ଭାରତ-ଅଷ୍ଟ୍ରେଲିଆ ସିରିଜରେ ନଜର ଆସିବେ ନାହିଁ ଏହି ୫ କ୍ରିକେଟର, ନିରାଶ ହେବେ ପ୍ରଶଂସକ !
ନୂଆଦିଲ୍ଲୀ,୧୫।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ଖେଳାଯିବ। ଏହାପୂର୍ବରୁ କିଛି ଖେଳାଳି ସିରିଜରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ଉପଲବ୍ଧ ରହିବେ ନାହିଁ। ସେହିଭଳି ଆଉ କିଛି…
୩ ଦିନ ହେବ ଗୃହରେ ମୋ ମାଇକ୍ ବନ୍ଦ: ଅଧୀର ରଞ୍ଜନ
ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଲୋକ ସଭା ଏମ୍ପି ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଗୃହରେ ସରକାରୀ ପ୍ରାୟୋଜିତ ବ୍ୟାଘାତ ପ୍ରସଙ୍ଗ ଉଠାଇଛନ୍ତି। ମୋ ସିଟ୍ ନିକଟରେ ଲାଗିଥିବା ମାଇକ ଗତ ତିନି ଦିନ ହେବ…
ମାତ୍ର ୯୦ ସେକେଣ୍ଡ୍ରେ ଗର୍ଭସ୍ଥ ଶିଶୁର ହେଲା ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୧୫।୩: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ବିରଳ ଅସ୍ତ୍ରୋପଚାର ହୋଇଛି। ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ହୃଦପିଣ୍ଡ ମାତ୍ର ୯୦ ସେକେଣ୍ଡରେ ସଫଳ ଅପରେଶନ ହୋଇଛି। ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଏକ…
ହାର୍ଦ୍ଦିକ ଅଧିନାୟକ, ଶ୍ରେୟସ ବାଦ୍… ଭାରତ ପାଇଁ ସହଜ ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ
ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜ ଖେଳିବ ଭାରତ। ମାର୍ଚ୍ଚ ୧୭ରେ ସିରିଜର ପ୍ରଥମ ମୁକାବିଲା ମୁମ୍ବାଇରେ ଖେଳାଯିବ। ଏହି ସିରିଜ ଲାଗି ଟିମ୍ ଇଣ୍ଡିଆ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଅଛି। ପ୍ରଥମ ମ୍ୟାଚ୍ରେ…
ଏସ୍ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ କରିଛି। ବୁଧବାର ଏହି ସୂଚନା ସାମ୍ନାକୁ ଆସିଛି। ଏସ୍ସିଓରେ ଚାଇନା, ଭାରତ, ପାକିସ୍ତାନ, କାଜାଖସ୍ତାନ,…
ଡ୍ରେନ୍ ସଫା କରିବା ବେଳେ ଶ୍ୱାସରୁଦ୍ଧ: ଜଣଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆଉ ୩ ବ୍ୟକ୍ତି…
ପୁଣେ,୧୫।୩: ମହାରାଷ୍ଟ୍ର ପୁଣେର ବାରାମାଟିରେ ବୁଧବାର ଏକ ଅଘଟଣ ଘଟିଛି। ଡ୍ରେନ୍ରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରବୀଣ ଅଟୋଲେ, ଭାନୁଦାସ ଅଟୋଲେ, ପ୍ରକାଶ ସୋପାନ ଅଟୋଲେ ଏବଂ ବାବାସାହେବ ଅଟୋଲେ । ପ୍ରବୀଣ ମୋଟର ପାଇପ୍…
ସୋନୁ ସୁଦଙ୍କୁ ରାଜ୍ୟ ସଭା ଏମ୍ପି, ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ଅଫର୍
ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ। କୋଭିଡ ସମୟରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟି ଥିଲେ। ଏହା ପରେ ସୋନୁ ସୁଦ ଖୁବ ଶୀଘ୍ର…
ଭାବପ୍ରବଣ ଭିଡିଓ ଶେୟାର କଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୧୫।୩: କାର ଦୁର୍ଘଟଣା ପରେ ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି। ପନ୍ତ ଆଗାମୀ ଆଇପିଏଲରେ ଖେଳିବ ନାହିଁ। ତାଙ୍କର ପ୍ରତ୍ୟାବର୍ତ୍ତନ ଆଉ ପାଞ୍ଚରୁ ଛଅ ମାସ…
ଧୋନୀଙ୍କ ନୂଆ ଅବତାର
ଚେନ୍ନାଇ,୧୫।୩: ଆଇପିଏଲର ୧୬ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଅଧିକାଂଶ ସିଏସକେ ଖେଳାଳି ଆଇପିଏଲ ପାଇଁ ପ୍ରସ୍ତୁତି…
ଏଲନ ମସ୍କଙ୍କୁ ଟୁଇଟ୍ ଯୋଗେ ସହାୟତା ମାଗିଲେ ଅଶ୍ୱିନ
ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ହିରୋ ଥିବା ଆର ଅଶ୍ୱିନଙ୍କୁ ଟୁଇଟର୍ରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଟୁଇଟରରେ ଅଶ୍ୱିନ ବହୁତ ସକ୍ରିୟ ରହିଛନ୍ତି। ସେ ନିଜ ଟୁଇଟ୍ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି। ଅଶ୍ୱିନ ତାଙ୍କ…
ଉପରକୁ ଉଠିଲେ କୋହଲି
ନୂଆଦିଲ୍ଲୀ,୧୫।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିମାନେ ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗ୍ରେ ଉପକୃତ ହୋଇଛନ୍ତି। ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନମ୍ବର ବୋଲର ଭାବରେ ନିଜର ସ୍ଥିତିକୁ ଆହୁରି…
ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍କା
ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍କା ଲାଗିଛି। ଠାକରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଖୁବ ଶୀଘ୍ର ଶିନ୍ଦେ ଗୋଷ୍ଠୀ ତଥା ପ୍ରକୃତ ଶିବସେନାରେ ଯୋଗଦେବେ। କିଛିଦିନ ହେବ ଅନେକ ନେତା…
Archives


