Home Left

କର୍ନାଟକ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା ଭାଜପା, ମୋଦିଙ୍କ ସମେତ ୪୦ ଜଣଙ୍କ ନାମ ସାମିଲ

ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭାର ସମୟ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ସୂଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପାର ରାଷ୍ଟ୍ରୀୟ…

ଭେଙ୍କଟରାମ ବୈଷୟିକ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଏକାଡେମୀର ନୂଆ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଭି. ଭେଙ୍କଟରାମ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ୍ରିକେଟ ଆଡ୍‌ଭାଇଜରି କମିଟି (ସିଏସି) ଭେଙ୍କଟରାମଙ୍କୁ ଏହି ନିଯୁକ୍ତି ଦେଇଛି। ସେ ନିଜ କ୍ରିକେଟ କ୍ୟାରିୟରରେ…

ପିଶାଚ ଭଳି ଦେଖାଯିବାକୁ ସୁନାର ମୁନିଆ ଦାନ୍ତ

ସାକ୍ରାମେଣ୍ଟୋ: ଇଂଲିଶ ଫିଲ୍ମରେ ଦେଖିବାକୁ ମିଳୁଥିବା ପିଶାଚର କନ୍‌ସେପ୍ଟ ବହୁ ପୁରୁଣା। ଯେଉଁଥିରେ କି ପିଶାଚ ବହୁ ବର୍ଷ ବଞ୍ଚିବାକୁ ଅନ୍ୟଙ୍କୁ ମାରି ତାଙ୍କ ରକ୍ତ ପିଇଥାନ୍ତି। ଏହା କାଳ୍ପନିକ ଚରିତ୍ର ହୋଇଥିଲେ ମଧ୍ୟ ବହୁ ଲୋକ ଏହାକୁ ଅଧିକ ପସନ୍ଦ…

ମାୟାବତୀଙ୍କ ବଡ ନିଷ୍ପତ୍ତି

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶରେ ନଗର ନିଗମ ନିର୍ବାଚନକୁ ନେଇ ରାଜନୀତି ହୋଇଛି ସରଗରମ। ପ୍ରତି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଫାଇନାଲ କରିବା ସହ ପ୍ରଚାର ଅଭିଯାନ ଯୋରଦାର କରିଛନ୍ତି। ହେଲେ ଏହାରି ଭିତରେ ବିଏସପି ମୁଖ୍ୟ ମାୟାବତୀ ଚମକାଇବା…

କଂଗ୍ରେସର ୪୦ ଷ୍ଟାର ପ୍ରଚାରକ

ଭୁବନେଶ୍ବର, ୧୯।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମଙ୍ଗଳବାର କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ଶରତ…

ବିଡିଓଙ୍କୁ ନିଲମ୍ବନ ସହ ଗିରଫ ଦାବି

ଜଗତ୍‌ସିଂହପୁର ଅଫିସ, ୧୮ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସଭାମୂଳ ଟିଟିଗଁାର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ…

ଗାଁରେ ‘ଭୂତ ପୂଜା’

କୋଲକାତା: ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ପଶ୍ଚିମବଙ୍ଗରେ ଏପରି ଏକ ପରମ୍ପରା ପାଳନ କରାଯାଏ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ। ସେଠାରେ ଲୋକେ ‘ଭୂତ ପୂଜା’ କରିଥାନ୍ତି। ଏହି ପୂଜା ଦେଖିବାକୁ ଆଖପାଖ ଗ୍ରାମରୁ…

ଅନନ୍ୟା ସବୁଠୁ ଗ୍ଲାମରସ୍‌ ଆଇକନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ଆୟୋଜିତ ହୋଇଥିବା ପିଙ୍କ୍‌ଭିଲ୍ଲା ଷ୍ଟାଇଲ ଆଇକନ୍‌ସ ଏଡିଶନ-୨ରେ ସବୁଠୁ ଗ୍ଲାମରସ୍‌ ଆଇକନ୍‌ ହୋଇଛନ୍ତି। ଏହି ଆଇକନ୍‌ର ଶ୍ରେୟ ସେ ତାଙ୍କ ଜେଜେ ମା’ଙ୍କୁ ଦେଇଛନ୍ତି। ସେ କହିଛନ୍ତି, ସବୁବେଳେ ନିଜେ ଶକ୍ତ ଏବଂ…

ବିନା କପଡ଼ାରେ ଦମ୍ପତିଙ୍କ ଦେଶ ଭ୍ରମଣ

ଲଣ୍ଡନ: ନିଜ ଲଜ୍ଜା ଲୁଚାଇବା ପାଇଁ ଆମେ ଶରୀରରେ ପୋଷାକ ପରିଧାନ କରିଥାଉ। ନିକଟରେ ଏକ ଦମ୍ପତି ଶରୀରରୁ ସମ୍ପୂର୍ଣ୍ଣ ପୋଷାକ କାଢି ଭ୍ରମଣ କରୁଥିବା ସେମାନେ କହିଛନ୍ତି। ବ୍ରିଟେନର ଏହି ଦମ୍ପତି ମାଇକେଲ ଏବଂ ଫିଓନାଙ୍କୁ ଏବେ ପାଖାପାଖି ୫୦…

ଆଜି ବ୍ୟାସନଗର ବନ୍ଦ

ଯାଜପୁର ରୋଡ,୧୯।୪(ଡି.ଏନ.ଏ.): ମାଟି ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବ୍ୟାସନଗର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଥିବା ମିଳିତ କ୍ରିୟାନୁଷ୍ଠାନ କମିଟିକୁ ସହରବାସୀଙ୍କ ସ୍ବତଃପ୍ରବୃତ ସମର୍ଥନ ରହିଥିବାବେଳେ କୌଣସି ଜନପ୍ରତିନିଧି ମୁହଁ ଖୋଲୁ ନାହାନ୍ତି। ଇତିମଧ୍ୟରେ ୫ ଦଫା…

ପ୍ରଶ୍ରୟ ଦେଉଛି ପ୍ରଶାସନ

ବଇଣ୍ଡା,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି। ବ୍ଲକ ପ୍ରଶାସନ ସବୁବେଳେ ସମିତିସଭ୍ୟମାନଙ୍କୁ ଅଣଦେଖା କରି କୁଜି ନେତାଙ୍କ ଜରିଆରେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ କେତେଜଣ…

ଇଡ୍‌କୋର ଜମି ଅଧିଗ୍ରହଣକୁ ଚାଷୀଙ୍କ ବିରୋଧ

କୁଜଙ୍ଗ,୧୯।୪(ଡି.ଏନ.ଏ.): ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ, ଇଡ୍‌କୋ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନେବାରୁ ଚାଷୀମାନେ ବିରୋଧ କରିଛନ୍ତି। ଏଥିଯୋଗୁ ଜମି ଅଧିଗ୍ରହଣ କରି ନ ପାରି ଅଧିକାରୀମାନେ ଫେରି ଯାଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଏକତ୍ରିତ ହୋଇ ପ୍ରତିବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri