ଏବଂ କେହି କେହି ଏହାକୁ ନିରାଶାଜନକ…
ଫେବୃଆରୀ ୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ
ନୂଆଦିଲ୍ଲୀ, ୩।୨: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ବିଶ୍ୱର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ବିବାଦ ମଧ୍ୟରେ ଅଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।…
ବାଇକ୍ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ
ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…
ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ
ବେଲପଡ଼ା,୨ା୨(ଡି.ଏନ୍.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ବାହାରେ ରଖାଯାଇଥିଲା। ବୈଠକରେ ପାଟଣାଗଡ଼ ଏସ୍ଡିପିଓ…
ଆଦାନୀ ପାଓ୍ବାର ୨୦୧୭ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ
ନୂଆଦିଲ୍ଲୀ,୨ା୨: ଆଦାନୀ ପାଓ୍ବାର ଲିମିଟେଡ୍ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍ କିଣିବା ପାଇଁ ସ୍ବାକ୍ଷରିତ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍ମେଣ୍ଟ ବୋର୍ଡ (ବିପିଡିପି) ଏବଂ ଆଦାନୀ…
ଭଗତ ସିଂହ କୋଶିୟାରୀଙ୍କ ସ୍ଥାନ ନେବେ କି କ୍ୟାପଟେନ୍ ଅମରିନ୍ଦର: କହିଲେ…
ମୁମ୍ବାଇ,୨।୨: ମହାରାଷ୍ଟ୍ରର ରାଜ୍ୟପାଳ କିଏ ହେବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ ଅମରିନ୍ଦର ସିଂ ଗୁରୁବାର ନୀରବତା ଭାଙ୍ଗିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ମୁଁ ଏହା ବିଷୟରେ କିଛି ଜାଣି ନାହିଁ। ମୋତେ…
ବସ୍ ଧକ୍କାରେ ବାଇକ୍ ଚାଳକ ମୃତ
ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ରାମ ନାହାକ (୨୩)। ମିଳିଥିବା ସୂଚନା ମୁତାବକ,…
ବିହାରର ଝିଅ ଆୟଶାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ଆଓ୍ବାର୍ଡ
ନାଓ୍ବାଡା,୨।୨: ବିହାର ନାଓ୍ବାଡାର ଝିଅ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆୟଶା ଏସ୍.ଏମନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ପୁରସ୍କାର ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇଣ୍ଡିଆ ଲକଡାଉନ୍’ରେ ନିଜର ଦମ୍ଦାର ଅଭିନୟ ପାଇଁ ଆୟଶାଙ୍କୁ ଶ୍ରେଷ୍ଠ…
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ
ଗୋପାଳପୁର,୨ା୨(ଡି.ଏନ.ଏ.): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଗୁରୁବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କଇଠାପଲ୍ଳୀ ଗ୍ରାମର ଜନୈକା ଛାତ୍ରୀ ସ୍କୁଲ ଯିବାକୁ କହି ଘରୁ ବାହାରିଯାଇଥିଲେ। ସନ୍ଧ୍ୟାସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି…
Archives


