ପୂର୍ବତନ ମୁଖ୍ୟମନ୍ତ୍ରୀ ନାଁରେ ମାମଲା ରୁଜୁ
ଚେନ୍ନାଇ,୧୨।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନିସ୍ବାମୀଙ୍କ ଅଡୁଆ ବଢିବାରେ ଲାଗିଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପଲାନିସ୍ବାମୀଙ୍କ ସହ ଏଆଇଏଡିଏମକେ ବିଧାୟକ ପିଆର୍ ସେଣ୍ଟିଲନାଥନ ମଧ୍ୟ ମଦୁରାଇ…
ଜଳିଗଲା ୨୮ ବଖରା, ୧୪ ପରିବାର ସର୍ବସ୍ବାନ୍ତ
ସୋରଡ଼ା,୧୨ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ନୂଆଗଡ଼ ପଞ୍ଚାୟତ ବ୍ରାହ୍ମଣଦେଇ ଗ୍ରାମରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୪ ପରିବାରର ୨୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ବିପନ୍ନମାନେ ହେଲେ ଅପୂର୍ବ ସେଠୀ, କାଶୀନାଥ ସେଠୀ, ଜୟସେନ ଜେନା, ମିଟୁ…
ରାଗିଗଲେ କରିସ୍ମା
୯୦ର ସୁନପହିଟ ଅଭିନେତ୍ରୀ କରିସ୍ମା କପୁର ୧୨ ବର୍ଷ ପରେ ଫିଲ୍ମ ‘ମର୍ଡର ମୁବାରକ’ ଜରିଆରେ ବଲିଉଡ୍କୁ କମ୍ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମ ୨୦୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କରିସ୍ମା ଅଭିନୟ ଦୁନିଆରେ ପୁଣି ନିଜର ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ…
ବ୍ରେକ୍ଅପ୍ ପରେ ବି ଏକ୍ସ-ବୟଫ୍ରେଣ୍ଡଙ୍କ ହାତ ଛାଡିନାହାନ୍ତି ମିସ ୟୁନିଭର୍ସ
ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ହୃଦଘାତ ପରେ ପ୍ରଶଂସକଙ୍କ ଗହଣକୁ ପୁଣି ଫେରିଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶଲଙ୍କ ସହ ନଜର ଆସିଛନ୍ତି। ଦୁହିଁଙ୍କୁ ଏକାଠି ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଅବସରରେ…
ଓଡ଼ିଶା ଡ୍ରାଇଭର ମହାସଂଘ-ମୋଟର ଚାଳକ ସଂଘ ମୁହାଁମୁହିଁ
ବରଗଡ଼ ଅଫିସ,୧୨ା୩: ଡ୍ରାଇଭରମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଓ ଡ୍ରାଇଭର ମହାସଂଘ ଆସନ୍ତା ୧୫ରୁ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖଚକ ବନ୍ଦ ଡାକରା ଦେଇଛି। ଡ୍ରାଇଭରଙ୍କ ଦାବି ସମୂହକୁ ସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ କରି…
ଶତକ ହାସଲ ପରେ ସ୍ତ୍ରୀଙ୍କ ପ୍ରତି ପ୍ରେମ ବର୍ଷା କଲେ କୋହଲି
ଅହମ୍ମଦାବାଦ, ୧୨।୩: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନିକଟରେ ଏକ ମନ୍ତବ୍ୟ ଦେଇଥିଲେ ଯେ, ତାଙ୍କ ଜୀବନରେ ସ୍ତ୍ରୀ ଅନୁଷ୍କାଙ୍କ ଆଗମନ ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଅହମ୍ମଦାବାଦ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ…
ଅଫିସ୍ରେ କରନ୍ତୁନି ଏହି କାମ…
ଅଫିସ୍ରେ ନିଜକୁ ଜଣେ ଭଲ କର୍ମଚାରୀର ପରିଚୟ ଦେବାକୁ ସମସ୍ତେ ଚାହାନ୍ତି। ହେଲେ କେବେ କେବେ ନିଜର ହିଁ କେତେକ ଭୁଲ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିଥାଏ। ତେଣୁ ଅଫିସରେ କେଉଁସବୁ କାର୍ଯ୍ୟଠାରୁ ଦୂରେଇ ରହିବା ଆବଶ୍ୟକ, ଜାଣିରଖନ୍ତୁ ସେ ସମ୍ପର୍କରେ……
ମାଧୁରୀଙ୍କ ମା’ଙ୍କର ପରଲୋକ…
ମୁମ୍ବାଇ,୧୨।୩ : ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଙ୍କର ପରଲୋକ ଘଟିଛି। ରବିବାର ପୂର୍ବାହ୍ନ ୮ଟା ୪୦ରେ ତାଙ୍କ ମାତା ସ୍ନେହଲତା ଦେଶମୁଖଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମାଧୁରୀ ଏବଂ ତାଙ୍କ ସ୍ବାମୀ…
କେଶ : କିଛି କଥା
ଆମ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟକଳାପ ରହିଛି। ତେବେ ମୁଣ୍ଡକୁ ଖରାଦାଉରୁ ରକ୍ଷା କରୁଥିବା ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା କେଶ ସମ୍ପର୍କରେ ଜାଣିବା କିଛି ରୋଚକ ତଥ୍ୟ… ମଣିଷ ମୁଣ୍ଡରେ ଥିବା ପ୍ରତ୍ୟେକଟି ହେୟାର…
ଭାରତର ବଢିଲା ଟେନ୍ସନ୍
ଅହମ୍ମଦାବାଦ, ୧୨।୩: ଅହମ୍ମଦାବାଦ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳ ପାଇଁ ଚିନ୍ତା ବଢିଛି। ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର୍ ପିଠି ଯନ୍ତ୍ରଣା ଅନୁଭବ କରିଛନ୍ତି। ଏହି କାରଣରୁ ମ୍ୟାଚର ଚତୁର୍ଥ ଦିନରେ ସେ ନିଜ କ୍ରମରେ…
କାହିଁ ସେ ବସନ୍ତ
ବସନ୍ତରେ ଏବେ ଅନୁଭବ ହେଉଛି ଗ୍ରୀଷ୍ମର ଗୁଳୁଗୁଳି। ଅଧିକ ଖରା ଏବଂ ଗରମ ଅଧିକାଂଶଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ପ୍ରତିକୂଳ ପ୍ରଭାବ, ଯାହାକୁ ଦୂର କରି ଏଦିନେ ଫିଟ୍ ରହିବା ଲାଗି କେତେକ ଦିଗ ପ୍ରତି ସତର୍କ ରହିବା ଗୁରୁତ୍ୱପୂର୍ଣ୍ଣ… ଆଉ…
ସୁଧମୂଳ ସହ ସମସ୍ତଙ୍କ ଭଲପାଇବା ପରିଶୋଧ କରିବୁ: ମୋଦି
ବେଙ୍ଗାଲୁରୁ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ୧୦ ଲେନ ବିଶିଷ୍ଟ ବେଙ୍ଗାଲୁରୁ-ମହୀଶୁର ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପରେ ଜାତୀୟ ରାଜପଥ -୨୭୫ର ବେଙ୍ଗାଲୁରୁ-ନିଦାଘଟା-ମହୀଶୁର ଖଣ୍ଡ ଛଅ ଲେନ ସାମିଲ ଅଛି। ଏହି ୧୧୯ କିଲୋମିଟର ଲମ୍ବା ପ୍ରକଳ୍ପ ପ୍ରାୟ…
Archives


