ଥର୍ମାଲ ଡ୍ରୋନ କ୍ୟାମେରାରେ ହାତୀ
କେନ୍ଦୁଝର,୧୪ା୩(ସ୍ବ.ପ୍ର): କେନ୍ଦୁଝର ଜିଲା ତେଲକୋଇ ଜଙ୍ଗଲରେ ବୁଲୁଥିବା ହାତୀମାନଙ୍କ ଫଟୋ ଥର୍ମାଲ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି। ହାତୀଙ୍କ ଗତିବିଧି ରାତିରେ ନୀରିକ୍ଷଣ ପାଇଁ ବନ ବିଭାଗ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରୁଛି। ଏହା ଦ୍ବାରା ଅନ୍ୟ ବନ୍ୟପ୍ରାଣୀଙ୍କ ଗତିବିଧି…
୪.୨୫ ମିନିଟ୍ର ‘ନାଟୁ ନାଟୁ’ ଗୀତ ଲେଖିବାକୁ ଲାଗିଥିଲା ୧୯ ମାସ
ଫିଲ୍ମ ‘ଆରଆର୍ଆର୍’ର ‘ନାଟୁ ନାଟୁ’ ଗୀତ ଓସ୍କାର ହାତେଇଛି। ମନୋରଞ୍ଜନ ଜଗତର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଦ୍ୱାରା ସମ୍ମାନିତ ହେବାରେ ‘ନାଟୁ ନାଟୁ’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ। ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ୍ (ଶ୍ରେଷ୍ଠ ମୂଳ ସଙ୍ଗୀତ) ବର୍ଗରେ…
୧୦ଟା ପରେ ଜେରକ୍ସ ଦୋକାନ ଖୋଲିବାକୁ ନିର୍ଦ୍ଦେଶ
ଆନନ୍ଦପୁର,୧୪ା୩(ସ୍ବ.ପ୍ର.): ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର କପି ମାଇକ୍ରୋ ଜେରକ୍ସ ମାଧ୍ୟରେ ଦିଆଯାଉଥିବା ଅଭିଯୋଗକୁ ଆଧାର କରି ସୋମବାର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ, ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା ବିଭିନ୍ନ ପରୀକ୍ଷା…
ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍’
ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍’ର ଶୁଭ ଉଦ୍ଘାଟନ ହୋଇଛି। ଏହି ଲଞ୍ଚ ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଯାତ୍ରା କରିବ। ପର୍ଯ୍ୟଟକଙ୍କ ନଦୀ ଭିତରେ…
ଅମିର ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଅମିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବର୍ଷକୁ ଗୋଟିଏ ଫିଲ୍ମ କରନ୍ତି, କିନ୍ତୁ ଏହା ଏକ ସୁପର ହିଟ…
ଲାଞ୍ଚ ନେଇ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ
ଭଦ୍ରକ ଅଫିସ,୧୪।୩: ଭଦ୍ରକ ଜିଲା ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକ ସୋମବାର ରାତିରେ ଜଣେ ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡୀଗାଁ ପଞ୍ଚାୟତର ଚାଷୀ ଶ୍ରୀଧର…
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର
ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଳେଶ୍ୱର ଅଞ୍ଚଳର ଠିକାଦାର ଲୋକନାଥ ଜେନାଙ୍କ ଜମା ଟଙ୍କା ଫେରାଇ ଦେବା ପାଇଁ…
କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ
ପାଟଣା,୧୪ା୩(ସ୍ବ.ପ୍ର.): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଓ କଳା ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ମହାବିଦ୍ୟାଳୟରେ…
ଜେସିବି ଲଗାଇ ଖୋଳିଦେଲେ ଗ୍ରାମବାସୀ
ଖଇରା,୧୪।୩(ଡି.ଏନ.ଏ.):ବାଲେଶ୍ୱରରୁ କେନ୍ଦୁଝରକୁ ସଂଯୋଗ କରୁଥିବା ପଦୁନା-ତାଳକୁରୁଆ, ଦୋମୁହାଁଣି ଆର୍ଡି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଗତ ୧ବର୍ଷ ଧରି ବିଭିନ୍ନ ଗ୍ରାମର ଅଧିବାସୀ ଜିଲାପାଳ, ନିର୍ବାହୀ ଯନ୍ତ୍ରୀଙ୍କଠାରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କଂକ୍ରିଟ ଓ ପିଚୁ କାମ…
ହୃଦ୍ଘାତରେ କରଣୀ ସେନା ପ୍ରତିଷ୍ଠାତାଙ୍କ ପରଲୋକ
ଜୟପୁର,୧୪।୩:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭିଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ଏହା ନିଶ୍ଚିତ କରିଛନ୍ତି। ତାଙ୍କର ମୃତଦେହ ଶେଷ ଦର୍ଶନ ପାଇଁ ରାଜପୁତ ଭବନ ଜୟପୁରରେ ରଖାଯିବ। ଏହାପରେ ତାଙ୍କ ଜନ୍ମ ଗାଁ…
ଗହୀରମଥାରେ ୪ ଦିନରେ ୫ ଲକ୍ଷ ୪ ହଜାର ଅଣ୍ଡାଦାନ
ରାଜନଗର, ୧୪/୩(ଡି.ଏନ.ଏ.):କଇଁଛ ଅନ୍ତୁଡିଶାଳା ଗହୀରମଥାରେ ଏବେ ମା’ ଅଲିଭ୍ରିଡ୍ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଲକ୍ଷାଧିକ ମା’ କଇଁଛ ଗହୀରମଥାର ବିଭିନ୍ନ ଦ୍ୱୀପ ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଅଣ୍ଡାଦାନ କରୁଛନ୍ତି। ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗତିବିଦ୍ଧି ଜାଣିବାକୁ…
ମାଲିକଙ୍କୁ ଖୋଜି ବୁଲୁଛି ଓଟ
ଢେଙ୍କାନାଳ ଅଫିସ,୧୪ା୩:ସ୍ବାର୍ଥ ହାସଲ ପରେ ପର କରିଦେଇଛି ମାଲିକ। ଛାଡ଼ିଦେଇ ପଳାଇଛି ନିଜ ପାଳିତ ଓଟକୁ। ହେଲେ ମାଲିକଙ୍କ ସ୍ବାର୍ଥସର୍ବସ୍ବ ମନୋଭାବକୁ ବୁଝିପାରୁନି ଏହି ପାଳିତ ପ୍ରାଣୀ। ସେଥିପାଇଁ ଗଁା, ରାସ୍ତା, ବଣ, ନଦୀକୂଳ ବୁଲି ଖୋଜୁଛି ମାଲିକଙ୍କୁ। କିଏ କିଛି…
Archives


