Home Left

ଡ୍ୟାନ୍ସ ଥେରାପି

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରିରୀକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଅନେକ ରୋଗର ନିରାକରଣ ଡ୍ୟାନ୍ସ ଥେରାପି: ଦିନଯାକର ପରିଶ୍ରମ…

ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରିବ ଏନ୍‌ସିପି: ଅଜିତ ପାଓ୍ବାର

ପୁଣେ,୨୩।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ତାଙ୍କ ଦଳ ଏବେ…

ଧାରଣାକାରୀଙ୍କୁ ଉଠାଇନେଲା ପୋଲିସ

ଛେଣ୍ଡିପଦା, ୨୩।୪: (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁରଠାରେ ନାଲ୍‌କୋର ଉତ୍କଳ ଡି ଓ ଇ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି ଅଞ୍ଚଳରେ ଘରୋଇ କମ୍ପାନୀ ଦ୍ୱାରା ଖଣି ଖନନ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା…

ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା ସମ୍ପୃକ୍ତ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ ଖାଲି ପଡ଼ିଛି ଅନୁଗୋଳ ଜିଲା ବଇଣ୍ଡା…

ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ପାଉନି ପୋଲିସ

ଅନୁଗୋଳ ଅଫିସ, ୨୩।୪: ଅନୁଗୋଳ ସହର ହୁଲୁରିସିଂହା ଠାରେ ଶୁକ୍ରବାର ରାତିରେ ସ୍ଥାନୀୟ ଯୁବକ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପ୍ରକାଶଙ୍କ ଦେହରେ ୩୦ରୁ ଅଧିକ ଚୋଟ ରହିଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା…

ପୂର୍ବତନ ଏମ୍‌ପି ତ୍ରିଲୋଚନ କାନୁନ୍‌ଗୋଙ୍କ ଶେଷକୃତ୍ୟ ସମ୍ପନ୍ନ

କଣ୍ଟାପଡ଼ା,୨୩।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁରର ପୂର୍ବତନ ଏମ୍‌ପି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ୍‌ ତ୍ରିଲୋଚନ କାନୁନ୍‌ଗୋଙ୍କର ଶନିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର…

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷାପୁଅ ଅଖିମୁଠି ଅନୁକୂଳ କରିଥାଏ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ…

ସୋଲଗଁାରେ ଖୋଲିବ ଏକଲବ୍ୟ ସ୍କୁଲ

ପରଜଙ୍ଗ, ୨୩।୪: (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ସୋଲଗଁାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବ। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ୱର ଟୁଡୁ ଶନିବାର ଏହାର ଭୂମିପୂଜନ କରିଛନ୍ତି। ଏ…

କୁଇ, ଦେଶିଆ ଭାଷାରେ ପ୍ରସ୍ତୁତ ହେବ ପାଠ୍ୟୋପକରଣ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାର କୋରାପୁଟ ଜିଲାରେ ପ୍ରଚଳିତ ‘କୁଇ’ ଏବଂ ‘ଦେଶିଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ପାଇଁ ସ୍ବତନ୍ତ୍ର ପାଠ୍ୟୋପକରଣ ପ୍ରସ୍ତୁତ ହେବ। ଏଥିପାଇଁ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟେକ୍ନୋଲୋଜି (ଏନ୍‌ସିଇଆର୍‌ଟି) ପକ୍ଷରୁ ୧୦ ଜଣିଆ…

ସୋମବାର କ୍ୟାବିନେଟ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ ବୈଠକ ବସିବ। ବୈଠକରେ ପାନୀୟ ଜଳ, କ୍ୟାଡର ପୁନର୍ଗଠନ, ଜଳସେଚନ, ଟେଣ୍ଡର ଅନୁମୋଦନ ଭଳି ୧୦ରୁ ଅଧିକ ପ୍ରସ୍ତାବ…

ବୁଗୁଡ଼ାରୁ ପୁରୀ ଗଲା ରଥ କାଠ

ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଙ୍କଳସାହିରେ ୨ଟି, ଆଦିପୁରରେ ୨ଟି ଓ ଖରିଡା ନିକଟରେ ୭ଟି…

ଅଳିଆରୁ ରୋଜଗାର

ୱାଶିଂଟନ୍‌ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri