Home Left

ମୋଦିଙ୍କୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନେତା ମାନନ୍ତି ଚାଇନା ଲୋକେ

ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍‌ ‘ଦି ଡିପ୍ଲୋମାଟ୍‌’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି।…

ବାରୁଣୀ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର ଟାଉନ,୧୯ା୩(ଡି.ଏନ.ଏ.): ୩ ବର୍ଷ ବ୍ୟବଧାନ ପରେ ଯାଜପୁର ଦଶାଶ୍ୱମେଧଘାଟଠାରେ ବାରୁଣୀ ଯୋଗରେ ରବିବାର ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ପୂର୍ବରୁ କରୋନା ପାଇଁ ୩ ବର୍ଷ ବାରୁଣୀ ବୁଡ଼କୁ ପ୍ରଶାସନ ବାରଣ କରିଥିଲା। ଫଳରେ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ ଯୋଗ ସମୟରେ…

ରାସ୍ତାରେ କାମୁଡ଼ିଲେ ମହୁମାଛି

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଡିଗିସିରାରେ ରବିବାର ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଡିଗିସିରାର ଭଗବାନ ପ୍ରଧାନ(୬୦)। ମିଳିଥିବା ସୂଚନା ମୁତାବକ, ଭଗବାନ ରାସ୍ତାରେ ବୁଲାବୁଲି କରୁଥିବା ବେଳେ ଘର ପାଖ ଗଛରେ ଥିବା…

ଚାଞ୍ଚଲ୍ୟକର ଖୁଲାସା: ଆଇଏସଆଇ ସମ୍ପର୍କରେ ଥିଲେ ଅମ୍ରିତପାଲ

ଚଣ୍ଡିଗଡ, ୧୯।୩: ଖଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ୍‌ ସିଂଙ୍କ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ସାମ୍ନାକୁ ଆସିଛି। ପୋଲିସ ଦାବି କରିଛି ଯେ, ଅମ୍ରିତପାଲ ଆଇଏସଆଇ ସହାୟତାରେ ଆନନ୍ଦପୁର ଖାଲସା ଫୋର୍ସ…

ବିବାହରେ ବିଫଳ ହେବାରୁ ପ୍ରେମିକାଙ୍କୁ ହତ୍ୟା

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାଇପାଲି ଗ୍ରାମର ଏକ କୂଅ ଭିତରୁ ଶନିବାର ଜଣେ ଯୁବତୀ ପଦ୍ମିନୀ ଛତ୍ରିଆ(୨୫)ଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାଶ ହୋଇଛି । ବିବାହ କରିବାରେ ବିଫଳ ହେବା ପରେ…

ପୁଣି ବଢିଲା ଇମ୍ରାନଙ୍କ ଅଡ଼ୁଆ

ଇସ୍‌ଲାମାବାଦ, ୧୯ା୩:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳର କେତେଜଣ ନେତାଙ୍କ ବିରୋଧରେ ରବିବାର ପୋଲିସ ଆତଙ୍କବାଦ ମାମଲା ରୁଜୁ କରିଛି। ଇମ୍ରାନଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ଇସ୍‌ଲାମାବାଦର ଏକ ଅଦାଲତ ବାହାରେ ତାଙ୍କ ଦଳର କର୍ମୀମାନେ ଭଙ୍ଗାରୁଜା…

କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ

ବାଲିଗୁଡ଼ା, ୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆର୍‌ପିଏଫ୍‌ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ବେଳେ ୧୧ଜଣ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଯବାନମାନେ ତାଙ୍କଠାରୁ ୪ଟି ଦେଶୀ ବନ୍ଧୁକ,…

ମୋଦିଙ୍କ ପାଇଁ ରାହୁଲ ଟିଆରପି ସଦୃଶ: ମମତା

କୋଲକାତା,୧୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହନ୍ତି ତେବେ ନରେନ୍ଦ୍ର ମୋଦିଙ୍କୁ କେହି ପରାସ୍ତ କରିପାରିବେ ନାହିଁ। ରାହୁଲ ମୋଦିଙ୍କ ପାଇଁ ଟିଆରପି…

ଆସାମ ଜେଲ ଗଲେ ଗିରଫ ଅମ୍ରିତପାଲ୍‌ଙ୍କ ସହଯୋଗୀ

ଚଣ୍ଡିଗଡ଼/ଦିବ୍ରୁଗଡ଼,୧୯।୩: ବେଆଇନ ଅସ୍ତ୍ରଶସ୍ତ୍ର ଜବତ ପରେ ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ଓ ତାଙ୍କର ସହଯୋଗୀଙ୍କ ବିରୋଧରେ ରବିବାର ସାନି ମାମଲା ରୁଜୁ ହୋଇଛି। ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଚଢ଼ାଉ ଜାରି ରହିଥିବା ବେଳେ…

କଙ୍ଗନାଙ୍କ ଅଧୁରା ସ୍ବପ୍ନ

ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। ସେ ଚମତ୍କାର ଅଭିନୟ ବ୍ୟତୀତ ନିଜର ତୀକ୍ଷ୍ଣ ବକ୍ତବ୍ୟ ପାଇଁ ମଧ୍ୟ ଜଣାଶୁଣା। ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ବ୍ୟତୀତ କଙ୍ଗନା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ମନ୍ତବ୍ୟ…

ସିସୋଡିଆଙ୍କୁ ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମନୀଷ ସିସୋଡିଆଙ୍କୁ ରାଜା ହରିଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି। କୁହାଯାଏ ଯେ, ସତ୍ୟର ପଥ ଅନୁସରଣ କରୁଥିବା ରାଜା ହରିଚନ୍ଦ୍ରଙ୍କ ପରି ସିସୋଡିଆଙ୍କ ମଧ୍ୟ ଭଗବାନ ପରୀକ୍ଷା ନେଉଛନ୍ତି। ଆମେ ସମସ୍ତେ ଜାଣୁ ଯେ,…

ଦୋକାନ କାନ୍ଥ ଭାଙ୍ଗି ନେଇଗଲେ ରାଶନ ସାମଗ୍ରୀ

ବ୍ରଜରାଜନଗର,୧୯।୩(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଯାଇଛି ଯେ ଦୋକାନୀମାନେ ନିଜ ନିଜ ଦୋକାନକୁ ଆଉ ସୁରକ୍ଷିତ ମଣୁନାହାନ୍ତି। ପ୍ରତ୍ୟେକ ମାସରେ ସେ ଅଞ୍ଚଳରୁ ୮ରୁ ୧୦ଟି ଦୋକାନରୁ ଚୋରି ହେଉଛି। ଦୋକାନୀମାନେ ଏନେଇ ବାରମ୍ବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri