ଶ୍ରମିକ ବଦଳରେ ମେଶିନ କରୁଛି କାମ
କୋକସରା,୨୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲ ପଞ୍ଚାୟତ କୁମୁଡାମୁଣ୍ଡା ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଫେଲ୍ ମାରିଛି। ଏଠାରେ ଶ୍ରମିକ ବଦଳରେ ମେଶିନ କରୁଛି କାମ। ଉକ୍ତ ଯୋଜନାରେ ଏକ ଚେକଡ୍ୟାମ କାର୍ଯ୍ୟ…
କଳାହାଣ୍ଡିରେ ସରୁନି ଦାଦନ ଦୁଃଖ
ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ। ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା…
ଦୀର୍ଘ ସମୟ ଧରି ଅଟକି ରହୁଛି ଯାନବାହନ
ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଟ୍ରାଫିକ ଏବେ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ରବିବାର ପିଆଇ କଲେଜ ନିକଟରେ ଓ ତହସିଲ ଯିବା ରାସ୍ତାରେ ଦୀର୍ଘ ଅନେକ ସମୟ ଧରି ଚାରି ଚକିଆ ଯାନଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଥିଲା।…
୬୦ ହଜାର ଟପିଲା ସୁନା
ନୂଆଦିଲ୍ଲୀ,୨୦।୩: ପ୍ରଥମ ଥର ପାଇଁ ସୁନା ମୂଲ୍ୟ ଐତିହାସିକ ସ୍ତର ଅତିକ୍ରମ କରିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୬୦,୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ନିବେଶକମାନେ ସେମାନଙ୍କର ନିବେଶକୁ ସୁରକ୍ଷିତ ରଖିବା ପାଇଁ ଆଜିକାଲି ସୁନାରେ ବିନିଯୋଗ କରୁଛନ୍ତି।…
ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି
ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୭୧ ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲା…
ଓଡ଼ିଶା ସରକାରଙ୍କ ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ
ପଟ୍ଟାଙ୍ଗି, ୨୦।୩(ଡି.ଏନ୍.ଏ.): ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଅର୍ଥ…
ବିଶ୍ୱର ସବୁଠୁ ବଡ଼ ଏଟିଏମ୍
ଇସଲାମାବାଦ୍,୨୦।୩: ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ମୁଦ୍ରାସ୍ଫୀତି ଏତେ ଅଧିକ ଯେ, ଏଟିଏମରୁ ଟଙ୍କା ଉଠାଇଲେ ତାହା କ୍ଷଣକ ମଧ୍ୟରେ ଶେଷ ହୋଇଯାଉଛି। ପାକିସ୍ତାନ ନାମରେ ଏଟିଏମ ସମ୍ବନ୍ଧରେ ଏଭଳି ବିଶ୍ୱ ରେକର୍ଡ ରହିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ…
୨ ବ୍ଲକରେ ୭ ପରିବାର ବେଘର
ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ ପବନ…
ଶତାଧିକ ଏକର ତରଭୁଜ ଚାଷ ନଷ୍ଟ
ମାଲକାନଗିରି,୨୦ା୩ (ଡି.ଏନ୍.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି…
କୋରାପୁଟରେ ଝଡ଼ ଉଜାଡ଼ିଲା ପରିବା ଚାଷ
କୋରାପୁଟ,୨୦ା୩(ସ୍ବ.ପ୍ର.): ତିନିଦିନ ଧରି ସମଗ୍ର ରାଜ୍ୟରେ ଅଦିନିଆ ପଶ୍ଚିମା ଝଡ଼ ବର୍ଷା ଜାରି ରହିଛି। କୋରାପୁଟ ଜିଲାରେ ମଧ୍ୟ ୩ ଦିନଧରି ଲାଗି ରହିଛି ଏହି ଅଦିନିଆ ଝଡବର୍ଷା । ଏହାକୁ ନେଇ ଜିଲାରେ ପନିପରିବା ଚାଷ କରୁଥିବା ଚାଷୀ ଚିନ୍ତାରେ…
ସରକାରୀ ସାହାଯ୍ୟ ଅପେକ୍ଷାରେ ଚାମର
ଉମରକୋଟ,୨୦ା୩(ସ୍ବ.ପ୍ର.): ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ଚାମର ଭତ୍ରା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଚାମର (୬୩) କିଛି ବର୍ଷ ପୂର୍ବେ ଦୁଇ ପୁଅଙ୍କୁ ହରାଇଛନ୍ତି। ଏବେ ତାଙ୍କ ପରିବାରରେ ସ୍ତ୍ରୀ, ଦୁଇ ବୋହୁ, ୫…
କାଶୀପୁର ବ୍ଲକରେ ୫୦ ଏକର ଫସଲ ନଷ୍ଟ
ରାୟଗଡ଼ା,(ସ୍ବ.ପ୍ର.)/ଟିକିରି (ଡି.ଏନ.ଏ.)୨୦ା୩: ରାୟଗଡ଼ା ଜିଲାର ବିଭିନ୍ନ ସ୍ଥାନରେ ଶନିବାର ପ୍ରବଳ ବର୍ଷା ହୋଇଛି। କାଶୀପୁର ବ୍ଲକରେ ସର୍ବାଧିକ ବର୍ଷା ସହ କୁଆପଥର ମାଡ଼ ହୋଇଥିବାରୁ ଜିଲାର ଅନ୍ୟ ବ୍ଲକ ଅପେକ୍ଷା ଏଠାରେ ଅଧିକ ଫସଲ କ୍ଷୟକ୍ଷତି ହୋଇଛି। କାଶୀପୁର ତହସିଲଦାର ଶରତ…
Archives


