୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି
ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା…
ଶିଖରଚଣ୍ଡୀ ପାହାଡରେ ନିଆଁ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ରବିବାର ନିଆଁ ଲାଗିଛି। ପାହାଡ଼ର ଏକାଧିକ ସ୍ଥାନକୁ ନିଆଁ ବ୍ୟାପିଯିବାରୁ ଏହା ମଧ୍ୟରେ ଥିବା ଏକ ହାତୀ ପ୍ରାୟ ୮ ଘଣ୍ଟା ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି। ଶିଖରଚଣ୍ଡୀ ପାହାଡ ସିଲିକନ୍ ଭ୍ୟାଲିରେ କେହି ନିଆଁ…
ଅବ୍ୟବସ୍ଥା ଘେରରେ ରାଜ୍ୟ ଅଭିଲେଖାଗାର
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ପୂର୍ବ ପିଢ଼ିର ପରିଚୟ ହେଉ ଅବା ଅତୀତର ପୃଷ୍ଠାକୁ ସଂରକ୍ଷିତ କରୁଥିବା ରାଜ୍ୟ ଅଭିଲେଖାଗାର ଆଜି ନାନା ଅବ୍ୟବସ୍ଥା ଘେରରେ ରହିଛି। ସମସ୍ୟାରୁ ମୁକୁଳି ପାରୁ ନ ଥିବା ଏହି ପ୍ରତିଷ୍ଠାନ ବହୁ ବର୍ଷର ଇତିହାସକୁ କିପରି ସାଇତି…
ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା
କୋଣାର୍କ,୧୩ା୩ (ଡି.ଏନ୍.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା…
ଚେତାବନୀ ସତ୍ତ୍ୱେ ପୁଣି ମିଶାଇଲ୍ ଟେଷ୍ଟ କଲା ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ୍,୧୩।୩: ଆମେରିକା ସମେତ ଅନେକ ଦେଶ ଚେତାବନୀ ଦେବା ପରେ ମଧ୍ୟ ଉତ୍ତର କୋରିଆ ନିରନ୍ତର ମିଶାଇଲ୍ ଟେଷ୍ଟ କରୁଛି। ଉତ୍ତର କୋରିଆ ପୁଣି ଏକ ବୁଡ଼ାଜାହାଜରୁ ଦୁଇଟି ଷ୍ଟ୍ରାଟେଜିକ କ୍ରୁଜ ମିଶାଇଲ୍ ଟେଷ୍ଟ କରିଛି। ସରକାରୀ କୋରିଆ ସେଣ୍ଟ୍ରାଲ ନ୍ୟୁଜ…
ପ୍ରଚେଷ୍ଟାରୁ ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ
ମେଧାବୀ ଛାତ୍ର ଜଣକ ମନରେ ଅନେକ ଆଶା ବାନ୍ଧି କେନ୍ଦୁଝରରୁ ଭୁବନେଶ୍ୱର ଉଚ୍ଚଶିକ୍ଷା ପାଇଁ ଆସି ସଫଳତାର ସହ ଶିକ୍ଷା ଶେଷକରି ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥାନ୍ତି। ହେଲେ ସମୟକ୍ରମେ ପାରିବାରିକ ଘଟଣା ପାଇଁ ସେ ଭୁବନେଶ୍ୱରରୁ କେନ୍ଦୁଝରକୁ ଫେରିଆସନ୍ତି। ଏପରିକି…
ମନ୍ଦିର ନିର୍ମାଣ ପାଇଁ ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥିଲା
ଗଜପତି କାମର ଅଗ୍ରଗତି ଦେଖିବା ପାଇଁ ଆସିବା ପୂର୍ବରୁ ଗୋଲରାଗଡ଼ର ୧୨୬୦ ଜଣ ପାଇକ ସେଠାକୁ ଯାଇ ପଥୁରିଆଙ୍କ ପାଇଁ ଅସ୍ଥାୟୀ ଶିବିର ତିଆରି କରିସାରିଥିଲେ। ରାଜକୋଷରୁ କୌଣସି ପାରିଶ୍ରମିକ ନ ନେଇ ଓଲଟି ପ୍ରଥମେ ୩୮ ଭରଣ ଧାନ ଯୋଗାଇ…
ହାତୀ ଭୟ: ଖାଲି ହେଉଛି ଗାଁ
ଢେଙ୍କାନାଳ ଅଫିସ,୧୩ା୩: କି ଦିନ କି ରାତି, ଗାଁ ରାସ୍ତାରେ ପଲପଲ ହୋଇ ବୁଲୁଛନ୍ତି ହାତୀ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେବେ ଶୁଣ୍ଢରେ ଟେକି ନେଉଛନ୍ତି ଘରେ ସାଇତି ରଖାଯାଇଥିବା ଧାନ, ଚାଉଳ ବସ୍ତା। ରୋଷେଇ ଘରେ ହାଣ୍ଡିରେ…
୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା
ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ, ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ନିଜ ଦେଶରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଆଯାଇଛି। ଏହି…
ନିଷ୍ପତ୍ତିରୁ ଓହରିଲେ ଇମ୍ରାନ
ଲାହୋର,୧୩।୩: ବ୍ୟାକ୍ଫୁଟ୍ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଲାହୋରରେ ତାଙ୍କ ଦଳର ପ୍ରସ୍ତାବିତ ନିର୍ବାଚନ ରାଲିକୁ ସେ ସ୍ଥଗିତ ରଖିଛନ୍ତି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ପ୍ରାଦେଶିକ ରାଜଧାନୀରେ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଇମ୍ରାନ ଏହି ନିଷ୍ପତ୍ତି…
କାଲିଫର୍ନିଆରେ ଡଙ୍ଗା ଓଲଟି ୮ ମୃତ
ୱାଶିଂଟନ,୧୩ ।୩: ଆମେରିକା କାଲିଫର୍ନିଆ ସେଣ୍ଟ ଡିଏଗୋ କାଉଣ୍ଟିର ବ୍ଲାକ ବିଚ ଉପକୂଳରେ ଏକ ଡଙ୍ଗା ଓଲଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସିଏନଏନ ପକ୍ଷରୁ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଏହା କହିଛି ।…
ବିରିକଲାବାସୀଙ୍କୁ ଧୂଳିଧୂଆଁ, ଝାଡ଼ଖଣ୍ଡବାସିନ୍ଦାଙ୍କୁ ଚାକିରି
ଯୋଡ଼ା,୧୩ା୩(ଡି.ଏନ.ଏ): ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟ ଲିମିଟେଡ୍ (ଟିଏସ୍ଏଲ୍ପିଏଲ୍)ରେ ଡିପ୍ଲୋମା ଟ୍ରେନି ଇଞ୍ଜିନିୟର ଭାବେ ଯୋଗ ଦେବା ଲାଗି କମ୍ପାନୀ ପକ୍ଷରୁ ଅନ୍ଲାଇନ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ବିରିକଲା ଖଣି ଅଞ୍ଚଳରେ ଜନ…
Archives


