୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍, ସ୍କୁଟି ପ୍ରତିଶ୍ରୁତି
ଅଗରତାଲା,୧୧।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦ ହଜାର…
ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ
ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ ଏକ…
ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ: ସଞ୍ଜୟ ରାଉତ
ମୁମ୍ବାଇ,୧୧ା୨: ଶିବସେନା ଏମ୍ପି ସଞ୍ଜୟ ରାଉତ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର ମୁମ୍ବାଇରେ ପହଞ୍ଚତ୍ବା ପରେ କହିଛନ୍ତି ମୁମ୍ବାଇ ସହର ଲାଗି ମୋଦି ସେଭଳି କିଛି କରିନାହାନ୍ତି। ଆଗାମୀ ମହାନଗର ନିର୍ବାଚନରେ ଭାଜପା -ଶିନ୍ଦେ ଗ୍ରୁପ୍…
ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ
ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ,…
୬୧ ବର୍ଷ ହେଲା ଅନିଦ୍ରା
ହାନୋଇ: ଦିନ ସାରା ପରିଶ୍ରମ ପରେ ଲୋକେ ଶରୀରକୁ ବିଶ୍ରାମ ଦେବା ପାଇଁ ରାତି ସମୟରେ ଶୋଇଥାନ୍ତି। ଅନେକ ଲୋକ ରାତିରେ କାମ କଲେ ମଧ୍ୟ ତାଙ୍କୁ ଦିନ ସମୟରେ ବିଶ୍ରାମର ଆବଶ୍ୟକତା ପଡ଼ିଥାଏ। ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି…
ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ
ନୂଆଦିଲ୍ଲୀ: ମାଲୟାଲମ୍ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍ ସମର୍ପିତ ହୋଇଛି। ରୋଜିଙ୍କ ଜନ୍ମ ୧୯୦୩ରେ କେରଳ ଥିରୁଭାନନ୍ତପୁରମ୍ର ଏକ ଦଳିତ ପରିବାରରେ ହୋଇଥିଲା। ପିଲାଦିନୁ…
ବିଜ୍ଞାନରେ କୃତିତ୍ୱ
ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ…
ଇନ୍ଷ୍ଟା ଲୋନ୍ ପ୍ରଦାନରେ ଏଲ୍ଟିଏଫ୍ଏସ୍ର ଅଭିବୃଦ୍ଧି
ଭୁବନେଶ୍ୱର,୧୧।୨: ଗତ କିଛି ମାସ ହେବ ଇନ୍ଷ୍ଟା ଲୋନ୍ ପ୍ରଦାନ କ୍ଷେତ୍ରରେ ଏଲ୍ ଆଣ୍ଡ ଟି ଫାଇନାନସିଆଲ ସର୍ଭିସେସ୍ (ଏଲ୍ଟିଏଫ୍ଏସ୍)ର ଦମ୍ଦାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଏକ ଗ୍ରାହକ କୈନ୍ଦ୍ରିକ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ଆକର୍ଷଣୀୟ ବୃଦ୍ଧି ଘଟାଇପାରିଛି।…
ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଚରମ ନିଷ୍ପତ୍ତି
ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର କମିଟିର କର୍ମକର୍ତ୍ତା ତଥା ଗ୍ରାହକମାନଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ…
ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରାଉଛି ଜେଏନ୍ଟିଭିଟିଆଇ
ଭୁବନେଶ୍ୱର,୧୧।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ଜେଏନ୍ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଜେଏନ୍ଟିଭିଟିଆଇ)ର ୧୭ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପାଇଁ ଜାମଶେଦପୁର ପଠାଯାଇଛି। ଏପରିକି ସମସ୍ତ ୧୭ ଜଣ ପ୍ରଶିକ୍ଷାର୍ଥୀ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର ବୋଲି ଜଣାପଡ଼ିଛନ୍ତି।…
ଶିଳ୍ପବିହୀନ ଜିଲାରେ କାରଖାନାର ବିଷାକ୍ତ ଧୂଆଁ
କେନ୍ଦ୍ରାପଡ଼ା ଅଫିସ, ୧୧ା୨: ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଜିଲା ଥିବାବେଳେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ହୋଇ ରହିଛି। ତେବେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ବୃହତ ଶିଳ୍ପ ଗଢ଼ି…
ନିଲାମ ଅବଧି ସରିଥିଲେ ବି ଚାଲିଛି ବେଆଇନ ବାଲି ଉଠାଣ
କୁଜଙ୍ଗ/ରାହାମା,୧୧ା୨(ଡି.ଏନ୍.ଏ.): କୁଜଙ୍ଗ ତହସିଲ ଅନ୍ତର୍ଗତ କଳଦ୍ୱୀପ ବାଲି ସଇରାତ୍ର ନିଲାମି ମିଆଦ ପୂରିଥିଲେ ମଧ୍ୟ ରାତିରେ ବାଲି ଚୋରା ଚାଲାଣ ଚାଲିଛି। ଏନେଇ ଶୁକ୍ରବାର ଭାଜପା ଯୁବ ମୋର୍ଚ୍ଚା କୁଜଙ୍ଗ ବ୍ଲକ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ…
Archives


