ୟୁକ୍ରେନ ରାଷ୍ଟ୍ରପତି ଭବନରେ ହୋଇଥିଲା ‘ନାଟୁ-ନାଟୁ’ର ଶୁଟିଂ
ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ…
‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’
ମାଲକାନଗିରି,୧୩।୩ (ଡି.ଏନ୍.ଏ.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରାଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସଂଗଠନର ରାଜ୍ୟ ସଭାପତି ଅଭିଷେକ ଯୋଷୀ ଏହି ଦାବି କରିଛନ୍ତି। ସ୍ଥାନୀୟ ଏକ ହଟେଲରେ ଆୟୋଜିତ ଏକ…
ମନ କିଣୁଛି ଦୀପିକାଙ୍କ ଓସ୍କାର ଆପ୍ଟର ଲୁକ ଇମେଜ
ମୁମ୍ବାଇ: ବଲିଉଡ ଦିଭା ଦୀପିକା ପାଦୁକୋନଙ୍କ କିଛି ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ୨୦୨୩ ପରର । ଓସ୍କାର ଆୱାର୍ଡ ୨୦୨୩ରେ ପ୍ରେଜେଣ୍ଟର ଭାବେ ଦୀପିକା ପାଦୁକୋନ ମେହଫିଲ ଲୁଟି…
ଗରମ ଡାଲି ପଡ଼ି ଗୁରୁତର ହୋଇଥିଲେ ଛାତ୍ର: ଚାଲିଗଲା ଜୀବନ
ଟେନ୍ସା,୧୩।୩(ଡି.ଏନ୍.ଏ.): ଗରମ ଡାଲି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅକାଳରେ ଚାଲିଯାଇଛି ଜୀବନ। ଏପରିକି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଧୀନ ଡେଙ୍ଗୁଳା ସେବାଶ୍ରମରେ। ମୃତକ ହେଲେ ଅଷ୍ଟମ ଶ୍ରେଣୀର…
ଏଚ୍୩ଏନ୍୨ ଭାଇରସ୍ ବଢ଼ାଇଲା ଚିନ୍ତା: ଚାରିଧାମ ଯାତ୍ରା ପୂର୍ବରୁ ଜାରି ହେଲା ଗାଇଡ୍ଲାଇନ୍
ଡେରାଡୁନ୍,୧୩।୩: କରୋନା ପରେ ଏବେ ‘ଇନ୍ଫ୍ଲୁଏଞ୍ଜା-ଏ’ର ସବ୍ଭାରିଆଣ୍ଟ ଏଚ୍୩ଏନ୍୨ ସାରା ଦେଶରେ ଚିନ୍ତା ବଢ଼ାଇଛି। ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଉତ୍ତରାଖଣ୍ଡ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ସତର୍କତା ଅବଲମ୍ବନ କରିଛନ୍ତି। ଇତିମଧ୍ୟରେ ପର୍ଯ୍ୟଟନ…
ଆଇପିଏସ୍ ଅଧିକାରୀଙ୍କୁ ବିବାହ କରିବେ ଏଏପି ମନ୍ତ୍ରୀ
ନୂଆଦିଲ୍ଲୀ,୧୩।୩: ଏଏପି ବିଧାୟକ ହରଜୋତ ସିଂ ବେନ୍ସ ବିବାହ ବନ୍ଧନରେ ବାନ୍ଧି ହେବେ। ସେ ଆଇପିଏସ୍ ଅଧିକାରୀ ଜ୍ୟୋତି ଯାଦବଙ୍କୁ ଏହି ମାସ ଶେଷ ସୁଦ୍ଧା ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଉଭୟଙ୍କ ନିର୍ବଦ୍ଧ ସରିଥିବା…
ଲଣ୍ଡନରେ ରାହୁଲଙ୍କ ବୟାନକୁ ନେଇ ଗୃହରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି
ନୂଆଦିଲ୍ଲୀ,୧୩ ।୩: ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ଚରଣ ସୋମବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଯେତେବେଳେ ଭାଜପା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନକୁ ନେଇ କଥା ଉଠାଇ କଂଗ୍ରେସକୁ ଘେରିଲା, ଏପଟେ ବିରୋଧୀ ଅଦାନୀଙ୍କ ଉପରେ ହିଣ୍ଡନବର୍ଗ…
କାର୍ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି। ଅଭିଯୁକ୍ତ…
ଅଜାନ ଶୁଣିଲେ ମୋର ମୁଣ୍ଡ ବିନ୍ଧିଥାଏ: ଭାଜପା ନେତାଙ୍କ ବିବାଦୀୟ ବୟାନ
ବେଙ୍ଗାଲୁରୁ,୧୩ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଈଶ୍ୱରପା ଅଜାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କ’ଣ ଆଲ୍ଲାହା ବଧିର ହୋଇଛନ୍ତି ଯେ ଆପଣ ମାଇକରେ ଚିଲାଉଛନ୍ତି । ଭାଜପା ନେତା କହିଛନ୍ତି ଅଜାନର ଶବ୍ଦରେ…
ମାଙ୍ଗାନିଜ ଚୋରା ଚାଲାଣରୁ ଢାବା ମାଲିକଙ୍କୁ ହତ୍ୟା: ମୁଖ୍ୟ ଅଭିଯୁକ୍ତ ଗିରଫ
ବଣାଇଁ,୧୩ା୩(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନ ମାଲଦାରେ ଗତ ଫେବୃୟାରୀ ୨୬ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଢାବା ମାଲିକ ରମେଶ ଚତମ୍ବାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଗୁରୁତର ଆହତ ହୋଇଥିଲେ। ଘଟଣାର ୧୬…
ପ୍ରୀତିମାନ ସହ ବାଇକ୍ରେ ଆସି ଡେଇଁଥିଲେ ଚିନ୍ମୟୀ
ସମ୍ବଲପୁର,୧୩ା୩(ବ୍ୟୁରୋ):ଭିସୁଟ୍ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ନେଇ ପୋଲିସ ବାରମ୍ବାର କହୁଛି। ଏପରି କି ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍ ରିପୋର୍ଟକୁ ଆଧାର କରି ପ୍ରମାଣିତ କରିବାକୁ ଚାହୁଁଛି। ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ…
ବିଭିନ୍ନ ଅପରାଧରେ ଜଡ଼ିତ ଗ୍ୟାଙ୍ଗ୍କୁ ଧରିଲା ପୋଲିସ: ୨ ବନ୍ଧୁକ ସହ ୭ ଅଭିଯୁକ୍ତ ଅଟକ
ଟିଟିଲାଗଡ଼,୧୩।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି l ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଟିଟିଲାଗଡ଼ ପୋଲିସ କାବୁ କରିଛି l ସେମାନଙ୍କଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ…
Archives


