ଟି-୨୦ ସିରିଜରେ ଶୁବମାନ ଗିଲ ନୁହେଁ ବରଂ ସିଏସକେର ଏହି ଷ୍ଟାର ଓପନରଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳ ଆସନ୍ତା ମାସ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ, ଯେଉଁଠାରେ ଦଳ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ଯାତ୍ରା ପୂର୍ବରୁ ଭାରତୀୟ ଟେଷ୍ଟ ଏବଂ ଟି -୨୦ ଦଳରେ ଅନେକ ବଡ…
ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର
ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଷ୍ଟ୍ରାଟେଜିକ ସଂସ୍କାର ୟୁନିଟର ମୁଖ୍ୟ ସଲମାନ ସୁଫି…
ରାମାୟଣକୁ ନେଇ ସବୁବେଳେ ବିବାଦ: ଦୀପିକା
ମୁମ୍ବାଇ: ସାରା ଦେଶରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଯିବା ଦାବିରେ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ରାମନାଥ ସାଗରଙ୍କ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା…
ତମନ୍ନାଙ୍କୁ ନିଜର ଆଇକନ କହିଲେ ବିଜୟ
ମୁମ୍ବାଇ: କିଛି ଦିନ ମଧ୍ୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ନିଜ ଲଭ୍ ଲାଇଫ୍କୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କର ଆଗାମୀ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଦୁହେଁ ଏକାଠି…
ହସ୍ପିଟାଲର ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ କେଜ୍ରିଓ୍ବାଲଙ୍କୁ ଚିଠି ଲେଖିଲେ ସାକ୍ସେନା
ନୂଆଦିଲ୍ଲୀ,୨୨।୬: ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ପ୍ରସଙ୍ଗରେ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପତ୍ରରେ କୁହାଯାଇଛି, ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ଯେ ଦିଲ୍ଲୀର ହସ୍ପିଟାଲ ନିର୍ମାଣ ଚଳିତ…
ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀଙ୍କୁ ସମସ୍ତେ ଜଣାଇବେ ଶୁଭେଚ୍ଛା: ଅଖିଳେଶ ପ୍ରସାଦ ସିଂ
ପାଟନା,୨୨।୬: ବିହାରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିକଟରେ ୨୦୦୯ରୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଥିଲା। ତାଙ୍କ ଯୋଗୁ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିଥିଲା।…
ବ୍ରିଜ୍ଭୂଷଣଙ୍କ ମାମଲାରେ ଦାଖଲ ହୋଇଥିବା ଚାର୍ଜଶିଟ ଉପରେ ଜୁନ ୨୭ରେ ହେବ ଶୁଣାଣି
ନୂଆଦିଲ୍ଲୀ,୨୨।୬: କୁସ୍ତିଯୋଦ୍ଧାମାନେ ଭାଜପା ଏମ୍ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ମହିଳା କୁସ୍ତିଯୋଦ୍ଧା ବ୍ରିଜ୍ଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଅନ୍ୟାନ୍ୟ ଅଭିଯୋଗ…
ରାଣୀବର ପାହାଡ଼ରୁ ମରମ ଚୋରି
ଗଞ୍ଜାମ,୨୨।୬(ବିଦ୍ୟାଧର ସାହୁ )ରାଣୀବର ପାହାଡ଼ରୁ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଉକ୍ତ ଚୋରି ମରମ ଗଞ୍ଜାମ ବ୍ଲକ ରମ୍ଭା ଥାନା କାଠଗସ୍ଥିତ ପଠାଣ ବସାଠାରେ ହୋଇଥିବା ଜଣା ପଡିଛି l ମରମ ଚୋରି ଘଟଣାକୁ ଗଞ୍ଜାମ ତହସିଲଦାର ଅରୁଣ…
ଟାଇଟାନିକର ଭଗ୍ନାବଶେଷ ଦେଖାଇବାକୁ ଯାଇଥିବା ବୁଡା ଜାହାଜ ୫ ଦିନ ହେବ ନିଖୋଜ, ୪ ଘଣ୍ଟା ପାଇଁ ରହିଛି ଅକ୍ସିଜେନ
ଲଣ୍ଡନ,୨୨।୬: ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ବୁଡି ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ୪ ଘଣ୍ଟା ପାଇଁ…
କୋଓ୍ବିନ ଆପରୁ ତଥ୍ୟ ଲିକ୍ ଘଟଣାରେ ୨ ଗିରଫ
ବିହାର,୨୨।୬: କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଉଭୟ ବ୍ୟକ୍ତି କୋଓ୍ବିନ ଆପର ତଥ୍ୟ ଲିକ୍ କରିବାରେ ସମ୍ପୃକ୍ତ ଅଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗର୍ଭବତୀ
କୋଟଗଡ,୨୨।୬( ସରୋଜ ବଳିୟାର ସିଂ): ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ୯ ମାସର ଗର୍ଭବତୀ । ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଧାରଣା ଦେଇଥିବା ଗର୍ଭବତୀ ମହିଳା ଜଣଙ୍କ ସାଲକୀ ବୁଡାଗୁଡା ଗ୍ରାମର…
ଶୁକ୍ରବାର ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବନି ଟିଡିପି
ବିହାର,୨୨।୬: ଶୁକ୍ରବାର ଅର୍ଥାତ୍ ଜୁନ ୨୩ରେ ବିହାରରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାମିଲ ହେବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଡିପି ଏ ପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ…

